ପୂଜାରେ ସ୍ତ୍ରୀକୁ ସ୍ବାମୀଙ୍କର କେଉଁ ଦିଗରେ ବସିବାକୁ ଶୁଭ ବୋଲି ଧରାଯାଏ, ଜାଣନ୍ତୁ !

ହିନ୍ଦୁ ଧର୍ମରେ ସ୍ବାମୀଙ୍କୁ କେବେବି ନିଜ ସ୍ତ୍ରୀ ବିନା ପୂଜାରେ ବସିବା ଉଚିତ ନୁହେଁ। କୁହାଯାଏ ଯେ ଏମିତି କରିବା ଦ୍ବାରା ସମ୍ପୂର୍ଣ୍ଣ ଫଳ ମିଳିଥାଏ। କିନ୍ତୁ ଅନେକ ଥର ପ୍ରଶ୍ନ ଉଠେ ଯେ ସ୍ତ୍ରୀ-ସ୍ବାମୀଙ୍କର କେଉଁ ପାର୍ଶ୍ବରେ ବସିବା ଉଚିତ୍। ପୂଜାରେ ସ୍ତ୍ରୀକୁ ସ୍ବାମୀର କେଉଁ ପାର୍ଶ୍ବରେ ବସିବା ଉଚିତ ବୋଲି କୁହାଯାଏ। ତେବେ ଆଜି ଆମେ ଜଣାଇବୁ ଏହା ବିଷୟରେ। ଶାସ୍ତ୍ରରେ କୁହାଯାଇଛି ଯେ ସ୍ତ୍ରୀକୁ ସବୁବେଳେ ପୂଜାରେ ନିଜ ସ୍ବାମୀର ଡାହାଣ ପାର୍ଶ୍ବରେ ବସିବା ଉଚିତ। ପୂଜାରେ ସ୍ତ୍ରୀ ଏହିଭଳି ବସିବାକୁ ଶୁଭ ବୋଲି ଧରାଯାଏ।

ଏହା ସହିତ ଯଜ୍ଞ,ବ୍ରତ,ଦାନ,ସ୍ନାନ,ଦେବଯାତ୍ରା ତଥା ବିବାହ ଇତ୍ୟାଦି କାମରେ ସ୍ତ୍ରୀକୁ ନିଜ ସ୍ବାମୀଙ୍କର ଡାହାଣ ପାର୍ଶ୍ବରେ ଆସନ ଗ୍ରହଣକୁ ଶୁଭ ବୋଲି ଧରାଯାଏ। ଶାସ୍ତ୍ରରେ କୁହାଯାଇଛି ଯେ ଏହି କଥାକୁ ଧ୍ୟାନ ଦେଲେ ଅଧିକ ଶୁଭ ଫଳ ପ୍ରାପ୍ତି ହୋଇଥାଏ। କୁହାଯାଏ ଯେ ବସିବା ଦିଗ ଠିକ ନହେବା ଦ୍ବାରା ଶୁଭ କର୍ମର ଫଳ ପୂର୍ଣ୍ଣ ରୂପରେ ମିଳିନଥାଏ। କୁହାଯାଏ ଯେ ଯଜ୍ଞ,ହୋମ,ବ୍ରତ,ଦାନ,ସ୍ନାନ,ଦେବଯାତ୍ରା ତଥା ବିବାହ ଇତ୍ୟାଦି କର୍ମକୁ ବିଦ୍ଧିବଦ୍ଦ ଭାବେ କରିବା ଉଚିତ। ଏହି ସବୁ ସମୟରେ ସ୍ବାମୀ-ସ୍ତ୍ରୀଙ୍କୁ ବସିବା ଦିଗ ଉପରେ ବିଶେଷ ଭାବରେ ନଜର ରଖିବା ଉଚିତ।

ଏହାଛଡା ଗୁରୁଜନ ମାନଙ୍କର ପାଦ ଛୁଇଁବା ସମୟରେ, ଶୋଇବା ସମୟରେ ଏବଂ ଭୋଜନ କରିବା ସମୟରେ ମଧ୍ୟ ସ୍ବାମୀ-ସ୍ତ୍ରୀଙ୍କର ଦିଗକୁ ନିର୍ଦ୍ଧାରଣ କରାଯାଇଛି। କୁହାଯାଏ ଯେ ଚରଣ ଛୁଇଁବା, ଶୋଇବା ଏବଂ ଭୋଜନ କରିବା ସମୟରେ ସ୍ତ୍ରୀର ଉଚିତ ସ୍ଥାନ ସ୍ବାମୀଙ୍କର ଡାହାଣ ପାର୍ଶ୍ବରେ ହେବା ଦରକାର। କୁହାଯାଏ ଯେ ଏହି ନିୟମର ପାଳନ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago