ଲାଇଫ୍ ଷ୍ଟାଇଲ୍

ବର୍ଷା ପାଗରେ ଗରମ ଗରମ ମଜା ନେବା ପାଇଁ ପ୍ରସ୍ତୁତ କରନ୍ତୁ ମସରୁମ୍‌ ମଞ୍ଚୁରିଆନ୍‌

ମସରୁମ୍‌ ମଞ୍ଚୁରିଆନ୍‌ ବନାଇବା ପାଇଁ ସାମଗ୍ରୀ

  • ମସରୁମ୍‌ ୨୦୦ ଗ୍ରାମ
  • ଭିନେଗାର ୧ ଚାମଚ
  • ରେଡ ଚିଲ୍ଲି ସସ୍‌ ଦେଢ଼ ଚାମଚ
  • ସୋୟା ସସ୍‌ ଦେଢ଼ ଚାମଚ
  • ଚିଲ୍ଲୀ ଫ୍ଲେକ୍ସ୧/୪ ଚାମଚ
  • ଗୋଲମରୀଚ ସ୍ୱାଦାନୁସାରେ
  • ସବୁଜ ସିମଲା ଲଙ୍କା ଅଧା କପ୍‌
  • କଞ୍ଚା ଲଙ୍କା – ଗୋଟିଏ
  • ରସୁଣ – ଦେଢ଼ ଚାମଚ
  • ଅଦା – ଦେଢ଼ ଚାମଚ
  • ତେଲ – ୨ କପ୍‌
  • ପାଣି – ଅଧା କପ୍‌
  • ଲୁଣ – ସ୍ୱାଦାନୁସାରେ
  • କର୍ନଫ୍ଲୋର ଦେଢ଼ ଚାମଚ
  • ମଇଦା – ଦେଢ଼ ଚାମଚ୍‌

ମସରୁମ୍‌ ମଞ୍ଚୁରିଆନ ବନାଇବା ପାଇଁ ପ୍ରସ୍ତୁତି ପ୍ରଣାଳୀ

ମସରୁମ୍‌ ମଞ୍ଚୁରିଆନ୍‌ ବନାଇବା ପାଇଁ ସର୍ବପ୍ରଥମେ ମସରୁମ୍‌ ବା ଛତୁକୁ ଭଲଭାବେ ଧୋଇ ସଫା କରିଦିଅନ୍ତୁ ଏବଂ ଏହାକୁ ଦୁଇ ଭାଗରେ କାଟି ରଖନ୍ତୁ। ଏବେ ଅଦା, ରସୁଣ, କଞ୍ଚା ଲଙ୍କା, ପିଆଜ ଏବଂ ସିମଲା ଲଙ୍କାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଏବେ ଏକ ପାତ୍ର ନିଅନ୍ତୁ ସେଥିରେ ମଇଦା, କର୍ଣ୍ଣଫ୍ଲୋର, ଲୁଣ, ଗୋଲମରୀଚ, ଅଦା-ରସୁଣ ପେଷ୍ଟ ପକାନ୍ତୁ। ଏଥିରେ ପାଣି ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ଏକ ପ୍ୟାନରେ ତେଲ ପକାନ୍ତୁ ଏବଂ ଗରମ କରନ୍ତୁ। କଟା ହୋଇଥିବା ମସରୁମକୁ ମଇଦାରେ ପ୍ରସ୍ତୁତ ଘୋଳରେ ବୁଡାଇ ଗରମ ତେଲରେ ଛାଣିଦିଅନ୍ତୁ। ଏହାକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରି େପ୍ଲେଟକୁ କାଢ଼ି ସର୍ଭ କରନ୍ତୁ।

Pritiparna

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

36 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

45 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

57 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 hour ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago