ରାଶି ଅନୁସାରେ ଧାରଣ କରନ୍ତୁ ଏହି ରତ୍ନ, ଆପଣଙ୍କ ଉପରେ ପଡିବନି ଗ୍ରହଙ୍କ ଅଶୁଭ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାର ଗ୍ରହର ଅଶୁଭ ପ୍ରଭାବ କାରଣରୁ ବ୍ୟକ୍ତିଙ୍କ ଜୀବନ ବହୁତ ଖରାପ ମାତ୍ରାରେ ପ୍ରଭାବିତ ହୋଇଥାଏ। ଗ୍ରହର ଅଶୁଭ ପ୍ରଭାବକୁ କମ୍ କରିବା ପାଇଁ ରତ୍ନ ଧାରଣ କରିବାର ପରାମର୍ଶ ଦିଆଯାଇଥାଏ। ଜ୍ୟୋତିଷରେ ୧୨ ରାଶି ରହିଛି ଏବଂ ସବୁ ରାଶିର କୌଣସି ନା କୌଣସି ଗ୍ରହ ସ୍ୱାମୀ ଅଛନ୍ତି। ସ୍ୱାମୀ ଗ୍ରହଙ୍କର ରାଶି ଉପରେ ପୂରା ପ୍ରଭାବ ରହିଥାଏ। ଆଜି ଏହି ପାଠ୍ୟକ୍ରମରେ ଆମେ ଆପଣଙ୍କୁ ଜଣାଇବୁ ରାଶି ଅନୁସାରେ କେଉଁ ରତ୍ନକୁ ଧାରଣ କରିବା ଉଚିତ।
ମେଷ ରାଶି : ମେଷ ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ ଦେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ବ୍ୟକ୍ତିଙ୍କୁ ମୁଙ୍ଗା ଧାରଣ କରିବା ଉଚିତ।
ବୃଷ ରାଶି : ବୃଷ ରାଶିର ସ୍ୱାମୀ ଶୁକ୍ର ଦେବ। ଜ୍ୟୋତିଷ ଶାସ୍ତ୍ରରେ ଅନୁଯାୟୀ ଏହି ରାଶିର ଜାତକଙ୍କୁ ହୀରା, ଓପାଲ କିମ୍ବା ଜିରକନ୍ ରତ୍ନ ଧାରଣ କରିବା ଉଚିତ।
ମିଥୁନ ରାଶି : ମିଥୁନ ରାଶିର ସ୍ୱାମୀ ବୁଦ୍ଧ ଦେବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ଜାତକଙ୍କୁ ପାନ୍ନା ଧାରଣ କରିବା ଉଚିତ।
କର୍କଟ ରାଶି : କର୍କଟ ରାଶିର ସ୍ୱାମୀ ଚନ୍ଦ୍ର। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ଜାତକଙ୍କୁ ମୋତି ଧାରଣ କରିବା ଉଚିତ।
ସିଂହ ରାଶି : ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ ଦେବ। ଜ୍ୟୋତିଷ ଶାସ୍ତ୍ର ମୁତାବକ ଏହି ରାଶିର ବ୍ୟକ୍ତିଙ୍କୁ ମାଣିକ ଧାରଣ କରିବା ଉଚିତ।
କନ୍ୟା ରାଶି : କନ୍ୟା ରାଶିର ସ୍ୱାମୀ ବୁଦ୍ଧ ଦେବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ଜାତକଙ୍କୁ ପାନ୍ନା ଧାରଣ କରିବା ଉଚିତ।
ତୁଳା ରାଶି : ତୁଳା ରାଶିର ସ୍ୱାମୀ ଶୁକ୍ର ଦେବ। ଜ୍ୟୋତିଷ ଶାସ୍ତ୍ର ମୁତାବକ ଏହି ରାଶିର ବ୍ୟକ୍ତିଙ୍କୁ ହୀରା, ଓପାଲ କିମ୍ବ ଜିରକନ ରତ୍ନ ଧାରଣ କରିବା ଉଚିତ।
ବିଛା ରାଶି : ବିଛା ରାଶିର ସ୍ୱାମୀ ମଙ୍ଗଳ ଦେବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ଜାତକଙ୍କୁ ମୁଙ୍ଗା ଧାରଣ କରିବା ଉଚିତ।
ଧନୁ ରାଶି : ଧନୁ ରାଶିର ସ୍ୱାମୀ ଦେବଗୁରୁ ବୃହଷ୍ପତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ଜାତକଙ୍କୁ ପୋଖରାଜ ଧାରଣ କରିବା ଉଚିତ।
ମକର ରାଶି : ମକର ରାଶିର ସ୍ୱାମୀ ଶନି ଦେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ଜାତକଙ୍କୁ ନୀଲମ ଧାରଣ କରିବାକୁ ଉଚିତ।
କୁମ୍ଭ ରାଶି : କୁମ୍ଭ ରାଶିର ସ୍ୱାମୀ ଶନି ଦେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ବ୍ୟକ୍ତିଙ୍କୁ ନୀଲମ ଧାରଣ କରିବା ଉଚିତ।
ମୀନ ରାଶି : ମୀନ ରାଶିର ସ୍ୱାମୀ ଦେବ ଗୁରୁ ବୃହଷ୍ପତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ଜାତକଙ୍କୁ ପୋଖରାଜ ଧାରଣ କରିବା ଉଚିତ।
ଏହାସହ ପଢ଼ନ୍ତୁ : କଣ ବିବାହ ପୂର୍ବରୁ ଆପଣ ବି ପିନ୍ଧୁଛନ୍ତି କି ପାଉଁଜି, ତାହେଲେ ଜାଣନ୍ତୁ ଏହା ଠିକ ନା ଭୁଲ