ଘରେ ସହଜରେ ପ୍ରସ୍ତୁତ କରନ୍ତୁ ବେସନ ଭେଣ୍ଡି

ଆବଶ୍ୟକ ସାମଗ୍ରୀ

ଭେଣ୍ଡି – ୮ ରୁ ୧୦

ବେସନ – ୪ ଟେବୁଲ ସ୍ପୁନ

ତେଲ – ୨ ଟେବୁଲ ଚାମଚ

ପିଆଜ – ଗୋଟିଏ ( ଛୋଟ କଟା ହୋଇଥିବା )

ଜୀରା – ଅଧା ଟେବୁଲ ଚାମଚ

ଲୁଣ – ସ୍ବାଦାନୁସାରେ

ଧନିଆ ପାଉଡର – ଦେଢ଼ ଟେବୁଲ ଚାମଚ

ହଳଦି ପାଉଡର – ୧ ଟେବୁଲ ଚାମଚ

ଲାଲ ଲଙ୍କା ପାଉଡର – ୧ ଟେବୁଲ ଚାମଚ

ଆମଚୁର ପାଉଡର – ୧/୨ ଟେବୁଲ ଚାମଚ

କଳା ମରୀଚ ପାଉଡର – ୧/୨ ଟେବୁଲ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଭଲଭାବେ ଧୋଇ ପତଳା ଲମ୍ବା ଆକାରରେ କାଟି ଦିଅନ୍ତୁ। ଏବେ ଏକ ନନ-ଷ୍ଟିକ ପ୍ୟାନରେ ତେଲ ଗରମ କରନ୍ତୁ। ସେଥିରେ ଜୀରା ପକାନ୍ତୁ। ଏହାପରେ ଏତିରେ ପତଳା ଛୋଟ କଟାଯାଇଥିବା ପିଆଜ ପକାନ୍ତୁ ଏବଂ ନରମ ହେଲା ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏଥିରେ ଭେଣ୍ଡି, ଲୁଣ, ଧନିଆ ପାଉଡର, ହଳଦି ପାଉଡର ଏବଂ ଲାଲ ଲଙ୍କା ପାଉଡର ପକାଇ ଦିଅନ୍ତୁ। ଏହାକୁ ଭଲ ଭାବେ ମିକ୍ସ କରିଦିଅନ୍ତୁ।

ଏହାପରେ ଏହାକୁ ୩ ରୁ ୪ ମିନିଟ ପର୍ଯ୍ୟନ୍ତ ଚଲାନ୍ତୁ। ଏଥିରେ ବେସନ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଆମଚୁର ପାଉଡର ଏବଂ କଳା ମରୀଚ ପାଉଡର ମିଶାଇ ମିକ୍ସ କରନ୍ତୁ। ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏହାକୁ ସର୍ଭିଂ ପ୍ଲେଟକୁ କାଢ଼ି ଗରମ ଗରମ ପରଷନ୍ତୁ।

Pritiparna

Recent Posts

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…

22 mins ago

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

33 mins ago

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…

38 mins ago

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

2 hours ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

2 hours ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

3 hours ago