ଜାଣିଛନ୍ତି କି, କିଛି ଅଶୁଭ ହେବା ପୂର୍ବରୁ ଝିଟିପିଟି ଦେଇଥାଏ ସଙ୍କେତ !

ସମସ୍ତଙ୍କ ଜୀବନରେ ଭଲ ଓ ଖରାପ ସମୟ ସମାନ୍ତରାଳରେ ଚାଲିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଆମ ଜୀବନରେ ହେବାକୁ ଥିବା ଖରାପ ଏବଂ ଭଲ ଘଟଣା ବିଷୟରେ ଆମ ଚର୍ତୁପାଶ୍ବରେ ଥିବା ପ୍ରାଣୀ ସୂଚନା ଦେଇଥାନ୍ତି। ଏହି ପ୍ରାଣୀ ମାନଙ୍କ ମଧ୍ୟରେ ଗୋଟିଏ ହେଉଛି ଝିଟିପିଟି।  ଆଜ୍ଞା ହଁ, ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ କିନ୍ତୁ ଆପଣଙ୍କର ଖରାପ ସମୟ ଆସିବା ପୂର୍ବରୁ ଝିଟିପିଟି କିଛିଟା ସଙ୍କେତ ଦେଇଥାଏ।  ଆସନ୍ତୁ ଜାଣିବା ତାହା କଣ ।

– ଯଦି ଆପଣ କୌଣସି କାମରେ ବାହାରକୁ ଯାଉଥିବା ବେଳେ ଆପଣଙ୍କୁ କବାଟରେ ଝିଟିପିଟି ଦେଖାଦିଏ। ତେବେ  ଜାଣି ନିଅନ୍ତୁ କି ଆପଣଙ୍କ ଖରାପ ସମୟ ଆରମ୍ଭ ହେବାକୁ ଯାଉଛି। କିମ୍ବା ଆପଣ ଯେଉଁ କାମ କରିବା ପାଇଁ ବାହାରୁଛନ୍ତି ସେଥିରେ କିଛିଟା ବାଧା ଦେଖାଦେବ।

ନିଶ୍ଚିତ ପଢ଼ନ୍ତୁ:

– ଗୃହ ପ୍ରବେଶ ସମୟରେ ଯଦି ଘରେ ମରିଯାଇଥିବା ଝିଟିପିଟି ଦେଖାଯାଏ ତେବେ ତାହା ଖରାପ ସମୟର ସଙ୍କେତ । ଏହାଠାରୁ ବଞ୍ଚିବା ପାଇଁ  ଘରଶାନ୍ତି ପୂଜନ କରିବା ଉଚିତ୍ ।

-କିଛି ଶୁଭ କାମ ପୂର୍ବରୁ ମଧ୍ୟ ମରିଥିବା ଝିଟିପିଟି ଦେଖିବା ଅଶୁଭ। ଏହା ଦ୍ବାର ସଠିକ୍ ହେଉଥିବା କାମ ମଧ୍ୟ ବିଗିଡି ଯିବାର ସମ୍ଭାବନା ରହିଥାଏ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

16 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago