ଲାଇଫ୍ ଷ୍ଟାଇଲ୍

ଜାଣନ୍ତୁ କ’ଣ ରହିଛି ୭ ଘୋଡାର ରହସ୍ୟ, ଜ୍ୟୋତିଷମାନେ କାହିଁକି ଦିଅନ୍ତି ଏହାକୁ ଗୁରୁତ୍ୱ

ହିନ୍ଦୁ ଧର୍ମରେ ଘୋଡାର ଫଟୋ ବିଷୟରେ ଅନେକ କଥା ଲେଖା ହୋଇଛି। ବାସ୍ତୁ ଅନୁସାରେ, ଏହାକୁ ଘରେ ଲଗାଇବା ଶୁଭ ବୋଲି କୁହାଯାଏ। ଘୋଡାର ଫଟୋ ଜୀବନରେ ଉନ୍ନତି ଆଣିଥାଏ। କିନ୍ତୁ ଏହାକୁ କେଉଁ ଦିଗ ଏବଂ କେଉଁଠି ଲଗାଇବା ଦରକାର, ତାହା ଜାଣିବା ବହୁତ ଜରୁରୀ। ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ ୫ଟି ଖାସ କଥା।

୧. ଘରର ବୈଠକ ରୁମରେ ସମୁଦ୍ର କୂଳରେ ଦୌଡୁଥିବା ୭ଟି ଘୋଡାଙ୍କ ଫଟୋ ଲଗାନ୍ତୁ।

୨. ଘୋଡା ଫଟୋ ଲଗାଇବା ପାଇଁ ପୂର୍ବ ଦିଗକୁ ଶୁଭ ବୋଲି କୁହାଯାଏ। କିନ୍ତୁ କାର୍ଯ୍ୟାଳୟରେ ଦକ୍ଷିଣ ଦିଗରେ ଏହାକୁ ଲଗେଇବାକୁ କୁହାଯାଇଥାଏ।

୩. ଏହି ଫଟୋ ଲଗାଇଲେ ଘରେ ସୁଖ ସମୃଦ୍ଧି ସହିତ ମା’ ଲକ୍ଷ୍ମୀଙ୍କ ସ୍ଥାୟୀ ନିବାସ ହୋଇଥାଏ।

୪. ଏହା ନକାରାତ୍ମକ ଶକ୍ତିକୁ ନଷ୍ଟ କରି ସକାରାତ୍ମକ ଶକ୍ତି ଏବଂ ଭାବନା ଉତ୍ପନ କରିଥାଏ।

୫. ବାସ୍ତୁ ଶାସ୍ତ୍ର ଅନୁସାରେ, ଦୌଡୁଥିବା ଘୋଡାର ଗତି, ସଫଳତା ଏବଂ ଶକ୍ତିର ପ୍ରତୀକ ହୋଇଥାଏ। ଏହାଦ୍ୱାରା ଜୀବନରେ ଉନ୍ନତି ସାଧନ ହୋଇଥାଏ। କୁହାଯାଏ, ୭ ଅଙ୍କ ବହୁତ ଶୁଭ ହୋଇଥାଏ। ସପ୍ତ ଋଷି, ଇନ୍ଦ୍ରଧନୁର ସାତ ରଙ୍ଗ, ସାତ ଫେରେ ଆଦି କେତେକ କଥା ୭ ଅଙ୍କର ରହସ୍ୟକୁ ଦର୍ଶାଇଥାଏ। ଏଥିପାଇଁ ୭ ଘୋଡାଙ୍କ ଫଟୋ ହିଁ ଲଗାନ୍ତୁ।

Roshni

Recent Posts

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

8 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

14 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

19 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

20 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago

ଇରଫାନ ପଠାନଙ୍କ ମେକଅପ୍‌ ଆର୍ଟିଷ୍ଟଙ୍କ ମୃତ୍ୟୁ, ସୁଇମିଂ ପୁଲରେ ଗାଧେଇବା ବେଳେ ଚାଲିଗଲା ଜୀବନ

ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ…

1 hour ago