ଲାଇଫ୍ ଷ୍ଟାଇଲ୍

କେଶ ପାଇଁ ଲାଭକାରୀ ମାୟୋନିଜ୍‌, ଜାଣନ୍ତୁ କେମିତି

କେଶକୁ ସୁନ୍ଦର ଏବଂ ମଜବୁତ କରିବା ପାଇଁ ଆମେ ବଜାରରେ ମିଳୁଥିବା ଅନେକ ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରିଥାଉ। ଆଉ ଏଥିପାଇଁ ଆମେ ବହୁତ ପଇସା ମଧ୍ୟ ଖର୍ଚ୍ଚ କରୁଛେ। ଆପଣ ସାଲାଡ, ସାଣ୍ଡଓ୍ଵିଚ, ଡିପ୍ସ, ହର୍ଟ ଡଗ୍ସ ସହିତ ମାୟୋନିଜ ନିଶ୍ଚିତ ଭାବେ ଖାଇତିବେ। କିନ୍ତୁ କେବେ କେଶରେ ମାୟୋନିଜକୁ ବ୍ୟବହାର କରିଛନ୍ତି କି ? କେଶକୁ ସୁସ୍ଥ ରଖିବା ପାଇଁ ମାୟୋନିଜ ବେଶ୍‌ ଉପକାରୀ ହୋଇଥାଏ। ମାୟୋନିଜ କେଶକୁ ସୁସ୍ଥ ରଖିବା ସହିତ ହେୟାକୁ ଡ୍ୟାମେଜ ହେବାରୁ ବଞ୍ଚାଇଥାଏ। ମାୟୋନିଜ ଅଣ୍ଡା, ସିରକା, ତେଲ ଇତ୍ୟାଦି ମସଲାର ମିଶ୍ରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା, କିପରି ଏହାକୁ କେଶ ପାଇଁ ବ୍ୟବହାର କରିବେ।

– ମାୟୋନିଜ କେଶ ପାଇଁ ବହୁତ ଭଲ କଣ୍ଡିସନର ଭାବେ କାମ କରିଥାଏ। ଏହା କେଶକୁ ଉଜ୍ୱଳ କରିବା ସହିତ ସିଲକି କରିଥାଏ।

– କେଶକୁ ପୋଷକ ତତ୍ତ୍ୱ  ଅଧିକ ଦେବା ସହ କେଶର ବିକାଶ କରିଥାଏ ମାୟୋନିଜ।

– ଦୋମୁହାଁ କେଶ ସମସ୍ୟାରୁ ମୁକ୍ତି ଦେଇଥାଏ ମାୟୋନିଜ।

– ମାୟୋନିଜରେ ଥିବା ଅଣ୍ଡା ଏବଂ ତେଲ ରୁକ୍ଷ କେଶକୁ ସତେଜତା ଦେଇଥାଏ। ଏଥିରେ ଥିବା ପ୍ରୋଟିନ କେଶ ଝଡିବାକୁ ରୋକିଥାଏ।

– ମାୟୋନିଜ ରିବଡିଂ ଟ୍ରିଟମେଣ୍ଟ ଭଳି କୁଞ୍ଚ କେଶକୁ ସିଧା କରିବାରେ ସହାୟକ ହୋଇଥାଏ। ଏହାର ନିୟମିତ ବ୍ୟବହାର କେଶକୁ ମୁଲାୟମ କରିଥାଏ।

– ରୂପି ସମସ୍ୟା ନେଇ ଚିନ୍ତିତ ଅଛନ୍ତି କି। ଏହାର ଉପଚାର ପାଇଁ ମାୟୋନିଜକୁ ବ୍ୟବହାର କରିପାରିବେ। ଏଥିରେ ଥିବା ସିରକା ରୂପି ସମସ୍ୟା ହଟାଇଥାଏ।

Swagatika

Recent Posts

କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ ।   ଅଳ୍ପକେ ବର୍ତ୍ତିଲେ ୪୦…

17 mins ago

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…

55 mins ago

ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…

1 hour ago

ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…

1 hour ago

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌…

2 hours ago

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

3 hours ago