ଚିକେନ (ଲେଗ୍ ପିସ୍) – ୬
ଅଣ୍ଡା – ୧
କର୍ଣ୍ଣଫ୍ଲୋର – ୧ କପ୍
ରସୁଣ ପେଷ୍ଟ – ୧ ଚେବୁଲ ଚାମଚ
ଅଦା ପେଷ୍ଟ – ୧ ଚାମଚ
ଲୁଣ – ଏକ ଚାମଚ
ତେଲ – ଡିପ୍ ଫ୍ରାଇ କରିବା ପାଇଁ
-ମିକ୍ସିଂ ବାଉଲରେ ଚିକେନ, ଅଣ୍ଡା, କର୍ଣ୍ଣଫ୍ଲୋର, ରସୁଣ ପେଷ୍ଟ, ଅଦା ପେଷ୍ଟ ଏବଂ ଆବଶ୍ୟକ ଅନୁସାରେ ପାଣି ଦେଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଚିକେନ ପିସକୁ ସେହି ମିଶ୍ରଣରେ ଭଲଭାବରେ ଗୋଳାଇ ଅଧ ଘଣ୍ଟା ପର୍ୟ୍ୟନ୍ତ ଛାଡି ଦିଅନ୍ତୁ।
-କଡାରେ ତେଲ ଗରମ କରନ୍ତୁ। ତେଲ ହୋଇଯିବା ପରେ ଚିକେନକୁ ପ୍ରଥମେ ହାଇ ଆଞ୍ଚରେ ଏବଂ ପରେ ଧୀମା ଆଞ୍ଚରେ ଦୁଇ ମିନିଟ ପର୍ୟ୍ୟନ୍ତ ଡିପ ଫ୍ରାଇ କରନ୍ତୁ। ଯାହାଦ୍ବାରା ତାହା ଭଲଭାବରେ ହୋଇଯିବ।
-ଏହାପରେ ଚିକେନକୁ ବାହାର କରି ପ୍ଲେଟରେ ରଖନ୍ତୁ। କ୍ରିସପି କରିବା ପାଇଁ ସର୍ଭ କରିବାର ଠିକ ପୂର୍ବରୁ ତେଲକୁ ପୁନର୍ବାର ଗରମ କରନ୍ତୁ ଏବଂ ଚିକେନକୁ ସୁନେଲି ରଙ୍ଗ ହେବା ଯାଏଁ ଫ୍ରାଇ କରନ୍ତୁ। ଏହାପରେ ଗରମା ଗରମ ସର୍ଭ କରନ୍ତୁ।
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…