ରାଶି ଅନୁସାରେ ନିଜ ପାଖରେ ରଖନ୍ତୁ ଏହି ଜିନିଷ, କେବେବି ହେବନାହିଁ ଟଙ୍କାର ଅଭାବ

ମେଷ : ଏହି ରାଶିର ଜାତକ ଥିବା ବ୍ୟକ୍ତି ନିଜ ପାଖରେ ତମ୍ବାର ସୂର୍ଯ୍ୟ ରଖିବା ଉଚିତ।
ବୃଷ : ବୃଷ ରାଶିର ଜାତକ ନିଜ ପାଖରେ ଧଳା ରଙ୍ଗର ଶଙ୍ଖ ରଖନ୍ତୁ।
ମିଥୁନ : ମିଥୁନ ରାଶିର ଜାତକ ସବୁଜ ରଙ୍ଗର ଗଣେଶଙ୍କର ମୂର୍ତ୍ତି ନିଜ ପାଖରେ ରଖିବା ଉଚିତ।
କର୍କଟ : ଏହି ରାଶିର ବ୍ୟକ୍ତି ଧଳା ରଙ୍ଗର କ୍ରିଷ୍ଟାଲ ବଲ୍‌ ନିଜ ପାଖରେ ରଖନ୍ତୁ।
ସିଂହ : ସିଂହ ରାଶିର ବ୍ୟକ୍ତି ଲାଲ କପଡାରେ ତମ୍ବାର ମୁଦ୍ରା ନିଜ ପାଖରେ ବାନ୍ଧିକି ରଖନ୍ତୁ। ଦେଖିବେ ନିଶ୍ଚିତ ଲାଭ ମିଳିବ।
କନ୍ୟା : କନ୍ୟା ରାଶିର ଜାତକର ବ୍ୟକ୍ତି କଂସା ମୂର୍ତ୍ତି ନିଜ ପାଖରେ ରଖନ୍ତୁ। ଏହା ଶୁଭ ଭଳ ପ୍ରାପ୍ତି କରିବ।
ତୁଳା : ତୁଳା ରାଶିର ବ୍ୟକ୍ତି ଶ୍ରୀଯତ୍ନ ନିଜ ପାଖରେ ରଖନ୍ତୁ।
ବିଛା : ଏହି ରାଶର ଜାତକ ଥିବା ବ୍ୟକ୍ତି ଛୋଟ ନଚେତ ବଡ ତମ୍ବା ଲୋଟା କିମ୍ବା କଳଶକୁ ନିଜ ପାଖରେ ରଖିବା ଉଚିତ।
ଧନୁ : ଧନୁ ରାଶିର ଜାତକ ଥିବା ବ୍ୟକ୍ତି ପିତ୍ତଳ ମୁଦ୍ରା ନିଜ ପାଖରେ ରଖନ୍ତୁ। ଏହି ମୁଦ୍ରାର ସଂଖ୍ୟା ଆପଣ ଗୋଟିଏ ବା ଦୁଇଟି ବି କରିପାରିବେ।
ମକର : ମକର ରାଶିର ବ୍ୟକ୍ତି ନିଜ ପାଖରେ ଘୋଡା ନାଲ ରଖିବା ଶୁଭ ହୋଇଥାଏ।
କୁମ୍ଭ : କୁମ୍ଭ ରାଶିର ବ୍ୟକ୍ତି ସୁଗନ୍ଧିତ ଧୂପବତୀ କିମ୍ବା କାଠିରେ ପ୍ରସ୍ତୁତ ଅଗରବତୀ ନିଜ ପାଖରେ ରଖିବା ଉଚିତ।
ମୀନ : ମୀନ ରାଶିର ଜାତକ ଥିବା ବ୍ୟକ୍ତି କାଚ ପାତ୍ରରେ ଅଳ୍ପ ଗଙ୍ଗା ଜଳ ଭରି ନିଜ ପାଖରେ ରଖନ୍ତୁ।

ଏହାକୁ କରନ୍ତୁ ପାଳନ

  • ଏହି ବସ୍ତୁକୁ ନିଜ କାର୍ଯ୍ୟସ୍ଥଳ କିମ୍ବା ପୂଜା ସ୍ଥାନରେ ରଖିବା ଉଚିତ।
  • ଏହି ବସ୍ତୁର ପ୍ରୟୋଗ ପୂର୍ବରୁ ଏହାକୁ ଗଙ୍ଗାଜଳରେ ଶୁଦ୍ଧ ନିଶ୍ଚୟ କରିନିଅନ୍ତୁ।
  • ଏହାର ସଫା ସୁତୁରା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଯେପରି ଏହା ଉପରେ ଧୂଳି ମଇଳା ନଜମେ।
  • ଏହି ବସ୍ତୁ ରଖିଥିବା ସ୍ଥାନକୁ ବାରମ୍ବାର ବଦଳାନ୍ତୁ ନାହିଁ।
  • ଭାଗ୍ୟ ବଢ଼ାଉଥିବା ଏହି ଜିନିଷକୁ ଏକ ରୁ ଦୁଇ ବର୍ଷ ନିଜ ପାଖରେ ରଖନ୍ତୁ, ଏହାପରେ ବଦଳାଇ ଦିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.