ଲାଇଫ୍ ଷ୍ଟାଇଲ୍

ଇଣ୍ଡକସନରେ ଖାଦ୍ୟ ବନାଇବା ପୂର୍ବରୁ ଏହି କଥାକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ, ଯମା ବି ହେବନି ଖରାପ

ଅଧିକାଂଶ ଲୋକ ଏବେ ଇଣ୍ଡକସନ ବ୍ୟବହାର କରୁଛନ୍ତି। ଏହାସାହାଯ୍ୟରେ ଖାଦ୍ୟ ବନାଇବା ବହୁତ ସହଜ ହେବା ସହିତ ଆରାମଦାୟକ ମଧ୍ୟ। ଇଣ୍ଡକସନରେ ଫ୍ଲେମଲେସ୍‌ କୁକିଙ୍ଗ୍‌ ହୋଇଥାଏ। ଏମିତିରେ ଗ୍ୟାସ୍‌ ଏବଂ ହିଟର ତୁଳନାରେ ଏହା ଅଧିକ ନିରାପଦ ହୋଇଥାଏ। ଗରମ ଦିନରେ ଏହାର ଅନେକ ଗୁଣା ଫାଇଦା ରହିଛି କାହିଁକିନା ଆପଣ ପଙ୍ଖା ଅନ୍‌ କରି ମଧ୍ୟ ଖାଦ୍ୟ ରାନ୍ଧି ପାରିବେ। ଏହା ଅନ୍ୟ ଇଲେକଟ୍ରିକ୍‌ ଜିନିଷ ଭଳି ହୋଇଥାଏ। ଯଦି ଠିକ୍‌ ଭାବେ ହିଁ ହୋଇଥାଏ। ଯଦି ଠିକ୍‌ ଭାବେ ଏହାର ବ୍ୟବହାର ନ କରିବେ ତାହେଲେ ଜଲଦି ଖରାପ ହୋଇଯିବ। ତାହେଲେ ଆସନ୍ତୁ ଜାଣିବା ଇଣ୍ଡକସନରେ କୁକିଙ୍ଗ୍‌ କରିବା ସମୟରେ କେଉଁ କେଉଁ କଥା ଉପରେ ଧ୍ୟାନ ରଖିବା ଉଚିତ।

ବାସନ

ଇଣ୍ଡକସନ୍‌ ଅନୁସାରେ ବାସନ୍‌ ବାଛିବା ଜରୁରୀ। ମହିଳାମାନେ ଅନେକ ଥର ପୁରୁଣା ରଖିଥିବା ଆଲୁମିନିୟମ୍‌ କିମ୍ବା ଅନ୍ୟ ଏମିତି ଜିନିଷର ବ୍ୟବହାର କରିଦିଅନ୍ତି, କିନ୍ତୁ ଇଣ୍ଡକସନ୍‌ କୁକଟପ୍‌ ପାଇଁ ଏହି ବାସନ ନୁହେଁ। ପ୍ରଥମରେ ଏହି ବାସନରେ କୌଣସି ଫରକ ପଡେନି କିନ୍ତୁ ପରେ ଏହା ବହୁତ ଜଲଦି ଖରାପ ହୋଇଯାଇଥାଏ।

ପ୍ରତିଦିନ କରନ୍ତୁ ସଫା ସୁତୁରା

ଯଦି ଆପଣ ଇଣ୍ଡକସନ୍‌ ଖରାପ ହେବା ଭୟରେ ସଫା କରୁନାହାଁନ୍ତି ତାହେଲେ ଆପଣ ଭୁଲ କରୁଛନ୍ତି। ଯେଉଁଭଳି ଭାବେ ଗାସ ଚୁଲାକୁ ସଫା କରାଯାଏ ଠିକ ସେହିଭଳି ଇଣ୍ଡକସନକୁ ସଫା ରଖିବା ଜରୁରୀ। ଯଦି ଆପଣ ପ୍ରତିଦିନ ଏହାକୁ କପଡାରେ ସଫା କରୁଛନ୍ତି ତାହେଲେ ଏହାକୁ ସଫା କରିବା ପାଇଁ କୌଣସି କ୍ଲିଞ୍ଜରର ଆବଶ୍ୟକ ପଡିବନାହିଁ। ପ୍ରତିଦି ଏହାକୁ ଓଦା କପୁଡାରେ ସଫା କରନ୍ତୁ।

ବ୍ଲୋଅର କ୍ଲିନିଙ୍ଗ

ଇଣ୍ଡକସନ୍‌ ପଛରେ ଏକ ବ୍ଲୋଅର ରହିଥାଏ। ଯାହାକୁ ପ୍ରତିଦିନ ସଫା କରିବା ଉଚିତ। ଏଥିପାଇଁ ଆପଣ ପୁରୁଣା ଟୁଥବ୍ରସର ସାହାରା ନେଇପାରିବେ। ଏହାକୁ ଡ୍ରାଏ କ୍ଲିନ୍‌ କରିବା ଉଚିତ। କେବଳ ସୁଖିଲା ବ୍ରସରେ ଏହାକୁ ରଗଡନ୍ତୁ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago