ଲାଇଫ୍ ଷ୍ଟାଇଲ୍

ଘରୋଇ ଜିନିଷରେ ଚମକିବ ଆପଣଙ୍କ କେଶ, ଏହି ଉପାୟରେ ବନାନ୍ତୁ ହେୟାର ସ୍ପା କ୍ରିମ

ସମସ୍ତେ ସୁନ୍ଦର ଏବଂ ଚକଚକିଆ କେଶ ପାଇବାକୁ ଚାହାଁନ୍ତି କିନ୍ତୁ ବାରମ୍ବାର କେଶରେ ଧୂଳି ଏବଂ ହିଟ ବ୍ୟବହାର କରିବାଦ୍ୱାରା କେଶ ଧୀରେ ଧୀରେ ନଷ୍ଟ ହୋଇଯାଏ । ଯେଉଁଥିପାଇଁ ହେୟାର ସ୍ପା କରିବା ହିଁ ଗୋଟିଏ ବିକଳ୍ପ । ଆଉ ଏଥିପାଇଁ ଆପଣଙ୍କୁ ପାର୍ଲରରେ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ଏବଂ ଆପଣ ପ୍ରତ୍ୟେକ ଥର ପାର୍ଲରକୁ ଯାଇ ଏତେ ଟଙ୍କା ଖର୍ଚ୍ଚ କରିବା ସମ୍ଭବ ନୁହେଁ ।

ଏହା ବ୍ୟତୀତ ବର୍ତ୍ତମାନ ଅଧିକାଂଶ ଲୋକ କରୋନା ପାଇଁ ପାର୍ଲରଠାରୁ ଦୂରଇ ଅଛନ୍ତି । ଯଦି ଆପଣ ପାର୍ଲରକୁ ନ ଯାଇ ଘରେ ଏକ ହେୟାର ସ୍ପା କରିବା ବିଷୟରେ ଚିନ୍ତା କରୁଛନ୍ତି । ତେବେ ଏଠାରେ ଆମେ ଆପଣଙ୍କୁ ଶିଖାଇବୁ କିପରି ଘରେ ହେୟାର ସ୍ପା କ୍ରିମ୍ ତିଆରି କରିବେ ଯାହାଦ୍ୱାରା ଆପଣ ନିଜେ ଘରେ ବି ହେୟାର ସ୍ପା କରିପାରିବେ ଏବଂ ଉଭୟ ଟଙ୍କା ଓ ସମୟ ବଞ୍ଚାଇ ପାରିବେ ।

ଆବଶ୍ୟକୀୟ ସାମଗ୍ରୀ

  • ୨ ଚାମଚ ଅଲିଭ୍ ତେଲ
  • ୧ ଚାମଚ ନଡ଼ିଆ ତେଲ
  • ୧ ଚାମଚ ଗ୍ଲିସେରିନ
  • ୪ ରୁ ୫ ଚାମଚ ଆଲୋଭେରା ଜେଲ୍
  • ଆପଣ ବ୍ୟବହାର କରୁଥିବା ୪ ଚାମଚ ହେୟାର ପ୍ୟାକ୍ କିମ୍ବା ହେୟାର କଣ୍ଡିସନର

କିପରି ତିଆରି କରିବେ ?

୧. ପ୍ରଥମେ ଗୋଟେ ପାତ୍ରରେ ଅଲିଭ୍ ତେଲ ନିଅନ୍ତୁ ସେଥିରେ ଆଲୋଭେରା ଜେଲ୍, ଗ୍ଲିସେରିନ, ହେୟାର ପ୍ୟାକ୍ କିମ୍ବା ହେୟାର କଣ୍ଡିସନର ମିଶାନ୍ତୁ ।

୨. ବର୍ତ୍ତମାନ ସେଗୁଡିକୁ ଏକ ମିକ୍ସର୍ ପାତ୍ରରେ ରଖନ୍ତୁ ଏବଂ ଭଲ ଭାବରେ ମିଶାନ୍ତୁ ।

୩. ଏହାପରେ ସମାନ ପରିମାଣର ନଡିଆ ଏବଂ ବାଦାମ ତେଲକୁ ମିଶାଇ ଏହାକୁ କେଶର ମୂଳରେ ଲଗାନ୍ତୁ ।

୪. ବର୍ତ୍ତମାନ ଆପଣ ପ୍ରସ୍ତୁତ କରିଥିବା ସ୍ପା କ୍ରିମ୍ କେଶରେ ପ୍ରୟୋଗ କରନ୍ତୁ ।

୫. ତାପରେ ତଉଲିଆକୁ ଉଷୁମ ପାଣିରେ ବୁଡ଼ାଇ ଏହାକୁ କେଶରେ ଗୁଡ଼ାଇ କିଛି ସମୟ ଷ୍ଟିମ ନିଅନ୍ତୁ । ଏହିପରି ୪ ରୁ ୫ ଥର କରନ୍ତୁ ।

୬. ଶେଷରେ ନିଜର ନିୟମିତ ସାମ୍ପୁ ଲଗାଇ କେଶ ଧୋଇ ଦିଅନ୍ତୁ ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

5 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

24 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

32 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

49 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago