ଏସବୁ ରୋଗରୁ ମୁକ୍ତି ପାଇଁ ଭୋଜନରେ ନିହାତି ସାମିଲ କରନ୍ତୁ ଛତୁ, ରହିବେ ସୁସ୍ଥ

ଛତୁ ଶରୀର ପାଇଁ ବେଶ୍‌ ଲାଭକାରୀ ହୋଇଥାଏ। କେତେକ ରୋଗରୁ ମୁକ୍ତି ପାଇଁ ଡାକ୍ତର ଛତୁ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଛତୁରେ ପ୍ରଚୁର ପରିମାଣର ଭିଟାମିନ୍‌ ଓ ପୋଷକ ତତ୍ତ୍ୱ ରହିଥାଏ। ପେଟ ସମସ୍ୟାଠାରୁ ଆରମ୍ଭ କରି ଓଜନକୁ ନିୟନ୍ତ୍ରଣ କରିବା ପର୍ଯ୍ୟନ୍ତ ସବୁଥି ପାଇଁ ଛତୁ ବେଶ୍‌ ଦରକାରୀ ହୋଇଥାଏ। ଆସନ୍ତୁ ଜାଣିବା ଛତୁ ବା ମସରୁମ୍‌ ଖାଇଲେ ଆଉ କି କି ଲାଭ ମିଳେ…

mushroom2

  • ଛତୁରେ କମ୍‌ କ୍ୟାଲୋରୀ ରହିଥାଏ, ଯାହା ମୋଟାପଣ କମ୍‌ କରିବାରେ ସାହାଯ୍ୟ କରେ।
  • ଛତୁରେ ପ୍ରଚୁର ପରିମାଣର ଭିଟାମିନ୍‌ ସି ରହିଥାଏ। ଏହା ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ସାହାଯ୍ୟ କରିଥାଏ।
  • ମସରୁମ୍‌ରେ ସେଲେନିୟମ ରହିଛି, ଯାହା ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ କରିଥାଏ।
  • ଛତୁରେ ପର୍ଯ୍ୟାପ୍ତ ମାତ୍ରାରେ ପୋଟାସିୟମ୍‌ ରହିଛି, ଏହା ବ୍ଲଡ ପ୍ରେସର କଣ୍ଟ୍ରୋଲ କରେ।
  • ପେଟର ସବୁ ସମସ୍ୟା ଦୂର କରେ ଛତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.