ଲାଇଫ୍ ଷ୍ଟାଇଲ୍

ନୂଆ ଷ୍ଟାଇଲରେ ବନାନ୍ତୁ ଗୁଲଗୁଲା, ପାଟିରୁ ଛାଡିବନି ସ୍ୱାଦ

ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ଅନେକ ଲୋକଙ୍କୁ ଖାଦ୍ୟରେ କିଛି ମିଠା ଖାଇବାକୁ ଇଚ୍ଛା ହୋଇଥାଏ। ଏଥିପାଇଁ ସେମାନେ ଅନେକ ପ୍ରକାର ରେସିପି ବନାଇବାକୁ ପସନ୍ଦ କରନ୍ତି। ଆପଣ ଗୁଲଗୁଲା ନିଶ୍ଚୟ ଖାଇଥିବେ। ଏବଂ ଏହା ଆପଣଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଗୁଲଗୁଲା ବନାଇବାର ତରିକା ଜଣାଇବୁ ଯାହାକୁ ଖାଇଲେ ଆପଣଙ୍କ ପାଟିରୁ ଲାଳ ବାହାରିବ ଏବଂ ଆପଣ ଆଉ ଖାଇବା ପାଇଁ ଇଚ୍ଛା କରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ

ଅଟା – ୨ କପ୍‌

ଚିନି ବା ଗୁଡ – ୧/୨ କପ୍‌

ରାଶି – ଏକ ବଡ ଚାମଚ

ଘିଅ – ୧ ବଡ ଚାମଚ

ତେଲ – ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ଅଟାକୁ ଛାଣି ଦିଅନ୍ତୁ।

-ଏହାପରେ ୧/୨ କପ୍‌ ପାଣିରେ ଗୁଡ କିମ୍ବା ଚିନି ପକାଇ ଘୋଳ ପ୍ରସ୍ତୁତ କରନ୍ତୁ।

-ଏହାସହିତ ଏକ ବଡ ଚାମଚ ଘିଅ ଏବଂ ଆବଶ୍ୟକ ଅନୁଯାୟୀ ପାଣି ମିଶାନ୍ତୁ।

-ଏହାପରେ ଗୁଲଗୁଲା କରିବା ପାଇଁ ଏହାର ଘୋଳକୁ ଭଳଭାବେ ଫେଣ୍ଟି ଦିଅନ୍ତୁ।

-ଏବେ ଏହାକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଢ଼ାଙ୍କି ରଖିଦିଅନ୍ତୁ।

-୧୫ ମିନିଟ ପରେ ଅଟାରେ ରାଶି ପକାଇ ପୁଣି ଥରେ ଫେଣ୍ଟନ୍ତୁ।

-ଏହାପରେ କଡାରେ ତେଲ ଗରମ କରନ୍ତୁ।

-ଯେତେବେଳେ ତେଲ ଗରମ ହୋଇଯିବ, ଆଞ୍ଚକୁ ମଧ୍ୟମ କରିଦିଅନ୍ତୁ।

-ଏବେ ହାତରେ ଅଳ୍ପ ଅଟାର ଘୋଳ ନେଇ ତେଲରେ ଗରମ କରନ୍ତୁ।

-କଡାରେ ଯେତେ ଗୁଲଗୁଲା ହୋଇପାରୁଛି କରନ୍ତୁ। ଏହାପରେ ଏହାକୁ ଭଲ ଭାବେ ଛାଣନ୍ତୁ।

-ଏବେ ଆପଣ ଏହାକୁ ପ୍ଲେଟକୁ ବାହାର କରିଦିଅନ୍ତୁ।

-ଆପଣଙ୍କ ମନଲାଖି ଗୁଲଗୁଲା ପ୍ରସ୍ତୁତ ହୋଇଯାଇଛି।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

31 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

33 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

40 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

49 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

49 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago