ଲାଇଫ୍ ଷ୍ଟାଇଲ୍

ପିଲାମାନଙ୍କୁ ମଜା ଆସିଯିବ, ଖୁବ ସହଜରେ ଘରେ ବନାନ୍ତୁ “ଗାଜର କେକ୍”

ଆପଣ ତ ନିଶ୍ଚିତ ଭାବେ ବିଭିନ୍ନ ପ୍ରକାରର କେକ ଖାଇଥିବେ । ଆଜିକା ସମୟରେ ବଜାରରେ ବି ବିଭିନ୍ନ ଟେଷ୍ଟର କେକ ଉପଲବ୍ଧ ହେଲାଣି । ଯେତେବେଳେ ଯିଏ ଚାହିଁବ ସହଜରେ ଆଣି ତାକୁ ଖାଇପାରିବେ । କିନ୍ତୁ ସବୁବେଳେ ବଜାରର କେକ ଖାଇବା ବଦଳରେ ଘରେ କେକ ପ୍ରସ୍ତୁତ କରି ଖାଇବାର ମଜା ନେବା ଉଚିତ । ଏହା ସହ ଅନ୍ୟମାନଙ୍କୁ ବି ଚଖେଇବା ଉଚିତ । ଆଜି ପ୍ରସ୍ତୁତ କରିବା  ସୁସ୍ୱାଦୁ ଗାଜର କେକର ରେସିପି ।

ଆବଶ୍ୟକ ସାମଗ୍ରୀ : ମଇଦା, ବେକିଂ ପାଉଡର, ବେକିଂ ସୋଡା, ଗୁଜୁରାତି, ଜାଇଫଳ ପାଉଡର, ଗାଜର କୋରା, ଭଜା ହୋଇଥିବା ଡ୍ରାଏ ଫ୍ରୁଟ୍‌, ନଡିଆ କୋରା, କିସମିସ୍‌, ଚିନି, ତେଲ, ଅଣ୍ଡା, କ୍ରିମ, କ୍ରିମ ଚିଜ୍‌, ବଟର, ଭାନିଲା ଏସେନ୍ସ ।

ପ୍ରସ୍ତୁତି ପ୍ରଣାଳୀ:

– ପ୍ରଥମେ ଓଭାନକୁ 325 ଡିଗ୍ରୀ ତାପମାତ୍ରାରେ ଗରମ କରନ୍ତୁ । ଏହା ପରେ କିଛି ମଇଦା ଛିଞ୍ଚି ଦିଅନ୍ତୁ ।

– ଏବେ ଏକ ମାଧ୍ୟମ ଅକାରର ପାତ୍ରରେ ମଇଦା, ବେକିଙ୍ଗ ପାଉଡର, ବେକିଙ୍ଗ ସୋଡା଼, ଗୁଜୁରାତି ଗୁଣ୍ଡ, ନାଟମେଗ ସମେତ ସି ସଲଟ ଆଦିକୁ ମିଶାଇ ଦିଅନ୍ତୁ | ଏବେ ଆଉ ଏକ ବାଉଲରେ ଗାଜର, ୱାଲନଟ, ନଡ଼ିଆ ଓ କିସମିସ ଆଦିକୁ ମିଶାଇ ଦିଅନ୍ତୁ ।

– ଏବେ ଆଉ ଏକ ପାତ୍ରରେ ଗାଜର, ୱାଲନଟ, ନଡ଼ିଆ, କିସମିସ ଆଦିକୁ ଚିପୁଡ଼ି ଦିଅନ୍ତୁ ।

– ଆଉ ଏକ ପାତ୍ରରେ ଇଲେକ୍ଟ୍ରିକ ବିଟର ବ୍ୟବହାର କରି ଚିନି ଓ ତେଲ ଆଦିକୁ ମିଶାଇ ଦିଅନ୍ତୁ ।

– ସେଥିରେ ଅଣ୍ଡା ମିଶାନ୍ତୁ ନରମ ହେବା ଯାଏଁ ଛାଡି ଦିଅନ୍ତୁ । ସେଥିରେ ମଇଦା ମିଶାନ୍ତୁ ଭଲ ଭାବରେ ମିଶିବା ଯାଏଁ ଘାଟନ୍ତୁ ।

– ଏବେ ପ୍ରସ୍ତୁତ ହୋଇଥିବା ବାଟର ଦୁଇଟି ପାତ୍ରରେ ଭାଗ କରି ଦିଅନ୍ତୁ । ନିଜ ଓଭାନରେ 30 ରୁ 40 ମିନିଟ ଧରି ସେକି ଦିଅନ୍ତୁ । ମଝିରେ ମଝିରେ ଚେକ କରି ଦିଅନ୍ତୁ ।

– ପ୍ୟାନରୁ ବାହାର କରି 5 ମିନିଟ ପାଇଁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଧୀରେ ଧୀରେ ବାହାର କରି ନିଜ ପସନ୍ଦ ଅନୁସାରେ କ୍ରିମ ଦେଇ ସଜାଇ ଦିଅନ୍ତୁ ।

Swagatika

Recent Posts

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

43 seconds ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

44 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

48 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

1 hour ago