ଲାଇଫ୍ ଷ୍ଟାଇଲ୍

ବେସନ ନୁହେଁ ସୁଜିରେ ବନାଇ ଖାଆନ୍ତୁ ଗରମା ଗରମ ପକୋଡା, ଟେଷ୍ଟରେ ଏକଦମ୍ ଜବରଦସ୍ତ

କରୋନା ଭାଇରସ୍ କାରଣରୁ ସାରା ଦେଶ ଏବେ ଲକଡାଉନ। ଏମିତିରେ ସମସ୍ତେ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି। ଘରେ ରହିବା ସହିତ ପ୍ରତିଦିନ ନୂଆ ନୂଆ ରେସିପି ଟ୍ରାଏ କରୁଛନ୍ତି ଲୋକେ। ଏଥିପାଇଁ ଆଜି ଆପଣଙ୍କୁ ଜଣାଇବୁ ସନ୍ଧ୍ୟାରେ ଚା ସହିତ ଖାଇବା ପାଇଁ ଏକ ଖାସ୍ ଡିସ୍‌। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସୁଜି ପକୋଡା। ତାହାଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-ସିମଲା ଲଙ୍କା
-ବନ୍ଧା କୋବି
-ଫୁଲ କୋବି
-ରିଫାଇନ ତେଲ
-ଦହି
-ବେକିଂ ସୋଡା
-ଲୁଣ
-ସୁଜି
-ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ

-ଏକ କଡାରେ ସୁଜି, ଦହି, ବନ୍ଧା କୋବି, ସିମଲ ଲଙ୍କା, ଫୁଲ କୋବି ଏବଂ ସ୍ୱାଦାନୁସାରେ ଲୁଣ ମିକ୍ସ କରନ୍ତୁ ଏବଂ ହାଲୁକା ପାଣି ମିଶାନ୍ତୁ।
-ଏବେ ଏହି ମିଶ୍ରଣକୁ ଗୋଲ ଗୋଲ କରି ବନାଇ ଗରମ ତେଲରେ ପକାନ୍ତୁ। ଛାଣି ହେଲା ପରେ ବାହାରକୁ ବାହାର କରିଦିଅନ୍ତୁ।
-ଏବେ ଆପଣଙ୍କର ସୁଜି ପକୋଡା ପ୍ରସ୍ତୁତ ହୋଇଯାଇଛି।
-ଆପଣ ଏହାକୁ ମନ ପସନ୍ଦର ଚଟଣୀ କିମ୍ବା ସସ୍ ସହିତ ଗରମା ଗରମ ସର୍ଭ କରନ୍ତୁ।

Pritiparna

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

7 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

23 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

56 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

58 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago