ଲାଇଫ୍ ଷ୍ଟାଇଲ୍

ଜାଣନ୍ତୁ କିପରି ଖାଦ୍ୟ ଖାଇବା ପରେ ପାଣି ପିଇଲେ କ୍ଷତି ହୋଇଥାଏ

ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ଯପେୟ ସଠିକ ହେବା ଆବଶ୍ୟକ । ଶକ୍ତିଶାଳୀ ଶରୀର ଆପଣଙ୍କୁ ସମସ୍ତ ରୋଗରୁ ରକ୍ଷା କରିଥାଏ । ଖାଇବା ସହିତ ପାଣି ମଧ୍ୟ ଶରୀର ପାଇଁ ସେତିକି ଉଚିତ ଅଟେ, କାରଣ ଏହା ଆପଣଙ୍କର ଶରୀରକୁ ହାଇଡ୍ରେଟ କରି ରଖିଥାଏ, ଏହା ସହିତ ବି-ଷାକ୍ତ ତତ୍ଵକୁ ଶରୀରରୁ ବାହର କରିବାରେ ସାହାଯ୍ୟ କରିଥାଏ। ଡାକ୍ତର ଦିନରେ ଅତିକମରେ ୮ ଗ୍ଳାସ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। କିଛି ଖାସ ଜିନିଷ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ। ନହେଲେ ଆପଣଙ୍କ ଶରୀରରେ ଲାଭ ପହଞ୍ଚିବା ବଦଳରେ କ୍ଷତି ପହଞ୍ଚିଯିବ।

ବାଦାମ

ଥଣ୍ଡା ହେଉ କିମ୍ବା ଗରମ ଲୋକ ବାଦାମ ଖାଇବାକୁ ବହୁତ ଭଲ ପାଆନ୍ତି। କିନ୍ତୁ ଯଦି ଆପଣ ବାଦାମ ଖାଇବା ପରେ ତୁରନ୍ତ ପାଣି ପିଉଛନ୍ତି, ତେବେ ଆପଣଙ୍କୁ ଏମିତି କରିବା ଅନୁଚିତ। କାରଣ ଏମିତି କରିବା ଦ୍ଵାରା ବେକରେ ଖରାସ ଓ କୁଣ୍ଡେଇବା, କାସ ପରି ସମସ୍ଯା ଦେଖାଯାଏ।

ଫଳ

ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ। ଏହା ସହିତ ଅଲଗା ଅଲଗା ଫଳ ଶରୀରକୁ ଅନେକ ଲାଭ ଦେଇଥାଏ। କିନ୍ତୁ ଆମେ ଫଳର ସେବନ କରିବାର ତୁରନ୍ତ ପରେ ପାଣି ପିଇବା ଉଚିତ ନୁହେ। କାରଣ ଫଳରେ ପୂର୍ବରୁ ୯୦ ପ୍ରତିଶତ ପାଣି ଥାଏ। ଯଦି ଆମେ ଏମିତି କରିବା ତେବେ କାସ, ପେଟ ଖରାପ ହୋଇପାରେ।

ଆଇସକ୍ରିମ

ଆଇସକ୍ରିମ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ଅଧିକାଂଶ ଲୋକ ଏହାକୁ ଖାଇବା ପରେ ତୁରନ୍ତ ପାଣି ପିଇଦିଅନ୍ତି। ଲୋକଙ୍କୁ ଏହା ଜାଣିବା ଉଚିତକି ଥଣ୍ଡା ଆଇସକ୍ରିମ ଉପରେ ପାଣି ପିଇବା ଦ୍ଵାରା ଥଣ୍ଡା ଗରମ ହୋଇପାରେ। ଓ ଆପଣଙ୍କୁ ଏସିଡିଟି ହୋଇପାରେ। କାସ-ଥଣ୍ଡା ଓ ଗ୍ଯାସ ପରି ସମସ୍ଯା ହୋଇପାରେ।

ଚଣା

ଚଣାକୁ ଅନେକ ଲୋକ ବିଭିନ୍ନ ପ୍ରକାରର ସେବନ କରନ୍ତି। କିଛି ଲୋକ ଏହାକୁ ଗରମ ପାଣିରେ ଫୁଟାଇ ଖାଇବାକୁ ପସନ୍ଦ କରନ୍ତି। ଆପଣ ଯେତେବେଳେ ଏମିତି କରନ୍ତି ସେତେବେଳେ ଆପଣଙ୍କୁ ତୁରନ୍ତ ପାଣିର ସେବନ କରିବା ଅନୁଚିତ। କାରଣ ଚଣାକୁ ହଜମ ହେବା ପାଇଁ ଶକ୍ତି ଲାଗେ। ଯଦି ଆମେ ପାଣି ପିଇନେବୁ ତେବେ ଠିକ ଭାବରେ ହଜମ ହେବ ନାହିଁ ଓ ପାଚନ କ୍ରିୟାରେ ଅସୁବିଧା ସୃଷ୍ଟି ହେବ।

KNews Bureau

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

6 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

8 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

12 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

13 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

18 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

26 mins ago