ଭୁଲରେ ମଧ୍ୟ ଛିଡାନ୍ତୁ ନାହିଁ ଧଳା କେଶ, ପୁରୁଷମାନେ ଏମିତି ନିଅନ୍ତୁ କେଶର ଯତ୍ନ

କଳା ଘନ କେଶ ମଝିରେ ଯେତେବେଳେ ଆପଣଙ୍କୁ ଗୋଟିଏ ଧଳା କେଶ ନଜର ଆସିଯାଏ, ସେହି ସମୟରେ ଆପଣ ଆଶ୍ଚର୍ଯ୍ୟ ହୋଇଯାନ୍ତି। ଆପଣ ଏହା ଦେଖି ଚିନ୍ତାରେ ପଡିଯାନ୍ତି ଏବଂ ଭାବନ୍ତି ଏମିତି କେମିତି ହେଲା ଆଉ ତାପରେ ଆପଣ ସେହି ଧଳା କେଶକୁ ଛିଡାଇ ଦିଅନ୍ତି। କିନ୍ତୁ ଏମିତି କରିବା ପୂରାପୂରୀ ଭାବେ ଭୁଲ ଅଟେ। ଧଳା କେଶକୁ ନେଇ ସମସ୍ତେ ଚିନ୍ତିତ ହୋଇଯିବା ସ୍ବାଭାବିକ କଥା। ଆଜି ଆମେ ଆପଣଙ୍କୁ ଏହି ଚିନ୍ତାରୁ ଦୂର ହେବା ଉପାୟ ଜଣାଇବୁ।

ଧଳା କେଶକୁ ଛିଡାନ୍ତୁ ନାହିଁ

ଯଦି ଆପଣ ଧଳା କେଶକୁ ଦେଖି ଚିନ୍ତିତ ହେଉଯାଉଛନ୍ତି ଏବଂ ତାକୁ ବାହାର କରିଦେଉଛନ୍ତି ତେବେ ଏମିତି କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଏହା ଦ୍ବାରା ଆପଣଙ୍କ କେଶ ମୂଳକୁ କ୍ଷତି ପହଁଚିଥାଏ। ଏମିତି କଲେ ଆପଣଙ୍କ କେଶ ଝଡିବା ସମସ୍ୟା ଅଧିକ ବଢ଼ିଯାଇପାରେ।

ଧଳା କେଶ ସମସ୍ୟା ଶେଷ ହୋଇନଥାଏ ଏଥିପାଇଁ ଆପଣ ତାହାକୁ ନ ବାହାର କରି ସେହି ଧଳା କେଶର ମୂଳକୁ କାଟି ଦିଅନ୍ତୁ। ଏମିତି କରିବା ଦ୍ବାରା ଧଳା କେଶ ମୂଳରୁ ସବୁଦିନ ପାଇଁ ପଳେଇଯାଇଥାଏ। କିନ୍ତୁ ଏହି ଉପାୟ ସେତେବେଳେ କାମରେ ଆସିବ ଯେତେବେଳେ ଆପଣଙ୍କର ଗୋଟିଏ କିମ୍ବା ଦୁଇଟି କେଶ ଧଳା ହୋଇଥିବ।

ମୁଣ୍ଡରେ ଧଳା କେଶ ହୋଇଗଲେ ଆପଣ ନିଜ କେଶକୁ କଲର କରି ଦିଅନ୍ତୁ। କିନ୍ତୁ ଏଥିପାଇଁ ଆପଣଙ୍କୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। ନିଜେ ଏହାକୁ କଲର କରିବାର ଭୁଲ କରନ୍ତୁ ନାହିଁ, ଏଥିପାଇଁ କୌଣସି ଏକ୍ସପର୍ଟଙ୍କର ସାହାରା ନିଅନ୍ତୁ। ଆପଣ ଚାହିଁବେ ତ ଆପଣଙ୍କ କେଶର ରଙ୍ଗ ଅନୁଯାୟୀ ଆପଣ ନିଜ କେଶକୁ କଲର କରିପାରିବେ। ଏମିତି କରିବା ଆପଣଙ୍କ ପାଇଁ ଉଚିତ ରହିବ ଏବଂ ଏହା ସହିତ ଆପଣଙ୍କ ଲୁକ୍ ମଧ୍ୟ ବଦଳିଯିବ।

କେଶକୁ କଲର କରିବା ପରେ ତାହାର ଯତ୍ନ ନେବା ନିହାତି ଆବଶ୍ୟକ। କଲର କରିବା ପରେ ତାହା ଶୁଷ୍କ ହୋଇଯାଇଥାଏ ଏମିତିରେ ଆପଣ ଏହା ପାଇଁ ଠିକ ତେଲର ବ୍ୟବହାର କରିବା ଉଚିତ। ଗରମ ଦିନରେ ଆପଣଙ୍କୁ ଅଧିକ ନିଜ କେଶର ଯତ୍ନ ନେବା ଆବଶ୍ୟକ।

Pritiparna

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

6 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

19 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

22 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

42 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago