ଆପଣଙ୍କୁ ଡାଇବେଟୀଜ୍‌ କିନ୍ତୁ ମିଠା ଖାଇବାକୁ ମନ! ତେବେ ଘରେ ମିନିଟରେ ପ୍ରସ୍ତୁତକରନ୍ତୁ ‘ସୁଗାର ଫ୍ରି କାଜୁ କତଲୀ’

ମିଠାକୁ ଦେଖି ସମସ୍ତଙ୍କର ମୁହଁରେ ପାଣି ଆସିଯାଏ। କିନ୍ତୁ ବହୁତ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ ଅଛନ୍ତି ଯେଉଁ କାରଣରୁ ସେମାନେ ଏହାକୁ ଖାଇବା ଠାରୁ ଦୂରେଇ ରୁହନ୍ତି। ଯଦି ଆପଣ ମଧ୍ୟ ମିଠା ଖାଦ୍ୟ ପଦାର୍ଥ ଖାଇବାର ସୌକିନ ଏବଂ ଚାହିଁକି ବି ମିଠା ଠାରୁ ଦୂରେଇ ରହୁଛନ୍ତି ତେବେ ଏବେ ଆପଣଙ୍କୁ କଣ୍ଟ୍ରୋଲ କରିବାର ଆବଶ୍ୟକତା ନାହିଁ। ଆଜି ଆମେ ଆପଣଙ୍କୁ ଘରେ ସହଜରେ କେମିତି ସୁଗାର ଫ୍ରି କାଜୁ ରେସିପି ବନାଇବେ।

ସୁଗାର ଫ୍ରି କାଜୁ କତଲୀ ବନାଇବା ପାଇଁ ଆବଶ୍ୟକୀୟ ସାମଗ୍ରୀ

୧ କପ୍‌ କାଜୁ – ପେଷ୍ଟ ହୋଇଥିବା

୫-୬ ବଡ ଚାମଚ ସୁଗାର ଫ୍ରି

୪-୫ ଟି କେସର

ଅଧା ଚାମଚ ଅଳେଇ ପାଉଡର

ପାଣି – ଆବଶ୍ୟକ ଅନୁଯାୟୀ

ସୁଗାର ଫ୍ରି କାଜୁ କତଲୀ ବନାଇବାର ପ୍ରସ୍ତୁତି

-ସର୍ବପ୍ରଥମେ ଏକ କଡାରେ ପାଣି, ସୁଗାର ଫ୍ରି ଏବଂ କେସର ପକାନ୍ତୁ।

-ପାଣିକୁ ସେତେ ପଯ୍ୟର୍ନ୍ତ ଚଲାନ୍ତୁ ଯେତେ ପଯ୍ୟର୍ନ୍ତ ସୁଗାର ଫ୍ରି ଭଲଭାବେ ଘୋଳ ପ୍ରସ୍ତୁତ ନ ହୋଇଛି। ଏବେ ଏଥିରେ ଇଲାଇଚି ପାଉଡର ପକାନ୍ତୁ।

-ଯେତେବେଳେ ଏହି ମିଶ୍ରଣ ଗାଢ଼ା ହେବାକୁ ଲାଗିବ ତେବେ ସେଥିରେ ଅଳ୍ପ ଅଳ୍ପ କରି କାଜୁ ପକାନ୍ତୁ। ଧ୍ୟାନ ରଖନ୍ତୁ ଯେତେବେଳେ ପେଶା ହୋଇଥିବା କାଜୁ ପକାଇ ଲଗାତର ଚଲାନ୍ତୁ। ଏହାକୁ ଧୀର ଆଞ୍ଚରେ ଚଲାନ୍ତୁ।

-ଆପଣଙ୍କ ମିଶ୍ରଣ ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ।

-ମିଶ୍ରଣ ଥଣ୍ଡା ହୋଇଗଲା ପରେ ଗୋଟିଏ ଥାଳିରେ ହାତରେ ଘିଅ ଲଗାନ୍ତୁ ଏବଂ ମିଶ୍ରଣକୁ ଚାରି ଆଡକୁ ମେଲାଇ ଦିଅନ୍ତୁ।

-ଯେତେବେଳେ ଏହା ଭଲଭାବେ ଜମା ହୋଇଯିବ ତେବେ ଛୁରୀ ସାହାଯ୍ୟରେ କାଜୁ କତଲୀକୁ କାଟି ଦିଅନ୍ତୁ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

32 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

34 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

40 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

49 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

49 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago