ମାତ୍ର ୫ ମିନିଟରେ ସାପ ବିଷକୁ କାଟିବ ଏହି ଚମତ୍କାରୀ ଗଛ, ବ୍ୟବହାର କରିବା ଅତ୍ୟନ୍ତ ସହଜ

ବର୍ଷା ଋତୁରେ ଅଧିକାଂଶ ସମୟରେ ଘର ଭିତରେ ସାପ ବାହାରିଥାଏ। ଏମିତିରେ ଜଣାଅଜଣାରେ ସାପ ଯଦି ଆପଣଙ୍କୁ କାମୁଡିଦିଏ ତେବେ ତୁରନ୍ତ ଏହି ଗଛର ସାହାଯ୍ୟ ନିଅନ୍ତୁ। ଆୟୁର୍ବେଦ ଅନୁସାରେ ସାପ କାମୁଡିବାର କିଛି ସମୟ ଭିତରେ ଯଦି ଏହି ଗଛକୁ ବ୍ୟବହାର କରନ୍ତି ତେବେ ୫ ମିନିଟ ଭିତରେ ବ୍ୟକ୍ତିଙ୍କୁ ବଞ୍ଚାଇ ହେବ।

ସାପର ବିଷକୁ ପ୍ରଭାବିତ କରୁନଥିବା ଏହି ଗଛର ନାମ କାଙ୍କଡ। ଏହି ଗଛ ସାଧାରଣତଃ ଗରମ ଏବଂ ସନ୍ତନ୍ତିଆ ଯାଗାରେ ବାଡ ଉପରେ ହୋଇଥାଏ।

ଖାସ କଥା ଏହା ହେଉଛି ଯେ ଏହି ଗଛ ଜଙ୍ଗଲରେ ମିଳୁଥିବା ଗଛ ଅଟେ। ଅଧିକାଂଶ ଲୋକ ଏହାର ଫଳକୁ ପରିବା ଆକାରରେ ମଧ୍ୟ ବ୍ୟବହାର କରିଥାନ୍ତି। ଯାହା ବହୁତ ସ୍ବାଦିଷ୍ଟ ମଧ୍ୟ ହୋଇଥାଏ। ଏହି ଗଛରେ ଅନେକ ଔେଷଧୀୟ ଗୁଣ ଭରପୂର ମାତ୍ରାରେ ରହିଥାଏ।

ଏହା ସହ ପଢ଼ନ୍ତୁ : ସ୍ବାସ୍ଥ୍ୟ ପାଇଁ ବରଦାନ ହଳଦୀ ପାଣି , ନିୟମିତ ପିଅନ୍ତୁ ଅନେକ ମାରାତ୍ମକ ରୋଗରୁ ମୁକ୍ତି ପଆନ୍ତୁ

କୁହାଯାଏଯେ ଏହି ଗଛକୁ ସବୁ ପ୍ରକାରର ବିଷକୁ ନଷ୍ଟ କରିଦେବାର କ୍ଷମତା ରହିଥାଏ। ଏହାକୁ ବ୍ୟବହାର କରିବାର କିଛି ମିନିଟ ଭିତରେ କ୍ଷତିକାରକ ବିଷ ନଷ୍ଟ ହୋଇଯାଇଥାଏ। ଆସନ୍ତୁ ଜାଣିବା ବିଷ ବାହାର କାରିବାକୁ ଏହାକୁ କେମିତି କରିବେ ବ୍ୟବହାର।

ସର୍ବପ୍ରଥମେ କାଙ୍କଡର ମୂଳକୁ ଗଛ ଠାରୁ ଅଲଗା କରିଦିଅନ୍ତୁ । ଏହି ମୂଳକୁ ଦୁଇ ତିନି ଦିନ ଖରାରେ ଶୁଖାଇ ରଖିଦିଅନ୍ତୁ। ଏହା ପରେ ଏହି ଶୁଖା ଯାଇଥିବା ମୂଳକୁ ପେଶି ପାଉଡର ପ୍ରସ୍ତୁତ କରିଦିଅନ୍ତୁ। ସାପ କାଟିବା ଦ୍ବାରା ବ୍ୟକ୍ତିକୁ ଏକ ଚାମଚ କାଙ୍କଡର ମୂଳରୁ ପ୍ରସ୍ତୁତ କରାଯାଇଥିବା ପାଉଡରକୁ କ୍ଷୀର ସହିତ ମିଶାଇ ପିଆଇ ଦିଅନ୍ତୁ। ପ୍ରାୟ ୫ ମିନିଟ ଭିତରେ ବିଷର ପ୍ରଭାବ କମି ଯାଇଥାଏ।

KNews Bureau

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

1 hour ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

1 hour ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago