ଲାଇଫ୍ ଷ୍ଟାଇଲ୍

ବୋତଲର କଲର ଦୂର କରିଥାଏ ଅନେକ ସମସ୍ୟା, ଜାଣନ୍ତୁ କେଉଁ ରୋଗ ପାଇଁ କେଉଁ ରଙ୍ଗର ବୋତଲରେ ପାଣି ପିଇବା ଉଚିତ

ପ୍ରାଚୀନ କାଳରୁ ଚିକିତ୍ସା ପାଇଁ ରଙ୍ଗର ପ୍ରୟୋଗ ହୋଇଆସୁଥିଲେ ମଧ୍ୟ ଏହା ଆଜି ବି ଉପଯୋଗୀ ହୋଇପାରିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ ନେଚରପାଥିର ସୂର୍ଯ୍ୟ କିରଣ ଚିକିତ୍ସାରେ ନାଲି, ହଳଦିଆ, ନାରଙ୍ଗୀ, ସବୁଜ, ବାଇଗଣୀ ଏବଂ ନୀଳ ରଙ୍ଗ ଦ୍ୱାରା ଚିକିତ୍ସା କରାଯାଇଥାଏ।

ଜାଣନ୍ତୁ କିପରି ହୋଇଥାଏ ଚିକିତ୍ସା:

ନେଚରପାଥିରେ ରୋଗ ଅନୁସାରେ ରଙ୍ଗୀନ କାଚ ବୋତଲ ଚୟନ କରାଯାଇଥାଏ। ଏଥିରେ ଏହି ରଙ୍ଗର କାଚ ବୋତଲରେ ପାଣି ଭର୍ତ୍ତି କରି ସେଥିରେ ବାଡ଼ିର ଘୋଡଣି ଦେଇ ସୂର୍ଯ୍ୟୋଦୟ ସମୟରେ ବେତ ପଟି ଉପରେ ରଖିଦିଆଯାଇଥାଏ ଏବଂ ସୂର୍ଯ୍ୟାସ୍ତ ସମୟରେ ଏହି ପାଣିକୁ ଉଠାଇ ଦିଆଯାଇଥାଏ। ଏହି ପାଣିକୁ ଆପଣ ଦିନରେ କୌଣସି ବି ସମୟରେ ପିଇ ପାରିବେ। ଏହି ଉପାୟ ଅନେକ ପ୍ରକାର ରୋଗ ଦୂର କରିଥାଏ।

ଜାଣନ୍ତୁ କେଉଁ ରୋଗ ପାଇଁ କେଉଁ ରଙ୍ଗର ବୋତଲ ଲାଭକାରୀ:

ଯଦି ଆପଣଙ୍କର ଥଣ୍ଡା, କାଶ ଏବଂ ଜ୍ୱର ହୋଇଥାଏ ତେବେ ଆପଣ ନାଲି, ହଳଦିଆ ଏବଂ ନାରଙ୍ଗୀ ରଙ୍ଗର ବୋତଲରେ ପାଣି ଭର୍ତ୍ତି କରି ସେବନ କରନ୍ତୁ। ସେହିପରି ଯଦି ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇବାକୁ ଚାହୁଁଛନ୍ତି ତେବେ ସବୁଜ ରଙ୍ଗର ବୋତଲ ବ୍ୟବହାର କରନ୍ତୁ। ଏହାବ୍ୟତୀତ ନୀଳ, ଆକାଶିଆ ଏବଂ ବାଇଗଣୀ ରଙ୍ଗର ବୋତଲରେ ପାଣି ପିଇବା ଦ୍ୱାରା ଏସିଡିଟି, ଅଲସର, ଉଚ୍ଚ ରକ୍ତଚାପ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

KNews Bureau

Recent Posts

କେନ୍ଦ୍ରାପଡା: ବାଇକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

10 seconds ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

14 mins ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

48 mins ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

55 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

2 hours ago