ଲାଇଫ୍ ଷ୍ଟାଇଲ୍

ଯଦି ହେବାକୁ ଯାଉଛି ଆପଣଙ୍କ ବିବାହ, ତ ଭଲ ସ୍ୱାସ୍ଥ୍ୟ ପାଇଁ ନିଶ୍ଚିତ ଧ୍ୟାନରେ ରଖନ୍ତୁ ଏହି ୫ଟି ଟିପ୍ସ

ବର୍ତ୍ତମାନ ବିବାହ ଋତୁ ଚାଲିଛି, ଯାହାକି କୌଣସି ବି ବ୍ୟକ୍ତି ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଦିନ ହୋଇଥାଏ। କିନ୍ତୁ ଟିକିଏ ଭାବନ୍ତୁ ତ, ଯଦି ଆପଣ ଆପଣଙ୍କ ବିବାହ ଦିନ ଅସୁସ୍ଥ ହୋଇପଡ଼ିବେ, ତା’ହେଲେ କ’ଣ ହେବ? ଏହା ଭାବିଲେ ଆମେ ଚିନ୍ତିତ ହୋଇପଡ଼ିଥାଉ। ହେଲେ ବାସ୍ତବରେ, ବିବାହରେ ଏତେ ରୀତିନୀତି ଥାଏ କି, ଥକ୍କାପଣ ଆସିଯାଇଥାଏ। ତେଣୁ ଏଭଳି ସ୍ଥିତିରେ ନିଜ ସ୍ୱାସ୍ଥ୍ୟର ଯତ୍ନ ଭଲ ଭାବେ ନେବା ଉଚିତ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବିଷୟରେ କହିବୁ, ଯାହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ।

୧. ଯେତେ ହୋଇପାରିବ ନିଜକୁ ଆକ୍ଟିଭ ରଖନ୍ତୁ। ଅଧିକ ବ୍ୟାୟାମ କରନ୍ତୁ।

୨. ଦିନକୁ ଅତି ବେଶିରେ ୮ରୁ ୧୦ ଗ୍ଲାସ୍‌ ପାଣି ପିଅନ୍ତୁ।

୩. ଯେତେ ହୋଇପାରିବେ ସତେଜ ଖାଦ୍ୟ ଖାଆନ୍ତୁ। ବାସି ଖାଇବାଠୁ ଦୂରେଇ ରୁହନ୍ତୁ। କାରଣ, ଏହା ଆପଣଙ୍କ ତ୍ୱଚା ଉପରେ ଖରାପ ପ୍ରଭାବ ପକାଇପାରେ।

୪. ଯଦି ଆପଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି, ତା’ହେଲେ ଆଜିଠୁ ମିଠା ଜିନିଷଠାରୁ ଦୂରେଇ ରୁହନ୍ତୁ। ଚିନି ଜାଗାରେ ଆପଣ ମହୁ, ଅର୍ଗାନିକ୍‌ ଗୁଡ଼, ନଡ଼ିଆ ପାଣି, ଖଜୁରୀ ଆଦି ଖାଇପାରିବେ।

୫. ନିଜ ଖାଦ୍ୟପେୟରେ ଭିଟାମିନ୍‌-ସି ଯୁକ୍ତ ଜିନିଷ ସାମିଲ କରନ୍ତୁ।

Roshni

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

4 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago