ଲାଇଫ୍ ଷ୍ଟାଇଲ୍

ପୁରୁଷମାନଙ୍କ ପାଇଁ ବହୁତ ଲାଭକାରୀ ଗୋଟିଏ ମୁଠା ମଖାନା, ଜାଣନ୍ତୁ ଏବଂ ଏହାର ଫାଇଦା ଉଠାନ୍ତୁ

ମକା ଏଭଳି ଏକ ଖାଦ୍ଯ, ଯାହାକୁ ଆପଣ ଯେକୌଣସି ସମୟରେ କେଉଁଠାରେ ବି ଖାଇପାରିବେ। ଏହା ଖାଇବାକୁ ଖୁବ୍ ଟେଷ୍ଟି ଲାଗିଥାଏ। ଏଥିସହ ଏହା ସ୍ବାସ୍ଥ୍ଯ ପାଇଁ ମଧ୍ଯ ଲାଭକାରୀ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ପୁରୁଷମାନଙ୍କ ପାଇଁ ମଖାନା ବିଶେଷ ସ୍ତରରେ ଲାଭକାରୀ ହୋଇଥାଏ। ଆଜ୍ଞା ହଁ ମଖାନା ଖାଇବା ଦ୍ବାରା ସାମାନ୍ଯ ସମସ୍ଯା ଦୂର ହେବା ସହ ପୁରୁଷଙ୍କର ମଧ୍ଯ କିଛି ବ୍ଯକ୍ତିଗତ ସମସ୍ଯା ଦୂର କରିବାରେ ଅନେକ ଲାଭକାରୀ ହୋଇଥାଏ। ଏହିସବୁ ଫାଇଦା ବିଷୟରେ ଜାଣିବା ପରେ ଆପଣମାନେ ମଧ୍ଯ ପ୍ରତ୍ଯେକ ଦିନ ଏକ ମୁଠା ମଖାନା ଖାଇବା ଆରମ୍ଭ କରିବେ।

-ଯେଉଁ ବ୍ଯକ୍ତିମାନେ ଓଜନ ବଢାଇ ବଡି ବନାଇବାକୁ ଚାହିଁଥାନ୍ତି ସେହି ବ୍ଯକ୍ତିମାନଙ୍କ ପାଇଁ ପ୍ରତ୍ଯେକ ଦିନ ଗୋଟିଏ ମୁଠା ମଖାନା ଖାଇବା ଲାଭକାରୀ ହୋଇଥାଏ। ଆପଣ ସର୍ବଦା ଗୋଟିଏ ମୁଠା ମଖାନା ସ୍ନାକ ଆକାରରେ ଖାଇପାରିବେ। ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟ୍ ରହିଥାଏ, ଯାହା ମସଲ୍ସ ମନାଇବାରେ ସାହାଯ୍ଯ କରିଥାଏ। ଏହିକାରଣରୁ ଯେଉଁ ଲୋକମାନଙ୍କ ଶରୀର ଦୁର୍ବଳ ହୋଇଥାଏ କିମ୍ବା ଶରୀରରେ ମାଂସ କମ ଥାଏ ତେବେ ସେହି ବ୍ଯକ୍ତିମାନେ ପ୍ରତ୍ଯେକ ଦିନ ମଖାନା ଖାଇବା ଉଚିତ।

-ମଖାନା ଖାଇବା ଦ୍ବାରା ପୁରୁଷଙ୍କ ଶରୀରରେ ଟେଷ୍ଟେଷ୍ଟୋରେନ ହର୍ମୋନର ଉତ୍ପାଦନ ବଢିଥାଏ। ଏହାକୁ ପୁରୁଷତ୍ବ ହର୍ମୋନ କୁହାଯାଇଥାଏ। କାରଣ ପୁରୁଷମାନଙ୍କ ଶରୀରରେ ଦେଖାଯାଉଥିବା ସମସ୍ତ ଶାରୀରିକ ପରିବର୍ତ୍ତନରେ ଏହି ହର୍ମୋନ ବଡ ଭୂମିକା ରହିଥାଏ। ଏହାର ଅଭାବରେ ପୁରୁଷମାନଙ୍କୁ ଅନେକ ସମସ୍ଯାର ସାମ୍ନା କରିବାକୁ ପଡିଥାଏ। ଏହିକାରଣରୁ ପ୍ରତ୍ଯେକ ଦିନ ୧ ମୁଠା ମଖାନା ଖାଇବା ଦ୍ବାରା ପୁରୁଷମାନଙ୍କର ଅନେକ ପ୍ରାଇଭେଟ ସମସ୍ଯା ଦୂର ହୋଇଥାଏ।

-ଅଧିକାଂଶ ପୁରୁଷମାନଙ୍କ ପାଖରେ ଇନଫର୍ଟିଲିଟିର ସମସ୍ଯା ଦେଖାଯାଇଥାଏ। ଏହାର କାରଣରୁ ଅନେକ ପୁରୁଷମାନେ ବୈବାହିକ ଜୀବନରେ ପିତା ହେବାରୁ ବଞ୍ଚିତ ହୋଇଥାନ୍ତି। ଏଥିପାଇଁ ପ୍ରତ୍ଯେକ ଦିନ ମଖାନା ଖାଇବା ଲାଭକାରୀ ହୋଇଥାଏ।

-ନପୁଂସକତା ଏଭଳି ଏକ ସମସ୍ଯା, ଯାହା ୪୦ ବର୍ଷ ପରେ ଦୁନିଆର ୪୦% ରୁ ଅଧିକ ପୁରୁଷଙ୍କ ପାଖରେ ଦେଖାଯାଇଥାଏ। ଏହାର ଏକ ବଡ କାରଣ ହେଉଛି ପୁରୁଷଙ୍କ ଯୌନାଙ୍ଗକୁ ସଠିକ୍ ଭାବେ ରକ୍ତ ସଂଞ୍ଚାଳନ ହୋଇନଥାଏ। ଅନେକ ଥର ବ୍ଲଡ ପ୍ରେସର ଏବଂ ବ୍ଳଡ ସୁଗାର ପାଇଁ ମଧ୍ଯ ଏଭଳି ସମସ୍ଯାର ସାମ୍ନା କରିବାକୁ ପଡିଥାଏ। ଏହିସବୁ କାରଣରୁ ପ୍ରତ୍ଯେକ ଦିନ ମଖାନା ଖାଇବା ଦ୍ବାରା ଏହିସବୁ ସମସ୍ଯାର ଭୟ ଦୂର ହୋଇଥାଏ।

KNews Bureau

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

11 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

17 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

47 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

54 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago