କଦଳୀ ଏବଂ ସେଓରେ ପ୍ରସ୍ତୁତ ଏହି ଟେଷ୍ଟୀ ଜୁସ୍ ଆପଣଙ୍କୁ ବଢ଼ିଆ ଅନୁଭବ କରାଇବ। ଖାସ୍ କରି ଏହା କୌଣସି ବ୍ରତ ସମୟରେ ଆପଣଙ୍କ ପ୍ରିୟ ହୋଇପାରିବ। ଯାହାକୁ ପିଇ ଆପଣ ଶକ୍ତି ପାଇପାରିବେ। ଏହାକୁ ପିଇବା ଦ୍ୱାରା ବଢ଼ିଆ ସ୍ୱାଦ ମିଳିବା ସହିତ ଥଣ୍ଡା ଅନୁଭବ ହେବ।
ସମସ୍ତ ସାମଗ୍ରୀକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହା ଫେଣ ହେଲା ପଯ୍ୟର୍ନ୍ତ ଗ୍ରାଇଣ୍ଡିଂ କରନ୍ତୁ। ଏହାକୁ ବରାବର ମାତ୍ରାରେ ୪ ଗ୍ଲାସରେ ଭାଗ କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଟେଷ୍ଟୀ ଜୁସ୍।
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…