ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ, ଫ୍ରାଏଡ୍ ଏଗ୍ ସହିତ ବନାନ୍ତୁ କ୍ରଞ୍ଚୀ ସାଲାଡ୍

ଭୋଜନ ସହିତ ସାଲାଡ୍ ଖାଇବା ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥାଏ ଏବଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ସାଲାଡର ଷ୍ପେଶାଲ ରେସିପି ନେଇ ଆସିଛୁ ଯାହା ଏକ ଭୋଜନ ସହିତ ସମାନ। ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି ପ୍ରସ୍ତୁତ କରିବା।

ଆବଶ୍ୟକ ସାମଗ୍ରୀ :

ଅଣ୍ଡା – ୨

ମୂଳା – ୧ଟା (ଛୋଟ କଟାହୋଇଥିବା)

କାକୁଡି – ୧ଟା (ଛୋଟ କଟା ହୋଇଥିବା)

ଚେରି ଟମାଟୋ – ୫ରୁ୬ଟି

ଲେମ୍ବୁରସ – ୫ ଟେବୁଲସ୍ପୁନ

କଳାମରୀଚ ପାଉଡର – ୧/୨ ଚାମଚ

ଲୁଣ – ସ୍ବାଦାନୁସାରେ

ଅଲିଭ ଅଏଲ – ଆବଶ୍ୟକ ଅନୁସାରେ

ପ୍ରସ୍ତୁତ ପ୍ରଣାଳୀ

-ସର୍ବପ୍ରଥମେ ମିଡିୟମ ଆଞ୍ଚରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ।

-ତେଲ ଗରମ ହେବା ପରେ ସେଥିରେ ଅଣ୍ଡା ପକାଇ ଭୁଜିଆ ପ୍ରସ୍ତତ କରନ୍ତୁ। ଏବେ ସେଥିରେ ପିଆଜ ମଧ୍ୟ କାଟି ପକାନ୍ତୁ।

-ଏହାକୁ ହାଲୁକା ଭାଜି ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

-ଏବେ ଏକ ପାତ୍ରରେ କାକୁଡି, ମୂଳା ଚେରୀ ଟମାଟୋ, ଅଣ୍ଡା ଭାଜି, ଲେମ୍ବୁ ରସ, କଳା ମରୀଚ ପାଉଡର, ଲୁଣ ଏବଂ ଅଲିଭ ଅଏଲ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।

-ଏବେ ଆପଣଙ୍କର କ୍ରଞ୍ଚୀ ସାଲାଡ ୱିଥ୍ ଫ୍ରାଇଡ ଏଗ୍। ଏବେ ଏହାକୁ ପ୍ଲେଟରେ କାଢ଼ି ପରଷନ୍ତୁ।

Pritiparna

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

18 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

26 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

41 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

47 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago