ଲାଇଫ୍ ଷ୍ଟାଇଲ୍

ଆପଣ ଘରେ ଆକ୍ୱାରିୟମ୍‌ ରଖିଛନ୍ତି କି? ତେବେ ଏହି ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ନିହାତୀ ରଖନ୍ତୁ ନଜର

ଆଜିକାଲି ପ୍ରାୟତଃ ସମସ୍ତଙ୍କ ଘରେ ଆକ୍ୱାରିୟମ୍‌ ଥିବା ଦେଖିବାକୁ ମିଳୁଛି । ଏହା ଘରର ସୌନ୍ଦର୍ଯ୍ଯକୁ ବଢାଇଥାଏ । ଖାଲି ସେତିକି ନୁହେଁ ଘରେ ଆକ୍ୱାରିୟମ୍‌ ରଖିବା ଶୁଭ ବୋଲି ମଧ୍ଯ କୁହାଯାଏ। କିନ୍ତୁ କଣ ଆପଣ ଆକ୍ୱାରିୟମ୍‌ ରଖିବାର ସଠିକ୍ ପଦ୍ଧତି ଜାଣିଛନ୍ତି କି?

ଯଦି ଜାଣିଛନ୍ତି ତେବେ ବହୁତ ଭଲ, ଆଉ ଯଦି ଜାଣିନାହାନ୍ତି ତେବେ ହୋଇଯାଆନ୍ତୁ ସାବଧାନ୍, ଏହା ଆପଣଙ୍କପାଇଁ  ଖୁବ୍ ଅଶୁଭ ସାବ୍ଯସ୍ତ ହୋଇପାରେ । ତେବେ ଆସନ୍ତୁ ଜାଣିବା ଆକ୍ୱାରିୟମ୍‌ ବିଷୟରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ଯ । ଯାହା ଆପଣଙ୍କ ଜୀବନରେ ସଫଳତା ଆଣିଦେବ

-ଫେଙ୍ଗସୁଇ ଅନୁସାରେ ଆକ୍ୱାରିୟମ୍‌ରେ ୮ଟି ମାଛ ରଖିବା ଶୁଭଫଳ ହୋଇଥାଏ।

– ୮ଟି ମାଛ ରଖିବା ଦ୍ବାରା ଜୀବନ ସୁଖ ସମୃଦ୍ଧିରେ ଭରି ଯାଇଥାଏ ବୋଲି ବିଶ୍ୱାସ ରହିଛି

-ଫେଙ୍ଗସୁଇ ଅନୁସାରେ ଆକ୍ୱାରିୟମ୍‌ରେ ‘କୋଇ’ ଫିସ୍‌ ରଖିବା ଅତ୍ଯନ୍ତ ଶୁଭ।

-କିନ୍ତୁ ଏହି ମାଛ ଆକାରରେ ବଡ଼ ହୋଇଥିବାରୁ ଆକ୍ୱାରିୟମରେ ରଖିବା ସମ୍ଭବ ହୋଇନଥାଏ।

– ତେଣୁ ‘କୋଇ’ ଫିସ୍‌ ପରିବର୍ତ୍ତେ ଆପଣ ‘ଗୋଲଡ୍‌’ ଫିସ୍‌ ରଖିପାରିବେ।

-‘ଗୋଲଡ୍‌’ ଫିସ୍‌ ରଖିବା ଦ୍ୱାରା ଆପଣଙ୍କ ଘରେ ସୁଖ ଶାନ୍ତି ବଢିଥାଏ ।

-ଆକ୍ୱାରିୟମ୍‌ରେ ‘ରେଡ୍‌ ସ୍ୱର୍ଡ’ ଓ ‘ବ୍ଲାକ୍‌ ମୋଲି ଫିସ୍‌’ ରଖିବା ଶୁଭ।

– ଯଦି ଏହି ମାଛ ରଖୁଛନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେପରି ମାଛ ସଂଖ୍ୟା ୮ ହେବା ଉଚିତ୍‌।

-ଦୁଇଟି ଗୋଲ୍‌କୁ ନେଇ ଇଂରାଜୀରେ 8 ସୃଷ୍ଟି ହୁଏ, ଯାହାର ଅର୍ଥ ଏହାର ଆଦି ନାହିଁ କି ଅନ୍ତ ନାହିଁ। ଯେଉଁଥିପାଇଁ ଯୋଗୁ ଆପଣଙ୍କ ଜୀବନରେ ସଫଳତା ମିଳିଥାଏ।

Sonalisa

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

14 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

47 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

49 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

56 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago