ଲାଇଫ୍ ଷ୍ଟାଇଲ୍

ନାକରୁ ଜାଣନ୍ତୁ ଆପଣଙ୍କ ବ୍ଯକ୍ତିତ୍ବ ବିଷୟରେ

ସାମୁଦ୍ରିକ ଶାସ୍ତ୍ରରେ କୌଣସି ବି ବ୍ଯକ୍ତିତ୍ବର ସ୍ବଭାବ ଜାଣିବା ପାଇଁ ଉଲ୍ଳେଖ କରାଯାଇଛି। ଏହାଦ୍ବାରା ଆମେ ଜାଣି ପାରିବା କେଉଁ ବ୍ଯକ୍ତି ହସ-ଖୁସି ସ୍ବଭାବର, କିଏ ଗମ୍ଭୀର ସ୍ବଭାବର ଏବଂ କେଉଁ ବ୍ଯକ୍ତିଙ୍କୁ ଜଲଦି ସଫଳତା ପ୍ରାପ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ।

ସିଧା ନାକ

ସିଧା ନାକ ଥିବା ବ୍ଯକ୍ତି ସାଧାରଣ ହୋଇଥାନ୍ତି। ଏଭଳି ବ୍ଯକ୍ତିମାନେ ବହୁତ ଜଲଦି ଅନ୍ଯ କାହା ଆଗରେ ନିଜ ମନ କଥା ପ୍ରକାଶ କରନ୍ତି ନାହିଁ। ଏଭଳି ଲୋକମାନେ ସମସ୍ଯା ଲାଗିଥିବା ସମୟରେ ମଧ୍ଯ ଶାନ୍ତିରେ କାମ କରିଥାନ୍ତି। ଏଭଳି ବ୍ଯକ୍ତିମାନଙ୍କ ଜୀବନରେ କଣ ଚାଲିଥାଏ ତାହା ଜାଣିବା କଷ୍ଟକର ହୋଇଥାଏ।

ଚେପଟା ନାକ ଥିବା ବ୍ଯକ୍ତି

ଚେପଟା ନାକ ଥିବା ବ୍ଯକ୍ତି ଖୁବ୍ କମ ବୟସରେ ସଫଳତା ହାସଲ କରିଥାନ୍ତି। କଳା ଏବଂ କ୍ରୀଡା କ୍ଷେତ୍ରରେ ଏଭଳି ଲୋକମାନଙ୍କର ଖୁବ୍ ରୁଚି ରହିଥାଏ। ଏଭଳି ବ୍ଯକ୍ତିତ୍ବର ଲୋକ ସତ୍ଯବାଦୀ ହୋଇଥାନ୍ତି। ଏଭଳି ଲୋକମାନେ ପରିବାରର ନା ଉଜ୍ବଳ କରିଥାନ୍ତି।

ଧାରୁଆ ନାକ ଥିବା ବ୍ଯକ୍ତି

ଶୁଆ ଭଳି ଧାରୁଆ ନାକ ଥିବା ଲୋକ ସ୍ବଭାବରେ ଦ୍ରୁତ ହୋଇଥାନ୍ତି। ଏଭଳି ବ୍ଯକ୍ତିତ୍ବର ଲୋକମାନେ ହ୍ଦୟରୁ ସଫା ହେବା ସହ ସଫଳତା ପାଇଁ କଠିନ ପରିଶ୍ରମ କରିଥାନ୍ତି। ଏଭଳି ଲୋକମାନେ ସମାଜ ବିଷୟରେ ଚିନ୍ତା ନକରି ନିଜ ମନକୁ ଯାହା ଆସିଥାଏ ତାହା କରିଥାନ୍ତି।

ଉଠିଲା ଭଳି ଥିବା ନାକ

ଉଠିଲା ଭଳି ଥିବା ନାକ ଅଧିକାଂଶ ଲୋକ ଚଞ୍ଚଳ ସ୍ବଭାବର ହୋଇଥାନ୍ତି। ଏଭଳି ଲୋକମାନେ କୌଣସି ବି ବ୍ଯକ୍ତିତ୍ବ ଉପରେ ଜଲଦି ଭରସା କରିନଥାନ୍ତି। ଏଭଳି ଲୋକମାନେ ହ୍ଦୟରୁ ସଫା ହୋଇଥାନ୍ତି।

ଛୋଟ ନାକ

ଛୋଟ ନାକ ଥିବା ବ୍ଯକ୍ତିମାନେ ନିଜ ଜୀବନରେ ଖୁସିରେ ରହିଥାନ୍ତି। ଏଭଳି ବ୍ଯକ୍ତିଙ୍କୁ ଯଦି କିଏ ହଇରାଣ କରେ ତେବେ ସେ କୌଣସି ବି ସୀମା ପର୍ଯ୍ଯନ୍ତ ଚାଲିଯାଇପାରନ୍ତି।

ମୋଟା ନାକ

ମୋଟା ନାକ ଥିବା ଲୋକମାନେ ଶଦ୍ଦର ଜାଲ ବିଛାଇବାରେ ଖୁବ୍ ମାହିର୍। ଏଭଳି ଲୋକମାନେ ସମାଜରେ ଅନେକ ସମ୍ମାନ ପ୍ରାପ୍ତ କରିଥାନ୍ତି।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

1 hour ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago