image source : cdkitchen
କଫି ପ୍ରାୟ ସମସ୍ତଙ୍କୁ ପସନ୍ଦ। କଫି ପ୍ରେମୀଙ୍କୁ ସବୁପ୍ରକାର କଫି ପସନ୍ଦ ଆସିଥାଏ। ସେହିପରି ଯଦି ଆମେ ଗରମ ଦିନ କଥା କହିବା ତାହେଲେ କୋଲଡ କଫି ସମସ୍ତଙ୍କୁ ପସନ୍ଦ ଆସିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ କଫିର ଏକ ନୂଆ ସ୍ୱାଦ ଚଖାଇବୁ। ପ୍ରସ୍ତୁତ କରନ୍ତୁ ମିଣ୍ଟ କଫି। ଆସନ୍ତୁ ଜାଣିବା ଏହାକୁ କେମିତି କରିବା ପ୍ରସ୍ତୁତ।
ପୋଦିନା ପତ୍ର ଏବଂ ଚିନିକୁ ଏକାସାଥିରେ ପକାଇ ଦିଅନ୍ତୁ ଏବଂ ତାହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ଏଥିରେ ଆଇସକ୍ୟୁବ, କଫି ଏବଂ କ୍ଷୀର ପକାନ୍ତୁ। ଏହି ସବୁକୁ ମିଶାଇବା ପାଇଁ ଟିକେ ଗୋଳାଇ ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ମିଣ୍ଟ କଫି। ଏବେ ଏହାକୁ ଗ୍ଲାସରେ ବାହାର କରି ପୋଦିନା ପତ୍ରରେ ଗାର୍ନିସ କରନ୍ତୁ। ଆଉ ଥଣ୍ଡା ଥଣ୍ଡା ମିଣ୍ଟ କଫିର ମଜା ନିଅନ୍ତୁ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…