ଲାଇଫ୍ ଷ୍ଟାଇଲ୍

ଚିକେନ କରୀ ଖାଇ ବୋର ହୋଇଗଲେଣି କି, ତେବେ ଟ୍ରାଏ କରନ୍ତୁ KFC ଷ୍ଟାଇଲ ଫ୍ରାଏଡ ଚିକେନ

ନନଭେଜ୍‌ ସୌକିନଙ୍କ ପାଇଁ ଆଜି ଏକ ବଢ଼ିଆ ଟେଷ୍ଟୀ ରେସିପି ନେଇ ଆସିଛୁ। ଆଜି ଆମେ ଆପଣଙ୍କ ପାଇଁ ଫ୍ରାଏଡ୍‌ ଚିକେନର ଏକ ସ୍ୱାଦିଷ୍ଟ ରେସିପି ନେଇ ଆସିଛୁ। ଯଦି ଆପଣଙ୍କ ଘରକୁ ହଠାତ କିଏ ଗେଷ୍ଟ ପହଁଚିଗଲେ କିମ୍ବା କୌଣସି ଛୋଟ ପାର୍ଟି ଅଥବା ବାର୍ଥ ଡେ ପାର୍ଟି, ଏହି ରେସିପି ସବୁସମୟରେ ଏକଦମ୍‌ ପରଫେକ୍ଟ ଏବଂ ବେଷ୍ଟ ଡିସ୍‌ ହେବ। ଆସନ୍ତୁ ଜାଣିବା କେଏଫସି ଷ୍ଟାଇଲ ଫ୍ରାଏଡ ଚିକେନ୍‌ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

କଟା ଚିକେନ, ଏକ କପ୍‌ ମଇଦା, ୪ କପ୍‌ ତେଲ, ୧/୨ କପ୍‌ ବଟର ମିଲ୍କ, ଗୋଲ ମରୀଚ ପାଉଡର

ଫ୍ରାଏଡ ଚିକେନ ବିଦ୍ଧି

ଫ୍ରାଏଡ୍‌ ଚିକେନ ବନାଇବା ପାଇଁ ସର୍ବପ୍ରଥମେ ଏକ ପ୍ଲାଷ୍ଟିକ ବ୍ୟାଗ ନେଇ ସେଥିରେ ମଇଦା ପକାଇ ଦିଅନ୍ତୁ। ଏବେ ମଇଦାରେ ଲୁଣ, ଗୋଲମରୀଚ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏବେ ଚିକେନକୁ ଛୋଟ ଆକାରରେ କାଟି ତାକୁ ଏକ ପାତ୍ରରେ ବଟରମିଲ୍କ ପକାଇ କିଛି ସମୟ ପକାଇ ଛାଡି ଦିଅନ୍ତୁ। କିଛି ସମୟ ପରେ ଚିକେନ ପିସକୁ ବାହାର କରି ମଇଦାରେ ମିଶାଇ ଭଲଭାବେ କୋଟ କରିଦିଅନ୍ତୁ।
ଏବେ କୋଟେଡ୍‌ ଚିକେନ ପିସକୁ ଏକ ଟ୍ରେରେ ରଖିଦିଅନ୍ତୁ। ଯେବେ ପଯ୍ୟର୍ନ୍ତ ଏହା ଉପରେ ମଇଦାର ମୋଟା ପେଷ୍ଟ ନ ଲାଗିଯିବ। ଏବେ ଏକ ବଡ ପ୍ୟାନରେ ତେଲ ଗରମ କରନ୍ତୁ। ଏବେ ଏହି ଗରମ ତେଲରେ କୋଟେଡ୍‌ ଚିକେନ ଖଣ୍ଡକୁ ୨୫ ମିନିଟ୍‌ ପାଇଁ ଛାଣନ୍ତୁ। ଯେତେବେଳେ ଚିକେନର ରଙ୍ଗ ବ୍ରାଉନ ହୋଇଯିବ ସେତେବେଳେ ମଧ୍ୟମ ଆଞ୍ଚରେ ଏହାକୁ ୩୦ ମିନିଟ ପାଇଁ ଫ୍ରାଏ କରନ୍ତୁ। ଯେତେବେଳେ ଚିକେନ କ୍ରିସପି ହୋଇଯିବ ତାକୁ ପ୍ଲେଟକୁ ବାହାର କରିଦିଅନ୍ତୁ। ଏବେ ଆପଣଙ୍କର ଗରମା ଗରମ ଫ୍ରାଏଡ ଚିକେନ ପ୍ରସ୍ତୁତ ହୋଇଯାଇଛି।

Pritiparna

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

7 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

15 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

31 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago