ନୂଆ ସ୍ୱାଦର ନିଅନ୍ତୁ ଭରପୂର ମଜା, ଏମିତି ବନାନ୍ତୁ ସୁଜି ପକୋଡି

ସଂନ୍ଧ୍ୟାର ଟିଫିନରେ ସବୁବେଳେ ରାଗ ଏବଂ ଚଟପଟା ଖାଇବାକୁ ମନ ହୋଇଥାଏ। ଆଉ ସବୁଦିନ ଗୋଟିଏ ପ୍ରକାର ଖାଦ୍ୟ ଖାଇ ଖାଇ ବୋର ହୋଇଯାନ୍ତି ଲୋକେ। ଯଦି ଆପଣ ଏମିତି ଭାବୁଛନ୍ତି କଣ କଲେ କିଛି ନୂଆ ଖାଦ୍ୟର ସ୍ୱାଦ ପାଇପାରିବେ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ପକୋଡି ତା ପୁଣି ବେସନ ନୁହେଁ ସୁଜି ପକୋଡି। ଏହି ପକୋଡି ଖାଇବାକୁ ଯେତିକି କ୍ରିସପି ସ୍ୱାଦରେ ମଧ୍ୟ ସେତିକି ଲଜବାବ୍‌। ଏହାକୁ ବନାଇବା ଖୁବ୍‌ ସହଜ, ଏଥିପାଇଁ ଅଧିକ କିଛି ସାମଗ୍ରୀର ଆବଶ୍ୟକ ପଡିବନାହିଁ। ଏହାକୁ ଆପଣ ସଂନ୍ଧ୍ୟାରେ ଚା ସହିତ ଖାଇପାରିବେ।

ଆବଶ୍ୟକ ସାମଗ୍ରୀ

-କଞ୍ଚା ଲଙ୍କା

-ବନ୍ଧା କୋବି

-ରିଫାଇନ୍‌ ତେଲ

-ଲୁଣ

-ସୁଜି

-କଞ୍ଚା ଲଙ୍କା

-ଧନିଆ ପତ୍ର

ପ୍ରସ୍ତୁତ ପ୍ରଣାଳୀ

ଏକ ପାତ୍ରରେ ସୁଜି, ଦହି,ବନ୍ଧା କୋବି, ସିମଲା ଲଙ୍କା, ଫୁଲ କୋବି ଏବଂ ସ୍ୱାଦାନୁସାରେ ଲୁଣ ମିଶାଇ ମିକ୍ସ କରିଦିଅନ୍ତୁ ଏହାପରେ ଅଳ୍ପ ପାଣି ମିଶାନ୍ତୁ। ଏହାପରେ ଗ୍ୟାସରେ ତେଲ ପକାନ୍ତୁ ତେଲକୁ ଗରମ କରନ୍ତୁ। ଏବେ ଏହି ମିଶ୍ରଣକୁ ଗୋଲ ଗୋଲ ଆକାର ଦେଇ ତେଲରେ ଛାଣନ୍ତୁ। ଏହା ସୁନେଲୀ ରଙ୍ଗ ହୋଇଗଲା ପରେ କାଢ଼ି ଦିଅନ୍ତୁ। ଏବେ ଆପଣଙ୍କର ସୁଜି ପକୋଡି ପ୍ରସ୍ତୁତ ହୋଇଯାଇଛି।

Pritiparna

Recent Posts

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

12 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

18 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

22 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

23 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago

ଇରଫାନ ପଠାନଙ୍କ ମେକଅପ୍‌ ଆର୍ଟିଷ୍ଟଙ୍କ ମୃତ୍ୟୁ, ସୁଇମିଂ ପୁଲରେ ଗାଧେଇବା ବେଳେ ଚାଲିଗଲା ଜୀବନ

ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ…

1 hour ago