ଲାଇଫ୍ ଷ୍ଟାଇଲ୍

ମଧୁମେହ ରୋଗରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ୪ଟି ପତ୍ର, କଣ୍ଟ୍ରୋଲରେ ରହିବ ବ୍ଲଡ ସୁଗାର

ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଜରୁରୀ ହୋଇଥାଏ ଯେ ସେମାନେ ନିଜ ଲାଇଫଷ୍ଟାଇଲ ପ୍ରତି ଧ୍ୟାନ ଦେବେ। ଖାଦ୍ୟପାନୀୟ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଏ। ବିଶେଷ କରି ଯେପରି ସେମାନଙ୍କ ବ୍ଲଡ ସୁୁଗାର ମାତ୍ରା କଣ୍ଟ୍ରୋଲରେ ରହିବ। ଏକ୍ସପର୍ଟଙ୍କ ମୁତାବିକ ତୁଳସୀ ସହ ଅନ୍ୟାନ୍ୟ ଔଷଧିୟ ଗଛର ପତ୍ର ଖାଇବା ଦ୍ୱାରା ଏହାକୁ କଣ୍ଟୋଲ କରିହେବ। ଆଜି ଆମେ କହିବୁ ସେସବୁ ସମ୍ପର୍କରେ।

ଜାମୁକୋଳି ପତ୍ର:
ଜାମୁକୋଳି ପତ୍ରରେ ଅନେକ ଔଷଧିୟ ଗୁଣ ଭରି ରହିଛି। ଏହାକୁ ଚୋବାଇ ଖାଇବା ଦ୍ୱାରା ମିଳୁଥିବା ରସ ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ। ଟାଇପ ୨ ମଧୁମେହ ରୋଗୀ ଏହି ପତ୍ର ଖାଇବା ଜରୁରୀ। ଏହାଦ୍ୱାରା ବ୍ଲଡ ସୁଗାର ମାତ୍ରା କଣ୍ଟୋ୍ରଲରେ ରହିବ।

୨୦୧୩ ମସିହାରେ କରାଯାଇଥିବା ଏକ ଷ୍ଟଡି ଅନୁଯାୟୀ ଜାମୁ କୋଳି ପତ୍ର ରସ ଖାଇବା ଦ୍ୱାରା ଇନସୁଲିନ ରେସିଷ୍ଟାନ୍ସରେ ସୁଧାର ଆସିଥାଏ। ଏହାକୁ ନେଇ ୪୬ ମଧୁମେହ ରୋଗୀଙ୍କ ମଧ୍ୟରେ ପରୀକ୍ଷା କରାଯାଇଥିଲା। ୧୨ ସପ୍ତାହ ପରେ ସେମାନଙ୍କ ମଧ୍ୟରେ ଅନେକ ଫାଇଦା ଦେଖାଗଲା।

ମିଠା ତୁଳସୀ:
ମିଠା ତୁଳସୀ ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଅମୃତ ସଦୃଶ୍ୟ ହୋଇଥାଏ। ଯେଉଁମାନେ ଏହାକୁ ଖାଆନ୍ତି ସେମାନଙ୍କର ବ୍ଲଡ ସୁଗାରରେ ଥିବା ଅଧିକ ମାତ୍ରା କମିଯାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଭଲ ହୋଇଥାଏ।

pc: desertcart

ବିଟ୍‌ ପତ୍ର:
ବିଟ୍‌ ଗଛର ପତ୍ର ମଧ୍ୟ ଶରୀର ପାଇଁ ଖୁବ ଭଲ ହୋଇଥାଏ। ଏଥିରେ ଫାଇବର ମାତ୍ରା ଅଧିକ ରହିଥାଏ। ଟାଇପ ୧ ମଧୁମେହ ରୋଗୀ ଏହାକୁ ଖାଇବା ଦ୍ୱାରା ଫାଇବର ମାତ୍ରା ବଢ଼ିଯାଏ ।ଯାହାଦ୍ୱାରା ବ୍ଲଡ ସୁଗାରକୁ ନେଇ କୌଣସି ସମସ୍ୟା ହୁଏ ନାହିଁ। ଏହାକୁ ଟାଇପ ୨ ରୋଗୀ ମଧ୍ୟ ଖାଇପାରିବେ।

ଗୁଡ଼ମାରୀ ପତ୍ର:
ଔଷଧିୟ ଗୁଣରେ ଭରପୂର ଗୁଡମାରି ଗଛ। ୧୮ ମାସ ଧରି ଏହାକୁ ଖାଇବା ଦ୍ୱାରା ମଧୁମେହ ରୋଗରୁ ମୁକ୍ତି ମିଳିଥାଏ।

D Sonali

Recent Posts

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

1 min ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

35 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

37 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago