ଲାଇଫ୍ ଷ୍ଟାଇଲ୍

ପ୍ରତ୍ୟେକ ଶୁଭ କାର୍ଯ୍ୟରେ ପ୍ରଥମ କାହିଁକି ଦରକାର ପଡେ କଦଳୀ ଗଛ, ଜାଣନ୍ତୁ ଏହା ପଛରେ ଥିବା କାରଣ

ହିନ୍ଦୁ ଧର୍ମ ଅନୁସାରେ କୌଣସି ବି ଘରେ କିଛି ବି ପୂଜା ପାର୍ବଣରେ କଦଳୀ ଗଛର ବହୁତ ବଡ ଭୂମିକା ରହିଥାଏ। ସେ ସତ୍ୟନାରାୟଣ ପୂଜା ହେଉ ଗୁରୁବାର ଦିନ କିମ୍ବା ଅନ୍ୟ କୌଣସି ପୂଜା ହେଉ କଦଳୀ ପତ୍ର, ଫଳ, ଏବଂ ତାର ଗଛ ମଧ୍ୟ ବ୍ୟବହାର ହୋଇଥାଏ। କେବେ ଆପଣ ଭାବିଛନ୍ତି କି ସବୁ ମାଙ୍ଗଳିକ କାଯ୍ୟର୍ରେ କାହିଁକି ଏହାର ବ୍ୟବହାର କରାଯାଇଥାଏ। କଦଳୀ ଗଛ କେବଳ କାହିଁକି ଅନ୍ୟ କୌଣସି ଗଛ କାହିଁକି ବ୍ୟବହାର ହୋଇନଥାଏ। ତାହାଲେ ଆଜି ଆମେ ଆପଣଙ୍କ ମନରେ ଆସୁଥିବା ଦ୍ୱନ୍ଦକୁ ଦୂର କରିବା। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ କାହିଁକି ସମସ୍ତ ଶୁଭ କାର୍ଯ୍ୟରେ କଦଳୀ ଗଛ ବ୍ୟବହାର କରାଯାଏ।

ମାନ୍ୟତା ରହିଛି ବ୍ରହ୍ମସ୍ପତି ଦେବଙ୍କ ବ୍ରତ ରଖିବାରେ ଏହାକୁ ପୂଜା କରାଯାଏ। କୁହାଯାଏ ଏହି ଗଛରେ ଭଗବାନ ବାସ କରନ୍ତି। ଏହାସହିତ ସାତ ଗୁରୁବାର ବ୍ରତ ରଖିବାରେ ମଧ୍ୟ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଜାଣିବା ଏହାକୁ ପୂଜା କରିବାରେ କଣ ରହିଛି କାରଣ।
ପୁରାଣ ଅନୁଯାୟୀ କଦଳୀ ବୃକ୍ଷରେ ସ୍ୱୟଂ ଭଗବାନ ବାସ କରନ୍ତି। ଏହି କାରଣରୁ ଗୁରୁବାର ଏହାର ପୂଜା କରାଯାଏ। ଯାହାଦ୍ୱାରା ଘରେ ସୁଖ-ଶାନ୍ତି, ଧନ-ସମ୍ପଦା ଆସିଥାଏ। ଏହି ଗଛକୁ ଶୁଭ ଏବଂ ସମ୍ପନ୍ନତାର ପ୍ରତିକ ବୋଲି ଧରାଯାଏ।

ପୂଜାର ମିଳିଥାଏ ଗୁରୁ ଦୋଷରୁ ମୁକ୍ତି

ଧର୍ମ ଶାସ୍ତ୍ର ଅନୁସାରେ କଦଳୀ ବୃକ୍ଷକୁ ପୂଜା କରିବା ଦ୍ୱାରା ଗୁରୁ ଦୋଷ ଦୂର ହୋଇଥାଏ। ଏହାସହିତ ଆପଣଙ୍କ ଘରେ ଶୁଭ ଫଳ ମିଳିଥାଏ। ଏହାସହିତ ଏହା ଧ୍ୟାନ ରଖିବାକୁ ହେବ ଯେ ଏହାକୁ ଯେପରି ଘରର ବାହାରେ ଲଗାଯାଏ। କେବେବି ଘର ଭିତରେ ଏହାକୁ ନ ଲଗାନ୍ତି। ଯଦି ଆପଣ ଏପରି କରୁଛନ୍ତି ତାହାଲେ ଗ୍ରହ ସ୍ୱାମୀଙ୍କ ଉତ୍ଥାନରେ ବାଧକ ଆସିବ। ଏଥିପାଇଁ ଏହାକୁ ଅଗଣାରେ ଲଗାଇ ସବୁଦିନ ପୂଜା ପାଠ କରିବା ଉଚିତ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

27 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

29 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

35 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

44 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

44 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago