ବିଷପାନ କରିଥିବା ବ୍ୟକ୍ତିଙ୍କୁ ଘରୋଇ ଉପାୟରେ କିପରି ବଞ୍ଚାଇପାରିବେ, ଜାଣି ରଖନ୍ତୁ କିଛି ଟିପ୍ସ

ମଣିଷ ମାନସିକ ସ୍ଥିତି ହରାଇ ବସିଲେ ଆତ୍ମହତ୍ୟା ପରି ପଥ ବାଛି ନେଇଥାଏ। କେହି କେହି ମାନସିକ ଭାରସାମ୍ୟ ହରାଇ ବିଷପାନ ଉଦ୍ୟମ କରିଥାନ୍ତି। ତେବେ ବିଷପାନ କରିଥିବା ଲୋକଙ୍କୁ ଡାକ୍ତରଖାନା ନେବା ତ ନିହାତି ଜରୁରୀ। ମାତ୍ର ଯେ ପର୍ଯ୍ୟନ୍ତ ରୋଗୀଟିଏ ଡାକ୍ତରଖାନାରେ ନ ପହଞ୍ଚିଛନ୍ତି ସେ ପର୍ଯ୍ୟନ୍ତ ଘରୋଇ ଉପଚାର ଜାରି ରଖିଲେ ହୁଏତ ଜୀବନ ବଞ୍ଚିଯାଇପାରିବ। ଜାଣନ୍ତୁ କ’ଣ କରିବେ…

ଲୁଣ : କେହି ବିଷ ପିଇଥିବା ଜାଣିଲେ ପ୍ରଥମେ ଗୋଟିଏ ଗ୍ଲାସ ପାଣିରେ ମୁଠାଏ ଲୁଣ ପକାଇ ରୋଗୀଙ୍କୁ ପିଆଇ ଦିଅନ୍ତୁ। ଫଳରେ ଓକାର ଆସି ବାନ୍ତି ହୋଇଯିବ। ଏଥିରେ ପେଟ ଭିତରେ ଯାହା ଥିବ ବାହାରି ଆସିବ। ରୋଗୀ ସାମାନ୍ୟ ଆଶ୍ୱସ୍ତ ଲାଭ କରିବ।

ସୋରିଷ : କଞ୍ଚା ସୋରିଷକୁ ବାଟି ଏହାର ପାଣି ବିଷ ପିଇଥିବା ରୋଗୀକୁ ପିଆଇଲେ ମଧ୍ୟ ବାନ୍ତି ହୋଇଥାଏ। ମୁଠାଏ ସୋରିଷକୁ ଭଲ ଭାବରେ ବାଟି ଦିଅନ୍ତୁ। ତାକୁ ପାଣିରେ ମିଶାଇ ରୋଗୀକୁ ପିଆନ୍ତୁ। ଏହା ଫଳରେ ପେଟ ସଫା ହେବାରେ ସହାୟକ ହୋଇଥାଏ। ଫଳରେ ଡାକ୍ତରଖାନାରେ ପହଞ୍ଚିବା ପରେ ଚିକିତ୍ସା ସହଜ ହୋଇଥାଏ।

ସର୍ଫ ପାଣି : ବିଷପାନ କରିଥିବା ରୋଗୀକୁ ଡାକ୍ତରଖାନା ନେବା ପୂର୍ବରୁ ସର୍ଫକୁ ପାଣିରେ ଗୋଳାଇ ପିଆଇ ଦେଲେ ବାନ୍ତି ହୋଇଯିବ। ଫଳରେ କିଛି ବିଷ ବାନ୍ତି ଆକାରରେ ବାହାରିଯିବ। ରୋଗୀକୁ ଆରାମ ଲାଗିବ। କିନ୍ତୁ ମନେ ରଖନ୍ତୁ ଘରୋଇ ଚିକିତ୍ସା କଲେ ମଧ୍ୟ ଡାକ୍ତରଖାନା ନେବାରେ ହେଳା କରିବେ ନାହିଁ।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

11 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

13 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

53 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago