ଲକଡାଉନ ପାଇଁ ଏବେ ସମସ୍ତେ ଘରେ ବନ୍ଦୀ ଅବସ୍ଥାରେ ରହିଛନ୍ତି। କାରୋନାକୁ ହରାଇବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ବାହାରକୁ ନ ବାହାରିବା କାରଣରୁ ଆପଣ ବଜାର ପ୍ରସ୍ତୁତ ଜିନିଷ କିଛି ଖାଇ ପାରୁନାହାନ୍ତି। ଏଥିପାଇଁ ଆପଣ ଆଦୌ ବି ବ୍ୟସ୍ତ ହୁଅନ୍ତୁନାହିଁ। କାହିଁକିନା ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ସୁଜି ପକୋଡ଼ି’। ଯାହାର ସ୍ଵାଦରେ ଆପଣ ପୁରା ଦିୱାନା ହୋଇଯିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
-ଏକ ପାତ୍ରରେ ସୁଜି, ଦହି, ବନ୍ଧାକୋବି, ଫୁଲକୋବି, ଧନିଆପତ୍ରଏବଂ ସ୍ଵାଦନୁସାରେ ଲୁଣ ପକାଇ ସାମାନ୍ୟ ପାଣି ପକାଇ ଗୋଳାଇ ଦିଅନ୍ତୁ।
-ଗ୍ୟାସ ଉପରେ କଡ଼ା ବସାଇ ତେଲ ଗରମ କରନ୍ତୁ।
-ଏବେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ଆଣି ଗୋଲ ହୋଲ କରି ପକୋଡ଼ି ଭଳି ତେଲରେ ଛାଣନ୍ତୁ।
-ଏହି ପକୋଡ଼ି ଭଲ ଭାବରେ ଛାଣି ହୋଇଗଲା ପରେ ଏହାକୁ ଏକ ପ୍ଲେଟକୁ ବାହାର କରିଦିଅନ୍ତୁ।
-ଏବେ ଆପଣଙ୍କ ସୁଜି ପକୋଡ଼ି ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆପଣ ସସ୍ ସହିତ ଖାଇପାରିବେ।
ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…
ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ। ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…
ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…
ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…