ସନ୍ଧ୍ୟାର ଟିଫିନରେ ବନାନ୍ତୁ ସୁଜି ବ୍ରେଡ୍‌ ସାଣ୍ଡଓ୍ଵିଚ୍‌, ଖାଇବା ମାତ୍ରେ ହିଁ ପାଟିରୁ ବାହାରିବ ବାଃ

ଘରେ ବହୁତ କମ୍‌ ସମୟରେ ଏବଂ ବହୁତ ସହଜରେ ବନାନ୍ତୁ ସୁଜି ବ୍ରେଡ୍‌ ସାଣ୍ଡଓ୍ଵିଚ୍‌। ଏହାକୁ ଥରେ ବନାଇ ଦେଖନ୍ତୁ କାରଣ ଏହାର ସ୍ୱାଦ ଏମିତି ଯେ ଆପଣଙ୍କ ପିଲା କିଛି ନ ଖାଇବାକୁ ବାରଣ କରୁଥିଲେ ଏହାକୁ ଖିବାକୁ ନିଶ୍ଚୟ ପସନ୍ଦ କରିବ। ତେବେ ଆସନ୍ତୁ ଜାଣିବା ଏହା କେମିତି ହେବ ପ୍ରସ୍ତୁତ ଏବଂ କଣ ସବୁ ସାମଗ୍ରୀ ଏହା ପାଇଁ ଦରକାର।

ଆବଶ୍ୟକ ସାମଗ୍ରୀ

-ସୁଜି

-ସିମଲା ଲଙ୍କା

-ଟମାଟୋ

-ପିଆଜ

-ଦହି

-ରିଫାଇଣ୍ଡ୍‌ ଅଏଲ

-ବ୍ରେଡ୍‌

-ଧନିଆ ପତ୍ର

-କଞ୍ଚା ଲଙ୍କା

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପାତ୍ରରେ ସୁଜି ନିଅନ୍ତୁ।

ସୁଜିରେ ଦହି ଏବଂ ଅନ୍ୟ ସବୁ ଜିନିଷ ମିଶାଇ ଦିଅନ୍ତୁ।

ସୁଜିର ମିଶ୍ରଣରେ କଞ୍ଚା ଲଙ୍କା ଏବଂ ଲୁଣ ସ୍ୱାଦାନୁସାରେ ମିଶାଇ ଅଳ୍ପ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବଂ ଏହାକୁ ହରଲୁକା ପତଳା କରନ୍ତୁ।

ମିଶ୍ରଣକୁ ୧୫ ମିନିଟ୍‌ ରଖନ୍ତୁ।

ଗ୍ୟାସ ଉପରେ ତାଓ୍ଵା ବସାଇ ଅଳ୍ପ ତେଲ ପକାନ୍ତୁ।

ଏବେ ଏହି ମିଶ୍ରଣକୁ ଭଲଭାବେ ବ୍ରେଡରେ ଲଗାଇ ଏପଟସେପଟ କରନ୍ତୁ। ଏବେ ଏହାକୁ ସୁନେଲୀ ରଙ୍ଗ ହେବା ଯାଏଁଁ ସେକନ୍ତୁ। ଏବେ ଆପଣଙ୍କର ସୁଜି ବ୍ରେଡ୍‌ ସାଣ୍ଡଓ୍‌ିଚ୍‌ ପ୍ରସ୍ତୁତ ହୋଇଯାଇଛି।

Pritiparna

Recent Posts

ଗାଁରେ ବଢ଼ିବାରେ ଲାଗିଛି ତାଳସଜର ଚାହିଦା, ଗରିବ ଲୋକଙ୍କୁ ଯୋଗାଉଛି ରୋଜଗାରର ପନ୍ଥା

ପୁରୁଷୋତ୍ତମପୁର (କେନ୍ୟୁଜ): ଖରାଦିନ ଆସିଲେ ଶରୀରକୁ ଅଧିକ ପରିମାଣରେ ଜଳର ଆବଶ୍ୟକତା ରହିଥାଏ ସେଥିପାଇଁ ତ ଲୋକେ ତରଭୁଜ, ଆମ୍ବ,…

20 mins ago

ଡୁଙ୍ଗୁରିପାଲି ସହରରେ ବଡ଼ ଧରଣର ଲୁଟ, ବନ୍ଧୁକ ମୁନରେ ଲୁଟିଲେ ୫ ଲକ୍ଷ

ବିନିକା (କେନ୍ୟୁଜ): ବେଧଡ଼କ ଲୁଟ କରୁଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ କରୁଛନ୍ତି ଲୁଟ । ନା…

29 mins ago

ନଦୀକୁ ଗାଧୋଇବାକୁ ଯାଇ ଘରକୁ ଫେରି ନଥିଲେ ଭାଇଭଉଣୀ

ନୟାଗଡ : ମେଡିକାଲ ବେଡରେ ଶୋଇରହିଛନ୍ତି ପୁଅ ଝିଅ । ଛୁଆ ଦୁହିଁଙ୍କ ଶବକୁ ଧରି ଭୋ ଭୋ ହୋଇ…

45 mins ago

ସରକାର ଗଠନ ପୂର୍ବରୁ ଏନଡିଏର ବଢିଲା ଟେନସନ, ଚନ୍ଦ୍ରବାବୁ ନାଇଡୁ ଏବଂ ନୀତିଶ କୁମାର ଦାବି କରୁଛନ୍ତି ପ୍ରମୁଖ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତିଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ଏନଡିଏରେ ବଢିଯାଇଛି…

47 mins ago

ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ, କିଡନୀ ଷ୍ଟୋନ୍‌ ଯନ୍ତ୍ରଣାରୁ ମିଳିବ ଆରାମ

ଆପଣଙ୍କ ଡାଏଟ୍‌ରେ ହେଲଦି ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଜରୁରୀ, ନଚେତ୍ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ…

47 mins ago

BSKY ଚାଲୁ ରହିଛି ସ୍ପଷ୍ଟ କଲେ ମୁଖ୍ୟ ସଚିବ, ଅସୁବିଧା ହେଲେ ହେଲ୍‌ପଲାଇନ୍‌ ନମ୍ବରରେ ଜଣାଇ ପାରିବେ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ BSKY ଚାଲୁ ରହିଛି ବୋଲି ସ୍ପଷ୍ଟ କଲେ ମୁଖ୍ୟ ସଚିବ ।  ଭିଡିଓ ବାର୍ତ୍ତା ଜରିଆରେ…

1 hour ago