କେଶ ବିଷୟରେ ଏହି ଅଜଣା କଥା ଯାହାକୁ ପୂର୍ବରୁ ଜାଣିନଥିବେ ଆପଣ, ବଦଳିଥାଏ ପ୍ରତି ଛଅ ମାସରେ

କଣ ଆପଣଙ୍କୁ ଜଣାଅଛି ପ୍ରତି ଛଅ ମାସରେ ବଦଳିଯାଇଥାଏ ଆପଣଙ୍କ କେଶ। କେଶର ନିର୍ମାଣରେ ମୁଖ୍ୟ ଭୂମିକା ନେଇଥାଏ ହର୍ମୋନ। ମୁଣ୍ଡରେ କେଶ ବା ବାଳ ପ୍ରତି ଛଅ ମାସରେ ଦେଢ଼ ଇଞ୍ଚ ବଢ଼ିଥାଏ। ଏହାର ଆୟୁଷ ଦୁଇ ରୁ ଆଠ ବର୍ଷ ପର୍ଯ୍ୟନ୍ତ ରହିଥାଏ। ଏହାପରେ ପୁଣିଥରେ ନୂଆ କେଶ ଆସିଥାଏ।

ବୈଜ୍ଞାନିକମାନେ କହିଛନ୍ତି ଯେ କେଶର ନିର୍ମାଣ ପାଇଁ ଅନେକ କାରକ ଦାୟୀ ଅଟନ୍ତି। ଯେପରିକି କେଶର ୯୫ ପ୍ରତିଶତ ଅଂଶ କ୍ୟାରୋଟିନ୍‌ ନାମକ ପ୍ରୋଟୀନ ଦ୍ୱାରା ତିଆରି ହୋଇଥାଏ। କ୍ୟାରୋଟୀନ ଏକ ଏମିତି ହର୍ମୋନ ଯାହା ୧୮ ପ୍ରକାର ଆମିନୋ ଏସିଡ୍‌ ଦ୍ୱାରା ତିଆରି ହୋଇଥାଏ। କେଶରେ କାର୍ବନ, ଅକ୍ସିଜେନ, ନାଇଟ୍ରୋଜେନ, ହାଇଡ୍ରୋଜେନ ଏବଂ ସଲଫର ରହିଥାଏ। ସେହିପରି ମୁଣ୍ଡର ଭିତର ପାଖ ଅଂଶକୁ ହେୟାର ଫଲିକଲ କୁହନ୍ତି ଏବଂ ଉପର ଭାଗ ଅଂଶକୁ ହେୟାର ଶଫ୍ଟ କୁହାଯାଏ। ହେୟାର ଫଲିକଲ ତିଆରି ହେବାରେ ୨୨ ସପ୍ତାହ ସମୟ ନେଇଥାଏ।

ଶରୀରରେ ପ୍ରାୟ୫ ମିଲିୟନ (୫୦ ଲକ୍ଷ) ହେୟାର ଫଲିକଲ ରହିଥାଏ। ମୁଣ୍ଡରେ ମୋଟ ଦଶ ଲକ୍ଷ ଫଲିକଲ ରହିଥାଏ। ଯେମିତି ଯେମିତି ଆମେ ବଡ ହୁଅନ୍ତି ଆମ ମୁଣ୍ଡର ବାଳ ମଧ୍ୟ ଘନତ୍ୱ ହେବା କମ୍‌ କରିଥାଏ। ଏହାର କାରଣ ହେଉଛି ଆମ ବୟସ ବଢ଼ିବା ସହିତ ମୁଣ୍ଡର ଆକାର ମଧ୍ୟ ବଢ଼ୁଛି। କେଶ ରଖିବା ଦ୍ୱାରା ଆମର ମନୋବଳ ବଢ଼ିଥାଏ ଏବଂ ଦ୍ରୁଢ଼ତା ଆସିଥାଏ। ଏହି ଦ୍ରୁଢ଼ତା କାରଣରୁ ସାଧୁବାବା ବା ସାଧକ ନିଜର କାଯ୍ୟର୍କ୍ରମକୁ ଦ୍ରୁଢ଼ କରି ନିଜ କାମକୁ ପୂରା କରିବାରେ ସକ୍ଷମ ହୋଇଥାନ୍ତି। କେଶ ମଧ୍ୟ ଲୋକଙ୍କର ସ୍ୱାଭିମାନକୁ ଯୋଡି ରଖିଥାଏ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago