ଲାଇଫ୍ ଷ୍ଟାଇଲ୍

ଥଣ୍ଡା ୠତୁ ରେ ଜରୁର ଖାଆନ୍ତୁ ଏହି ୩ ଜିନିଷ, ହେବ ନାହିଁ ଗଣ୍ଠି ଦରଜ

ବୟସ ବଢିବା ସଂଗେ ସଂଗେ ଗଣ୍ଠି ଦରଜ ସମସ୍ୟା ଦେଖା ଦେଇଥାଏ | ଗଣ୍ଠି ସମସ୍ୟା ଥିବା ରୋଗୀଙ୍କ ଅସୁବିଧା ଅଧିକ ଯାଇଥାଏ | ଥଣ୍ଡା ଯୋଗୁ ହାଡ ଓ ଗଣ୍ଠି ଦରଜ ବଢି ଯାଇଥାଏ | ବାସ୍ତବରେ ହାଡ ଜଏଣ୍ଟ ରେ ୟୁରିକ ଏସିଡ ବଢିବା ଯୋଗୁ ଜଏ ଣ୍ଟ ପେନ ବଢିଥାଏ | ଭାରତରେ ପ୍ରତି ୫ ଜଣରେ ଜଣେ ଗଣ୍ଠି ଦରଜରେ ପୀଡିତ | ପୂର୍ବରୁ ବୟସ୍କଙ୍କ ଠାରେ ଏହି ରୋଗ ଦେଖା ଯାଉଥିଲା | ଏବେ କମ ବୟସ୍କ ଙ୍କ ଠାରେ ଏହି ରୋଗ ଦେଖା ଯାଉଛି | ଏହି ରୋଗକୁ ଘେରେଇ ଉପାୟ ଦ୍ୱାରା ଭଲ ଯାଇପାରୁଛି | ଆସନ୍ତୁ ଜାଣିବା ଥଣ୍ଡା ଦିନେ ଏହି ରୋଗୀ କେଉଁ ଜିନିଷ ଖାଇବା ଦରକାର |

1. ରସୁଣ

ଥଣ୍ଡା ଦିନେ ଖାଦ୍ୟରେ ରସୁଣ ଜରୁର ସାମିଲ କରନ୍ତୁ | ରସୁଣରେ ସଲଫର ଓ ଆଣ୍ଟି ଅକ୍ସଇଦାଂତ ଥାଏ | ଯାହା ଦ୍ୱାରା କର୍ଟିଲେଟ ଠିକ ରହିଥାଏ | ଯିଏ ସକାଳେ ଖାଲି ପେଟରେ 2/3 ପାଖୁଡା ରସୁଣ ଖାଆନ୍ତି | ଗଣ୍ଠି ରୋଗରେ ତାଙ୍କୁ ବହୁତ ଆରାମ ମିଳିଥାଏ |

2.ମେଥି

ଗଣ୍ଠି ଦରଜ ପାଇଁ ମେଥି ସେବନ ଜରୁର ଦରକାର | ମେଥିର ଆଣ୍ଟି ଅକ୍ସଇଦାଂତ ଓ ଅନ ସାଟୁରେଟେଡ଼ ଫ୍ୟାଟି ଏସିଡ ଭରପୁର ଥାଏ | 2 ଚାମଚ ମେଥି ପାଣିରେ ଫୁଟାଇ ପିଇଲେ ଗଣ୍ଠି ରୋଗରେ ତାଙ୍କୁ ବହୁତ ଆରାମ ମିଳିଥାଏ |

3. ଧଣିଆ

ଧଣିଆ ରେ ଭରପୁର ଆଣ୍ଟି ଅକ୍ସଇଦାଂତ ଥାଏ | ଯାହା ଗଣ୍ଠି ଦରଜରେ ଆରାମ ମିଳିଥାଏ | ପ୍ରତିଦିନ ଧଣିଆ କୁ ଭିଜେଇ ପାଣି ପିଇବା ଦରକାର | ଏହାକୁ ପିଇଲେ ଗଣ୍ଠି ରୋଗରେ ତାଙ୍କୁ ବହୁତ ଆରାମ ମିଳିଥାଏ |

ଗଣ୍ଠି ଦରଜ ରୋଗରେ ଉପଯୁକ୍ତ ଖାଦ୍ୟ

1.  ଖାଦ୍ୟ ରେ ଅଧିକ ସବୁଜ ପରିବା ସାମିଲ କରନ୍ତୁ |

2. ଖଟା ଓ ସିଜିନାଲ ଫଳ ଖାଇଲେ ଆରାମ ମିଳିଥାଏ |

3. ଦୁଧ ଓ ଦହି ସେବନ କରନ୍ତୁ |

4.  ଚୋକଡ ଥିବା ଅଟା ରେ ରୁଟି ଖାଆନ୍ତୁ |

5.  ଗଜା ମୁଗ ଓ ଚଣା ଖାଆନ୍ତୁ |

Niharanjan

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

6 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

8 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

9 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

9 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

9 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

11 hours ago