କର୍କଟ ରାଶିରେ ହେଉଛି ଚନ୍ଦ୍ରମାଙ୍କ ସଞ୍ଚାର, ଖୋଲିଯିବ ଏହି ତିନି ରାଶିଙ୍କର ବନ୍ଦ ଥିବା ଭାଗ୍ୟର ତାଲା

୧୫ ଡିସେମ୍ବର ରବିବାର କିଛି ରାଶିର ଲୋକଙ୍କ ପାଇଁ ଶୁଭ ଦିନ ନେଇ ଆସିଛି । ଆଜି ଚନ୍ଦ୍ରମାଙ୍କର ସଞ୍ଚାର ଦିନ-ରାତି କର୍କଟ ରାଶିରେ ରହିବ । ଏହାସହିତ ଆଜି କିଛି ଖାସ୍ ସଂଯୋଗ ମଧ୍ଯ ଉପସ୍ଥିତ ରହିଛି । ଏହା ଭିତରେ କିଛି ରାଶିର ଲୋକଙ୍କ ପାଇଁ ଆଜିର ଦିନ ବହୁତ ଶୁଭ ହେବା ସହିତ ଖୁବ୍ ନେଇ ଆସିଛି।

ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ପାଇଁ ଶୁଭ

ମିଥୁନ ରାଶି:

mithunଅଧ୍ୟୟନରେ ଆସୁଥିବା ବାଧା ଦୁର ହେବ । ଜୀବିକାକୁ ନେଇ ନୂଆ ସ୍ରୋତ ସ୍ଥାପିତ ହେବ । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ସମ୍ପର୍କ ବଢିବ । କଳା ପ୍ରତି ଆଗ୍ରହ ବଢିବ । ବ୍ୟାପାରରେ ଉନ୍ନତି ହେବ । ଆୟ ବଢିବାର ଯୋଗ ରହିଛି । ବିବାହ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଅନୁକୂଳ ସମୟ । ସନ୍ତାନ ମାନଙ୍କ ଚିନ୍ତା ରହିବ। ଶତ୍ରୁ ପକ୍ଷ ଆପଣଙ୍କ ଛବି ବଦଳାଇବାକୁ ଚେଷ୍ଟା କରିବେ। ବ୍ୟାପାରରେ କିଛି ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ, ଫଳରେ ଚିନ୍ତାରେ ରହିବେ ।

ସିଂହ ରାଶି:

leoସୁଖ ଶାନ୍ତିରେ ଦିନର ଆରମ୍ଭ ହେବ । ସନ୍ତାନ ସୁଖ ନିହାତୀ ସମ୍ଭବ ହେବ । ବ୍ୟବସାୟିକ ସଫଳତା ମିଳିବ। ସମସ୍ତ କାର୍ଯ୍ୟକୁ ଠିକ୍ ଭାବେ ତୁଲାଇପାରିବେ। ମହତ୍ବପୂର୍ଣ୍ଣ ଯାତ୍ରା କରିପାରନ୍ତି । ସୁଖ,ଶାନ୍ତି,ସମ୍ରୁଦ୍ଧି ବଢିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନାବଶ୍ୟକ କଥା କିମ୍ବା ବିବାଦରେ ପଶନ୍ତୁ ନାହିଁ । କିଛି ସ୍ଥାନରେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଆତ୍ମବିଶ୍ବାସ ବଢିବା ସହିତ ଯେକୌଣସି ସ୍ଥାନକୁ ଯିବାକୁ ଚାହୁଁଛନ୍ତି ତାହା ସଫଳ ହେବ ।

ତୁଳା ରାଶି:

tulhaଦିନର ଆରମ୍ଭ ଏକ ସଙ୍କଳ୍ପ ସହିତ କରିବେ । ବ୍ୟବସାୟରେ ସଫଳତା ମିଳିବ । ଆପଣଙ୍କ ଦ୍ବାରା ନିଆଯାଇଥିବା ନିର୍ଣ୍ଣୟ ଠିକ୍ ହେବ । ବାହନ କିଣିବାର ଯୋଗ ରହିଛି। ପାରିବାରିକ ଜୀବନ ଖୁସିମୟ ହେବ । ବହୁଦିନ ହେବ କାହାକୁ କିଛି କଥା କହିବାକୁ ଚାହୁଁଛନ୍ତି । ସନ୍ତାନଙ୍କ ଖୁସି ବଢିବ । ଭାବୁଥିବା କାର୍ଯ୍ୟ ସମ୍ପନ୍ନ ହେବ । ପର ଲୋକଙ୍କ କଥାରେ ଭାସିନଯାଇ ନିଜ ବୁଦ୍ଧିରେ ବାଟ ଚାଲନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.