ଲାଇଫ୍ ଷ୍ଟାଇଲ୍

ଏକଦମ୍‌ ନୂଆ ଷ୍ଟାଇଲରେ ପ୍ରସ୍ତୁତ କରନ୍ତୁ କଦଳୀ କଟଲେଟ୍‌, ଟେଷ୍ଟରେ ପୂରା ଜବରଦସ୍ତ

ଘରେ ଟିଫିନରେ ସବୁବେଳେ ଗୋଟେ ପ୍ରକାର ଖାଇ ଖାଇ ବୋର ହୋଇଯାନ୍ତି ପରିବାର ଲୋକେ। ଯଦି ଆପଣ ପରିବାର ଲୋକଙ୍କୁ କିଛି ନୂଆ ବନାଇ ଖୁଆଇବାକୁ ଚାହୁଁଥିଲେ ତାହେଲେ ଆଜି ଆମେ ଆପଣଙ୍କୁ ଏକଦମ୍‌ ନୂଆ ଷ୍ଟାଇଲ ନୂଆ ସ୍ୱାଦର ବାନାନା କଟଲେଟ ରେସିପି। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

କଞ୍ଚା କଦଳୀ, ଗ୍ରୀନ ମଟର, ମଇଦା, ଭଜା ଜୀରା, କଞ୍ଚା ଲଙ୍କା, ଲାଲ ଲଙ୍କା ପାଉଡର, କଳା ଲୁଣ, ବ୍ରେଡ ଗୁଣ୍ଡ, ତେଲ(ଛାଣିବା ପାଇଁ), ଲୁଣ-ସ୍ୱାଦାନୁସାରେ।

ପ୍ରସ୍ତୁତି ପ୍ରଣାଳୀ

ବାନାନା କଟଲେଟ ପ୍ରସ୍ତୁତ କରିବା ପାଁ ସର୍ବପ୍ରଥମେ ଏକ ବଡ ପାତ୍ରରେ କଦଳୀ, ମଟର ଏବଂ ମଇଦା ପକାଇ ଭଲ ଭାବେ ମିକ୍ସ କରନ୍ତୁ। ଏହାପରେ ଅନ୍ୟ ସମସ୍ତ ସାମଗ୍ରୀକୁ ଏଥିରେ ମିଶାଇ ଭଲଭାବେ ମିକ୍ସ କରନ୍ତୁ। ଏବେ ଏହି ମିଶ୍ରଣରେ ଛୋଟ ଛୋଟ ଗୋଲା ଆକାର କରିଦିଅନ୍ତୁ। ଏହାପରେ ଏହାକୁ ହାତ ସାହାଯ୍ୟରେ ଚେପଟା କରି ବ୍ରେଡ ଚୂରାରେ ଭଲଭାବେ ମିଶାଇ ଦିଅନ୍ତୁ। ଏବେ କଡେଇରେ ତେଲ ଗରମ କରନ୍ତୁ। ଏହାପରେ କଟଲେଟକୁ ଧୀମା ଆଞ୍ଚରେ ଛାଣନ୍ତୁ। ଏହା ଭଲଭାବେ ଛାଣି ହୋଇଗଲା ପରେ ପ୍ଲେଟକୁ ବାହାର କରିଦିଅନ୍ତୁ। ଏହାକୁ ଗରମା ଗରମ ଟମାଟୋ ସସ୍‌ ସହିତ କିମ୍ବା ଚଟଣୀ ସହିତ ସର୍ଭ କରିପାରିବେ।

Pritiparna

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

5 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

17 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

27 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

30 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago