ଲାଇଫ୍ ଷ୍ଟାଇଲ୍

ଲାଉ ଚୋପାରେ ଲୁଚି ରହିଛି ଅଜବ ଫାଇଦା, ଥରେ ଜାଣିଗଲେ କେବେ ବି ଫିଙ୍ଗିବେନି ଏହାକୁ

ଲାଉ ଖାଇଲେ ପେଟ ଠିକ ରହିଥାଏ। କାରଣ, ଏହା ଜଲଦି ହଜମ ହୋଇଯାଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଲାଉ ପରିବାରେ ଯେତିକି ପୋଷାକ ତତ୍ତ୍ୱ ଅଛି, ଏହାର ଚୋପାରେ ମଧ୍ୟ ସେତିକି ପୋଷାକ ତତ୍ତ୍ୱ ରହିଛି। ଆଜି ଆମେ ଆପଣଙ୍କୁ ଲାଉ ପରିବା ଚୋପାର ଫାଇଦା ବିଷୟରେ କହିବୁ।

୧. ଲାଉ ଚୋପାରେ ଭିଟାମିନ ବି୧, ବି୨, ବି୩, ବି୫ ଓ ବି୬, କ୍ୟାଲସିୟମ, ଆଇରନ, ଜିଙ୍କ, ପୋଟାସିୟମ, ମ୍ୟାଗ୍ନେସିୟମ ଓ ମାଙ୍ଗାନିଜ ଭଳି ଆବଶ୍ୟକ ତତ୍ତ୍ୱ ରହିଛି।

୨. ଲାଉ ଚୋପା ସୌନ୍ଦର୍ଯ୍ୟ ବଢ଼ାଇଥାଏ। ଟ୍ୟାନିଂ ସମସ୍ୟା ଥିଲେ ଏହାକୁ ପ୍ରୟୋଗ କରାଯାଇଥାଏ। ଲାଉ ଚୋପାର ପେଷ୍ଟକୁ ଚେହେରାରେ ଲଗାଇ ଶୁଖିଗଲା ପରେ ଧୋଇ ନିଅନ୍ତୁ।

୩. ଯଦି ଗରମ ଯୋଗୁ ଆପଣଙ୍କ ତ୍ୱଚାରେ ଜ୍ବଳନ ହେଉଛି, ତା’ହେଲେ ଚୋପାକୁ ପେସି ତ୍ୱଚାରେ ଲଗାନ୍ତୁ। ଏହାକୁ ନେଇ ସନବର୍ଣ୍ଣ ଜାଗାରେ ରଗଡ଼ନ୍ତୁ, ଆରାମ ମିଳିବ।

୪. ଚୋପାକୁ ଶୁଖାଇ ପାଉଡର ବନାଇ ନିଅନ୍ତୁ। ଏହାକୁ ପ୍ରତିଦିନ ଥଣ୍ଡା ପାଣି ସହିତ ଦିନକୁ ଦୁଇଥର ସେବନ କରନ୍ତୁ। ଅର୍ଶ ସମସ୍ୟାରୁ ଜଲଦି ମୁକ୍ତି ମିଳିବ।

୫. ଶୁଖିଲା ଲାଉ ଚୋପାକୁ ପେସି ନିଅନ୍ତୁ। ଏଥିରେ ଅଳ୍ପ ଚନ୍ଦନ ପାଉଡର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ସପ୍ତାହରେ ଦୁଇରୁ ତିନିଥର ଏହାକୁ ଚେହେରାରେ ଲଗାନ୍ତୁ। ଆପଣଙ୍କ ତ୍ୱଚା ଗ୍ଲୋ କରିବ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago