ଲାଇଫ୍ ଷ୍ଟାଇଲ୍

ବରା ତ ବହୁତ ଖାଇଥିବେ କିନ୍ତୁ ଥରେ ବନାଇ ଖାଆନ୍ତୁ ବ୍ରେଡ ବରା, ସ୍ୱାଦ ଏକଦମ୍‌ ଟେଷ୍ଟୀ

ବ୍ରେଡକୁ ଘରେ ସାଧାରଣତଃ ବ୍ରେକଫାଷ୍ଟ ଭାବରେ ସମସ୍ତେ କରନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ବ୍ରେଡରୁ ଅନେକ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇହେବ, ଯାହାକୁ ଆପଣ ସକାଳ ଏବଂ ସଞ୍ଜରେ ସ୍ନାକ୍ସ ଭାବରେ ଖାଇପାରିବେ। ଆଜି ଆମେ ଆପଣଙ୍କୁ ବ୍ରେଡ ବରା ବିଷୟରେ ଜଣାଇବୁ, ଯାହାର ସ୍ୱାଦ ସାଧାରଣ ବରା ଠାରୁ ବହୁତ ବଢ଼ିଆ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ବ୍ରେଡ ସ୍ଲାଇସ – ୬ଟି
  • ଅଧା କପ୍‌ ଦହି
  • ଅଧା କପ୍‌ ଚାଉଳ ଗୁଣ୍ଡ
  • ୧/୪ କପ୍‌ ସୁଜି
  • ଅଧା ଚାମଚ ଜିରା
  • ପିଆଜ (କଟା ହୋଇଥିବା)
  • ଅଦା (ଗୋଟେ ଖଣ୍ଡ କଦ୍ଦୁକସ୍‌ କରାଯାଇଥିବା)
  • ଅଳ୍ପ – ଧନିଆ ପତ୍ର
  • ଲୁଣ – ସ୍ୱାଦାନୁସାରେ
  • ଭୃଷଙ୍ଗ ପତ୍ର – ଅଳ୍ପ
  • କଞ୍ଚା ଲଙ୍କା – ୨ଟି

ପ୍ରସ୍ତୁତି ପ୍ରଣାଳୀ

  1. ଏକ ପାତ୍ରରେ ବ୍ରେଡ ଖଣ୍ଡ, ଦହି, ଚାଉଳ ଗୁଣ୍ଡ, ଅଟା ଏବଂ ସୁଜି ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
  2. ୨୦ ମିନିଟ୍‌ ପରେ ଏହାକୁ ଅଲଗା ଢ଼ାଙ୍କୁଣୀ ଦେଇଦିଅନ୍ତୁ।
  3. ଏଥିରେ ବଳକା ଥିବା ସବୁ ସାମଗ୍ରୀକୁ ମିଶାଇ ଦିଅନ୍ତୁ।
  4. କଡାରେ ତେଲ ଗରମ କରନ୍ତୁ।
  5. ଚିକ୍କଣ ହାତରେ ମିଡିୟମ ସାଇଜର ବରା ବନାନ୍ତୁ ଏବଂ ଧୀମା ଆଞ୍ଚରେ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ।
  6. ଏବେ ବରା କୁରକୁରା ହୋଇଯିବା ପରେ ଏହାକୁ ବାହାରକୁ ବାହାର କରିଦିଅନ୍ତୁ।
  7. ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ବ୍ରେଡ ବରା। ଆପଣ ଏହାକୁ ନଡିଆ ଚଟଣୀ କିମ୍ବା ଟମାଟୋ ଚଟଣୀ ସହିତ ସର୍ଭ କରିପାରିବେ।

 

Pritiparna

Recent Posts

ଜାଣନ୍ତୁ, ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

24 mins ago

ଜାଣନ୍ତୁ କେତେ ରହିଛି ଆଜି ସୁନା ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

35 mins ago

ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା

ସମ୍ବଲପୁର : ବିଦ୍ୟୁତ ଆଘାତରେ ଦନ୍ତା ମୃତ। ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜ ବସିଆପଡା ଗାଁରେ…

1 hour ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

2 hours ago

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

10 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

13 hours ago