ଲାଇଫ୍ ଷ୍ଟାଇଲ୍

ବେସନ ନୁହେଁ ଚାଉଳ ଗୁଣ୍ଡରେ ବନାନ୍ତୁ ବଢ଼ିଆ ଟେଷ୍ଟୀ ଢ଼ୋକଲା, ମୁହଁରେ ଆସିଯିବ ପାଣି

ଗୁଜରାଟରେ ପ୍ରସିଦ୍ଧ ବ୍ୟଞ୍ଜନ ହେଉଛି ଢ଼ୋକଲା। ଏହାର ସ୍ୱାଦ ପ୍ରାୟ ସମସ୍ତେ ନେଇଥିବେ। ଏହାକୁ ପ୍ରାୟ ଲୋକ ବେସନରେ ବନାଇଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଚାଉଳର ପ୍ରସ୍ତୁତ ଡୋକଲା ବିଷୟରେ ଜଣାଇବୁ। ଯାହା ଆପଣଙ୍କୁ ଏକଦମ୍‌ ନୂଆ ସ୍ୱାଦ ଦେବ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଚାଉଳ ଗୁଣ୍ଡ – ୨୫୦ ଗ୍ରାମ
  • ସୁଜି – ୩୦ ଗ୍ରାମ
  • ଦହି – ୧/୨ କପ
  • ଚିନି – ସ୍ୱାଦାନୁସାରେ
  • ତେଲ – ୪ ଟେବୁଲ ଚାମଚ
  • ସୋରିଷ ତେଲ – ୧/୨ ଟେବୁଲ ଚାମଚ
  • ଲାଲ ଲଙ୍କା – ୨ଟି
  • ହେଙ୍ଗୁ – ଚିମୁଟାଏ
  • ପାଣି – ଆବଶ୍ୟକ ଅନୁସାରେ
  • ଲୁଣ – ସ୍ୱାଦାନୁସାରେ
  • ଲେମ୍ବୁ ରସ – ୧ ଚାମଚ
  • ଗାର୍ନିସ ପାଇଁ
  • ନଡିଆ ତେଲ – ୨ ଟେବୁଲ ଚାମଚ (କୋରା ହୋଇଥିବା)
  • ଧନିଆ ପତ୍ର – ୨ ଟେବୁଲ ଚାମଚ (କଟା ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଏକ ପାତ୍ରରେ ଚାଉଳ ଗୁଣ୍ଡ, ସୁଜି, ଦହି, ଚିନି ଏବଂ ଏକ ଚାମଚ ତେଲ ପକାଇ ମିକ୍ସ କରନ୍ତୁ।
  2. ଏବେ ଏଥିରେ ଆବଶ୍ୟକ ଅନୁସାରେ ପାଣି ପକାଇ ଘୋଳ ପ୍ରସ୍ତୁତ କରନ୍ତୁ।
  3. ଏଥିରେ ହେଙ୍ଗୁ ଏବଂ ଲେମ୍ବୁ ରସ ମିଶାଇ ଘୋଳକୁ ରାତି ସାରା ଅଲଗା ରଖିଦିଅନ୍ତୁ।
  4. ଏବେ ଏକ ଷ୍ଟିମରେରେ ପାଣି ଗରମ କରନ୍ତୁ।
  5. ଘୋଳକୁ ପ୍ଲେଟରେ ବାହାର କରି ମେଲାଇ ଦିଅନ୍ତୁ।
  6. ଏହାପରେ ଷ୍ଟିମରର ଢ଼ାଙ୍କଣା ଦେଇ ୨୦ ମିନିଟ ପାଇଁ ଷ୍ଟିମ ହେବାକୁ ଦିଅନ୍ତୁ।
  7. କୋଡିଏ ମିନିଟ୍‌ ପରେ ଷ୍ଟିମରରୁ ଘୋଡଣି ବାହାର କରି ଥଣ୍ଡା କରି ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ।
  8. ଏବେ ଏକ ଅଲଗା ପ୍ୟାନରେ ତେଲ ଗରମ କରନ୍ତୁ।
  9. ଏଥିରେ ସୋରିଷ ଦାନା ଏବଂ ଲଙ୍କା ପକାଇ ତଡକା ଦିଅନ୍ତୁ।
  10. ରଙ୍ଗ ବଦଳିଯିବା ପରେ ଏଥିରେ ୨ ଟେବୁଲ ଚାମଚ ପାଣି ପକାଇ ଫୁଟିବା ପାଇଁ ଛାଡି ଦିଅନ୍ତୁ।
  11. ଏବେ ପ୍ରସ୍ତୁତ ତକଡାରେ କାଟି ରଖିଥିବା ଢ଼ୋକଲା ଖଣ୍ଡକୁ ପକାଇ ମିକ୍ସ କରନ୍ତୁ।
  12. ଆପଣଙ୍କ ଚାଉଳ ଢ଼ୋକଲା ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ନଡିଆ ଏବଂ ଧନିଆ ପତ୍ରରେ ସଜାଇ ସର୍ଭ କରିପାରିବେ।
Pritiparna

Recent Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ମହାମହିମ ରାଷ୍ଟ୍ରପତି ତାଙ୍କୁ ପଦ ଓ ଗୋପନୀୟତାର…

31 mins ago

ବସ୍‌ ରେ ଯାତ୍ରା ସମୟରେ ଖସି ପଡ଼ୁଥିଲେ ଯାତ୍ରୀ, ସୁପରମ୍ୟାନ୍‌ ଭାବେ ଜୀବନ ରକ୍ଷା କଲେ କଣ୍ଡକ୍ଟର

ଯଦି ଆପଣ ଚଳଚ୍ଚିତ୍ରରେ 'ସ୍ପାଇଡରମ୍ୟାନ୍' ଦେଖିଥିବେ, ତେବେ ଆପଣ ବୋଧହୁଏ ଜାଣିଥିବେ ଷଷ୍ଠ ଇନ୍ଦ୍ରୀୟ (sixth sence) କ’ଣ କୁହାଯାଏ…

2 hours ago

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ୪୨ ଚକ ନିର୍ମାଣ ଶେଷ

ପୁରୀ : ଚଳଚଞ୍ଚଳ ପୁରୀ ରଥଖଳା । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ…

2 hours ago

ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସ, ପ୍ରଦର୍ଶିତ ହେଲା ସିନେମା ଶୂନ୍ୟ ସ୍ବରୂପ

ଭୁବନେଶ୍ଵର : ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସରେ ପ୍ରଦର୍ଶିତ ହୋଇଛି ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶୂନ୍ୟ ସ୍ବରୂପ…

3 hours ago

ଦମ୍ ବିରିୟାନି, ଯୋଧପୁରୀ ସବ୍‌ଜି, ମଟ୍‌କା କୁଲ୍‌ଫି…ଜେପି ନଡ୍ଡାଙ୍କ ବାସଭବନରେ ଏନ୍‌ଡିଏ ସାଂସଦଙ୍କ ଡିନର ପାର୍ଟି

ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ଜୁନ୍‌ ୯ରେ ମୋଦି ପ୍ରଧାନମନ୍ତ୍ରୀ…

3 hours ago

ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି…

3 hours ago