ଲାଇଫ୍ ଷ୍ଟାଇଲ୍

ଘନ ଓ ମଜଭୁତ କେଶ ପାଇଁ ଆପଣାନ୍ତୁ ଏହି ସବୁ ଅଭ୍ୟାସ; ଭିଡ଼ ଭିତରେ ଆପଣ ଦିଶିବେ ହିରୋଇନ୍‌ ପରି…

ମଜଭୁତ ଏବଂ ଘନ କେଶ ପାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ। କିନ୍ତୁ ଆମ ଜୀବନଶୈଳୀ ଏତେ ବ୍ୟସ୍ତବହୁଳ ଥାଏ ଯେ ଆମେ ନିଜ କେଶ ପ୍ରତି ଅଧିକ ଧ୍ୟାନ ଦେଇପାରି ନ ଥାଉ, ଯାହାଫଳରେ ଆମ କେଶ ନଷ୍ଟ ହେବାକୁ ଲାଗିଥାଏ। ଆଉ ଏହି କାରଣରୁ ଆମକୁ ଲଜ୍ଜାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥାଏ। ତେବେ କିଛି ଅଭ୍ୟାସ ଆପଣାଇ ଆପଣ ନିଜ କେଶକୁ ସୁସ୍ଥ ରଖି ପାରିବେ। ଏହାଦ୍ୱାରା କେଶ କେବଳ ଘନ ହେବ ନାହିଁ, ବରଂ ଏହାର ମୂଳକୁ ମଧ୍ୟ ମଜବୁତ କରାଯାଇ ପାରିବ। ଆଜି ଆମେ କହିବୁ କିପରି ଆପଣ ନିଜ କେଶକୁ ମଜଭୁତ ଏବଂ ଘନ କରି ପାରିବେ।

ଉତ୍ତମ କେଶ ପାଇଁ ଏହି ଅଭ୍ୟାସ ପକାନ୍ତୁ

-ଯଦି ଆପଣ ନିଜ କେଶକୁ ନରମ ବା ମୁଲାୟମ କରିବାକୁ ଚାହୁଁଛନ୍ତି, ତ ଏମିତିରେ କଣ୍ଡିସନର ନିଶ୍ଚୟ ବ୍ୟବହାର କରନ୍ତୁ। କଣ୍ଡିସନର ସାହାଯ୍ୟରେ ଆପଣ କେଶକୁ ଦୃଢ଼ ରଖି ପାରିବେ। ଏହାଦ୍ୱାରା ଶୁଷ୍କ ତାଳୁ ସମସ୍ୟା ମଧ୍ୟ ଦୂର ହୋଇ ପାରିବ।

-ଭଲ ଡାଏଟ୍ ସାହାଯ୍ୟରେ ମଧ୍ୟ କେଶକୁ ମଜଭୁତ କରାଯାଇ ପାରିବ। ଆପଣ ଡାଏଟ୍‌ରେ ମାଛ, ଅଣ୍ଡା, ବିନ୍ସ, ମାଂସ ଆଦିକୁ ନିଶ୍ଚୟ ସାମିଲ କରନ୍ତୁ। ଏହା ବ୍ୟତୀତ ସବୁଜ ପନିପରିବା, ଆଭୋକାଡୋ ଆଦି ବି କେଶ ପାଇଁ ବହୁତ ଉପଯୋଗୀ ହୋଇଥାଏ।

-ମେଡିଟେସନ ଦ୍ୱାରା ବି କେଶକୁ ଆକର୍ଷଣୀୟ ତଥା ମଜଭୁତ କରାଯାଇ ପାରିବ। କାହିଁକି ନା, ଧ୍ୟାନ ମାଧ୍ୟମରେ ଜଣେ ବ୍ୟକ୍ତି ଚାପରୁ ଦୂରେଇ ରହିଥାଏ। ଚାପ ଦୂର ହେବା ଦ୍ୱାରା ବ୍ୟକ୍ତିର ତ୍ୱଚା ଏବଂ କେଶ ଉଭୟ ଚମକଦାର ନଜର ଆସିଥାଏ।

-ପର୍ଯ୍ୟାପ୍ତ ନିଦ ନେବା ଦ୍ୱାରା କେଶକୁ ସୁସ୍ଥ ରଖାଯାଇ ପାରିବ। ଭରପୂର ନିଦ ନେଲେ ଜଣେ ବ୍ୟକ୍ତି ଚାପମୁକ୍ତ ରହିଥାଏ ଏବଂ ଚାପରୁ ଦୂରେଇ ରହିଲେ ଜଣେ ବ୍ୟକ୍ତି କେଶ ସମସ୍ୟାକୁ ଦୂର କରି ପାରିବ।

-ଗୁଜୁରାତି ପାଣି ମଧ୍ୟ କେଶ ସମସ୍ୟାକୁ ଦୂର କରି ପାରିବ। ଏମିତିରେ ଆପଣ ନିଜ ଡାଏଟ୍‌ରେ ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ ଲେମ୍ବୁ ଏବଂ ଗୁଜୁରାତି ପକାଇ ପିଅନ୍ତୁ। ଏହା କରିବା ଦ୍ୱାରା ପେଟରେ ସୃଷ୍ଟି ହୋଇଥିବା ହେଲ୍‌ଦି ବ୍ୟାକ୍ଟେରିଆ ତ୍ୱଚା ଏବଂ କେଶ ପାଇଁ ଭଲ ହୋଇପାରେ।

Roshni

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

9 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

24 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

34 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

43 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

58 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago