ଲାଇଫ୍ ଷ୍ଟାଇଲ୍

ଅଜାଣତରେ କରୁଥିବା ଏହି ୫ ଭୂଲ ପାଇଁ ଆପଣଙ୍କ ଘର ଛାଡି ଦିଅନ୍ତି ମାତା ଲଷ୍ମୀ

ଧନର ଦେବୀ ମାତା ଲଷ୍ମୀଙ୍କ କୃପା ସମସ୍ତେ ପାଇବାକୁ ଚାହାନ୍ତି। କାରଣ ଲଷ୍ମୀଙ୍କ କୃପା ପାଇବା ଦ୍ୱାରା କୌଣସି ପ୍ରକାର ଆର୍ଥିକ ସମସ୍ୟା ହୋଇନଥାଏ। ଏଥିପାଇଁ ଲୋକମାନେ ମାତା ଲଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରକାର ଉପାୟକୁ ଆପଣେଇଥାନ୍ତି। କିନ୍ତୁ ଅନେକ ବ୍ୟକ୍ତି ଅଜାଣତରେ ଏମିତି କିଛି ଭୁଲ କରିଦିଅନ୍ତି ଯାହାଦ୍ୱାରା ମାତା ଲଷ୍ମୀ କ୍ରୋଧିତ ହୋଇଯାନ୍ତି ଏବଂ ମା ଲଷ୍ମୀ ଘରେ ପ୍ରବେଶ କରନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା ଆପଣ ଅଜାଣତରେ କରୁଥିବା ସେହି ଭୁଲ ବିଷୟରେ।

ଦୀପ

ଯେଉଁ ଘରେ ସକାଳ ଏବଂ ସଂଧ୍ୟା ସମୟରେ ଦୀପ ଏବଂ ଆଳତି କରାଯାଏନାହିଁ, ସେହି ଘରେ ମାତା ଲଷ୍ମୀ କେବେବି ବାସ କରନ୍ତିନାହିଁ।

ସୂର୍ଯ୍ୟଦ୍ୱୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଶୋଇବା

ଶାସ୍ତ୍ରରେ ସୂର୍ଯ୍ୟଦ୍ୱୟ ପରେ ଏବଂ ସୂର୍ଯ୍ୟାସ୍ତ ସମୟରେ ଶୋଇବା ବର୍ଜିତ ବୋଲି ଧରାଯାଏ। ଏହି ସମୟରେ ଶୋଇବା ଦ୍ୱାରା ମାତା ଲଷ୍ମୀ କ୍ରୋଧିତ ହୋଇଯାନ୍ତି।

ମଇଳା କପଡା

ଯେଉଁ ବ୍ୟକ୍ତି ମଇଳା ତଥା ଅପରିଷ୍କାର ଭାବରେ ରୁହନ୍ତି, ତାଙ୍କ ଘରୁ ଲଷ୍ମୀ ଦୁରେଇ ଯାଆନ୍ତି।

କ୍ରୋଧ

ଯେଉଁ ବ୍ୟକ୍ତି ସବୁବେଳେ ଘରେ ନିଜ ପରିବାର ଲୋକଙ୍କ ଉପରେ କ୍ରୋଧିତ ହୋଇଥାନ୍ତି କିମ୍ବା କଳି ଝଗଡା କରନ୍ତି , ତେବେ ଧନର ଲଷ୍ମୀ ସେହି ଘରେ କେବେବି ନିଜର କୃପା ଦୃଷ୍ଟି ରଖନ୍ତିନାହିଁ।

ଅନାଦର

ଯେଉଁଠି ଗୁରୁ, ସାଧୁ ଏବଂ ଶାସ୍ତ୍ରର ଅନାଦର ହୋଇଥାଏ। ସେଠାରେ ମାତା ଲଷ୍ମୀ ନିଜର ନିବାସ ସ୍ଥାନ କେବେବି କରନ୍ତିନାହିଁ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

40 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

54 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

2 hours ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago