ଲାଇଫ୍ ଷ୍ଟାଇଲ୍

କ’ଣ ଆପଣ ପ୍ରେମରେ ପଡିଯାଇନାହାନ୍ତି ତ? ଏହି ଇସାରାରେ ଜାଣନ୍ତୁ ମନର କଥା

ଅନେକଥର ଏଭଳି ହୋଇଥାଏ ଲୋକମାନେ କିଛି ଖାସ୍‌ ଲୋକଙ୍କ ପ୍ରତି ଇମୋସନ୍ସ ଫିଲ୍‌ କରିଥାନ୍ତି ଏବଂ ସେ ଜାଣିପାରି ନଥାନ୍ତି କାହିଁକି ତାଙ୍କୁ ଏଭଳି ଅନୁଭବ ହେଉଛି। ଏହି ଅନୁଭବକୁ ବୁଝିବାକୁ ଯଦି ଡେରି ହୋଇଯାଏ ଏବଂ ସେ ଯଦି ଆଉ କାହାକୁ ନିଜର ମନ ଦେଇସାରିଥାନ୍ତି ତେବେ ଆପଣ ଡେରି ନକରି ବହୁତ ଜଲଦି ନିଜ ମନର ମଣିଷ ଜାଣି ପାରନ୍ତୁ ଯେ ତୁମକୁ ଲଭ୍‌ ହୋଇସାରିଛି।

ଭଲପାଇବା ହେବାପରେ ସର୍ବଦା ତୁମ ନଜର ସେହି ବ୍ୟକ୍ତିଙ୍କୁ ଖୋଜିଥାଏ ଏବଂ ଯେତେବେଳେ ସେହି ବ୍ୟକ୍ତି ସାମ୍ନାକୁ ଆସିଥାନ୍ତି ସେତେବେଳେ ତାଙ୍କ ସାମ୍ନାରୁ ନଜର ହଟାଇବା କଷ୍ଟକର ହୋଇପଡେ। କଣ କେବେ ଆପଣଙ୍କ ମନରେ ଜଣେ ବ୍ୟକ୍ତିଙ୍କ ପ୍ରତି ଭାବନା ଆସୁଛି କି? କଣ ଆପଣ ପୁଣି ଥରେ ତାଙ୍କ ସହ ଦେଖାକରିବା ପାଇଁ ଏବଂ କଥା ହେବା ପାଇଁ ସୁଯୋଗ ଚିନ୍ତା କରୁଛନ୍ତି କି? ଯଦି ହଁ ତେବେ ଏହାର ଅର୍ଥ ଆପଣଙ୍କୁ ଲଭ୍‌ ହୋଇପାରିଥାଏ। ବିଜ୍ଞାନ ଅନୁଯାୟୀ ଲଭ୍‌ରେ ପଡିବା ଦ୍ୱାରା ଶରୀରରେ Phenylethylamine ନାମକ ଏକ କେମିକାଲ ରିଲିଜ୍‌ ହୋଇଥାଏ, ଯାହା ପାଗଳାମୀର କାରଣ ସାଜିଥାଏ।

ସାଧାରଣ ସାହାଯ୍ୟ ତ ସମସ୍ତେ ପରସ୍ପରଙ୍କୁ କରିଥାନ୍ତି କିନ୍ତୁ କେବେ ଯଦି ମାର୍କେଟିଂ ସମୟରେ ଘଣ୍ଟା ଘଣ୍ଟା ଧରି ସେହି ମଣିଷ ଆପଣଙ୍କ ସହ ବୁଲିଥାନ୍ତି ତେବେ ଏଭଳି କେବଳ ଭଲପାଇବା କ୍ଷେତ୍ରରେ ହିଁ ସୁନିଶ୍ଚିତ। ଭଲପାଇବା କ୍ଷେତ୍ରରେ ବ୍ୟକ୍ତିଙ୍କୁ ସର୍ବଦା ଲାଗିଥାଏ ସେ ତାଙ୍କ ସହିତ ଯେତେ ସମୟ ବିତାଇଲେ ମଧ୍ୟ କମ ଲାଗିଥାଏ। କେବଳ ଏତିକି ନୁହେଁ ପରସ୍ପର ଏକାଠି ସମୟ ବିତାଇବା ପାଇଁ ମଧ୍ୟ ସୁଯୋଗ ଖୋଜିଥାନ୍ତି ଏବଂ ଏଥିରେ ସଫଳ ହେବା ଦ୍ୱାରା ତାଙ୍କୁ ବହୁତ ଖୁସି ଅନୁଭବ ହୋଇଥାଏ। ଏଭଳି କାର୍ଯ୍ୟ କେବଳ ଲଭ୍‌ରେ ପଡିଥିବା ବ୍ୟକ୍ତିମାନେ ହିଁ କରିପାରିବେ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

5 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

24 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

32 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

48 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago