କୋଷ୍ଠକାଠିନ୍ୟ ଏକ ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ ଏହାକୁ ଅଣଦେଖା କରିବା ଅନୁଚିତ୍। ଜୀବନଶୈଳୀରେ ପରିବର୍ତ୍ତନ ସହ ଖାଦ୍ୟପାନୀୟରେ ଅନିୟମିତତା ଯୋଗୁ ଏହି ସମସ୍ୟା ଦେଖାଦେଇଥାଏ। କେତେକ ଖାଦ୍ୟ ଯୋଗୁ କୋଷ୍ଠକାଠିନ୍ୟ ସମସ୍ୟା ଗମ୍ଭୀର ଭାବେ ବୃଦ୍ଧି ପାଇଥାଏ। ସେହିପରି ଆଉ କିଛି ଖାଦ୍ୟ ଏହି ସମସ୍ୟାର ଉପଶମ ମଧ୍ୟ କରିଥାଏ। ତେବେ ଆଜି ଆମେ ଆପଣଙ୍କୁ କୋଷ୍ଠକାଠିନ୍ୟ ବୃଦ୍ଧି କରୁଥିବା କେତେକ ଖାଦ୍ୟ ସମ୍ପର୍କରେ କହିବାକୁ ଯାଉଛୁ। ଯାହାକୁ ଖାଦ୍ୟରୁ ବାଦ୍ ଦେଲେ ତୁରନ୍ତ ଉପଶମ ମିଳିବ। ଆସନ୍ତୁ ଜାଣିବା କୋଷ୍ଠକାଠିନ୍ୟ ସମସ୍ୟା ଥିଲେ କେଉଁ ଖାଦ୍ୟ ଖାଇବା ମନା…
ଦୁଗ୍ଧଜାତୀୟ ଉତ୍ପାଦ ଖାଇବା ଦ୍ୱାରା କିଛି ଲୋକଙ୍କ ଠାରେ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଇଥାଏ। ଦୁଗ୍ଧରେ ଲାକ୍ଟୋଜ୍ ରହିଛି, ଯାହା କୋଷ୍ଠକାଠିନ୍ୟର ମୂଳ କାରଣ। ଛେନା, ପନିର ଆଦିରେ ଏହାର ମାତ୍ରା ଅଧିକ ପରିମାଣରେ ଥିବାରୁ କୋଷ୍ଠକାଠିନ୍ୟ ଦେଖାଯାଏ।
ଏହାସହ ପଢ଼ନ୍ତୁ: ଭୁଲ୍ରେ ବି ଫ୍ରିଜ୍ରେ ରଖନ୍ତୁ ନାହିଁ ଏସବୁ ପରିବା, ନଚେତ୍ ପାଲଟିଯିବ ବିଷ
ଲାଲ୍ ମାଂସ ଶରୀରକୁ ଅଧିକ ପରିମାଣରେ ଫାଇବର ଯୋଗାଇଥାଏ। ଅଧିକ ମାତ୍ରାରେ ଲାଲ୍ ମାଂସ ଖାଇବା ଦ୍ୱାରା ପେଟ ଭାରି ଭାରି ଲାଗିଥାଏ। ଏହା ଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ଫଳରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦିଏ।
କୁକିଜ୍, ପେଷ୍ଟ୍ରି, କେକ୍ ଆଦି ମଇଦାରେ ପ୍ରସ୍ତୁତ ଖାଦ୍ୟକୁ ସବୁବେଳେ ଖାଇବା ଅନୁଚିତ୍। ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ବଢ଼ାଇଥାଏ। ଏହି ଖାଦ୍ୟଦ୍ରବ୍ୟରେ କମ୍ ପରିମାଣରେ ଫାଇବର ରହିଥାଏ। ଏଣୁ କୋଷ୍ଠକାଠିନ୍ୟ ସମସ୍ୟା ଥିବା ବେଳେ ବେକେରୀ ଉତ୍ପାଦ ଖାଇବା ଅନୁଚିତ।
ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…
ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…
ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…
ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…
ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…
କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସ୍ୱାସ୍ଥ୍ୟ ଅବସ୍ଥା ଖରାପ…