ପ୍ରେମିକଙ୍କ କଥା ମନେ ପଡ଼ିଲେ, ଝିଅମାନେ କରନ୍ତି ଏଭଳି କାମ

ଯେତେବେଳେ ଝିଅମାନେ ପ୍ରେମ କରୁଥାଆନ୍ତି ଏବଂ କୌଣସି କାରଣରୁ ସେମାନଙ୍କୁ ନିଜ ପାର୍ଟନରଙ୍କଠାରୁ ଦୂରରେ ରହିବାକୁ ପଡ଼େ, ସେତେବେଳେ ସେମାନେ ପୂରା ଦିନ ପ୍ରେମିକଙ୍କ ଭାବନାରେ ବୁଡ଼ି ରୁହନ୍ତି। କଥା ଯେବେ ଲଙ୍ଗ୍‌ ଡିଷ୍ଟାନ୍ସ ରିଲେଶନସିପ୍‌ର ଥାଏ, ସେଠି ଝିଅମାନେ ଦିନରେ ମଧ୍ୟ ପାର୍ଟନରଙ୍କ ସ୍ୱପ୍ନରେ ଭିଜନ୍ତି। ଆସନ୍ତୁ ଜାଣିବା, ଝିଅମାନେ ନିଜ ପ୍ରେମିକଙ୍କୁ ମିସ୍‌ କଲେ, କ’ଣ କରିଥାଆନ୍ତି।

-ଦୂରରେ ରହିଲେ ଝିଅମାନେ ଅଧିକ ମିସ୍‌ କରିଥାଆନ୍ତି। ଏହି ସମୟରେ ସେମାନେ ଫେସବୁକ୍‌ କିମ୍ବା ଇନଷ୍ଟାଗ୍ରାମରେ ବୟଫ୍ରେଣ୍ଡ ପ୍ରୋଫାଇଲ୍‌ ଏବଂ ଷ୍ଟାଟସ୍‌ ଦେଖିବାକୁ ଲାଗନ୍ତି।

-ରୋମାଣ୍ଟିକ୍‌ ମୁଭି ଦେଖିବା ସମୟରେ ପ୍ରେମିକଙ୍କ ବିଷୟରେ ଭାବନ୍ତି। ମୁଭି ଅନୁସାରେ ନିଜକୁ ମଧ୍ୟ ସେହିଭଳି ରୂପରେ ପ୍ରେମିକଙ୍କ ସହିତ ଅନୁଭବ କରିଥାଆନ୍ତି।

ଏହାସହ ପଢ଼ନ୍ତୁ: ଅନେକ ରୋଗରୁ ମୁକ୍ତି ଦେଇଥାଏ ଦାରୁହରିଦ୍ରାର ସେବନ, ଜାଣନ୍ତୁ କ’ଣ ରହିଛି ଆୟୁର୍ବେଦୀୟ ଗୁଣ

-ପ୍ରେମିକଙ୍କ କଥା ମନେ ପଡ଼ିଲେ, ବାରମ୍ବାର ତାଙ୍କୁ କଲ୍‌ କରିଥାଆନ୍ତି ଏବଂ କୁହନ୍ତି, ‘ଜରୁରୀ କଥା ହେବାର ଅଛି’। କିନ୍ତୁ ସେମିତି କିଛି ନ ଥାଏ। ସେମାନଙ୍କ କଥା ‘ଆଇ ଲଭ୍‌ ୟୁ’ରୁ ଆରମ୍ଭ ହୋଇ ‘ଆଇ ଲଭ୍‌ ୟୁ’ରେ ହିଁ ଶେଷ ହୋଇଥାଏ।

-ପାର୍ଟନରଙ୍କୁ ମିସ୍‌ କଲେ, ଝିଅମାନେ ସେମାନଙ୍କ ଦ୍ୱାରା ଦିଆଯାଇଥିବା ଉପହାରକୁ ଦେଖିଥାଆନ୍ତି ଏବଂ ମେସେଜ୍‌କୁ ବାରମ୍ବାର ପଢ଼ିଥାଆନ୍ତି। ଏହାସହ ନିଜ ଟେଡି ବିୟରକୁ ଜାବୁଡ଼ି ଧରି ବେଶ୍‌ ଖୁସି ହୁଅନ୍ତି।

Roshni

Recent Posts

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

19 seconds ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

4 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

27 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

35 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

41 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

50 mins ago