ଲାଇଫ୍ ଷ୍ଟାଇଲ୍

ଆପଣଙ୍କ ପାଖ ମାଡିବନି ଅଶୁଭ ପ୍ରଭାବ, ଗ୍ରହ ଅନୁଯାୟୀ କରନ୍ତୁ ମନ୍ତ୍ର ଜପ

ଜ୍ୟୋତିଷ ଏବଂ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କ ଜାତକରେ ଗ୍ରହର ବହୁତ ମହତ୍ତ୍ୱ ରହିଛି। ଯାହାର ସ୍ଥିତି ଆପଣଙ୍କୁ ଶୁଭ-ଅଶୁଭର ନିର୍ଦ୍ଧାରଣ କରିଥାଏ। ଏମିତିରେ ସବୁବେଳେ ଆବଶ୍ୟକ ହୋଇଥାଏ ଯେ ଗ୍ରହ ମାନଙ୍କୁ ଶାନ୍ତିରେ ରଖିବା, ଯାହା ଦ୍ୱାରା ଗ୍ରହରୁ ଅଶୁଭ ପ୍ରଭାବ ଦୂରେଇଯିବ। ଆଜି ଆମେ ଆପଣଙ୍କ ପାଇଁ ସମସ୍ତ ୯ ଗ୍ରହ ସହ ଜଡିତ ବିଶେଷ ମନ୍ତ୍ର ବିଷୟରେ ଜଣାଇବୁ ଯାହାକୁ ଜପ କରି ଅଶୁଭ ପ୍ରଭାବରୁ ମୁକ୍ତି ପାଇବେ ଏବଂ ଜୀବନରେ ସୁଖ ଶାନ୍ତି ସବୁବେଳେ ଭରି ରହିବ। ତାହେଲେ ଆସନ୍ତୁ ଜାଣିବା ଏହି ମନ୍ତ୍ର ବିଷୟରେ।

ସୂର୍ଯ୍ୟଙ୍କ ମନ୍ତ୍ର

“ऊँ सूर्याय नम:।” ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ମଧ୍ୟ ଆପଣ ଏହି ମନ୍ତ୍ର ଜପ କରିପାରିବେ। ନିତ୍ୟ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ପରେ ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।

ଚନ୍ଦ୍ରଙ୍କ ମନ୍ତ୍ର

“ऊँ सोमाय नम:।” ଚନ୍ଦ୍ର ଦେବଙ୍କ ଏହି ମନ୍ତ୍ରର ଜପ କରିବା ଦ୍ୱାରା ମାନସିକ ଶାନ୍ତି ଅନୁଭବ ହୋଇଥାଏ।

ମଙ୍ଗଳ ଗ୍ରହ ପାଇଁ ମନ୍ତ୍ର

“ऊँ भौमाय नम:।” ଯଦି ଆପଣଙ୍କର ଭୂମି ସମ୍ୱନ୍ଧୀୟ ସମସ୍ୟା ହେଉଛି ବତେବେ ମଙ୍ଗଳ ଦେବଙ୍କର ଏହି ମନ୍ତ୍ର ବହୁତ ଲାଭକାରୀ ପ୍ରମାଣିତ ହେବ। ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଭୂମି ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ।

ବୁଧଙ୍କ ମନ୍ତ୍ର

“ऊँ बुधाय नम:।” ବୁଧ ଦେବଙ୍କ ଏହି ମନ୍ତ୍ର ଜପ କରିବା ଦ୍ୱାରା ଶିକ୍ଷା ସମ୍ବନ୍ଧୀୟ ସଫଳତା ହାସଲ ହୋଇଥାଏ।

ଗୁରୁଙ୍କ ମନ୍ତ୍ର

“ऊँ बृहस्पतये नम:।” ବୃହସ୍ପତି ଦେବଙ୍କ ଏହି ମନ୍ତ୍ର ଜପ କରିବା ଦ୍ୱାରା ବୈବାହିକ ଜୀବନରେ ସୁଖ ଶାନ୍ତି ସବୁବେଳେ ରହିଥାଏ।

ଶୁକ୍ର ମନ୍ତ୍ର

“ऊँ शुक्राय नम:।” ଶୁକ୍ର ଦେବଙ୍କ ଏହି ମନ୍ତ୍ରର ଜପ କରିବା ଦ୍ୱାରା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଚିନ୍ତା କମ ହୋଇଥାଏ ଏବଂ ପ୍ରେମ ବଢିଥାଏ।

ଶନି ଦେବଙ୍କ ଏହି ମନ୍ତ୍ର

“ऊँ शनैश्चराय नम:।” ଶନି ଦେବଙ୍କ ଏହି ମନ୍ତ୍ରର ଜପ କରିବା ଦ୍ୱାରା ଶନି ଦେବା ପ୍ରସନ୍ନ ହୋଇଥାଏ। ଶନି ଦୋଷରୁ ମୁକ୍ତି ମିଳିଥାଏ ଏବଂ ଜୀବନରେ ସମସ୍ତ ବାଧା ଦୂର ହୋଇଯାଇଥାଏ।

ରାହୁଙ୍କ ମନ୍ତ୍ର

“ऊँ राहवे नम:।” ରାହୁଙ୍କର ଏହି ମନ୍ତ୍ର ଜପ କରିବା ଦ୍ୱାରା ଜୀବନରେ ଚିନ୍ତା ରହିଥାଏ।

କେତୁଙ୍କ ମନ୍ତ୍ର

“ऊँ केतवे नम:।” କେତୁଙ୍କ ଏହି ମନ୍ତ୍ର ଜପ କରିବା ଦ୍ୱାରା ଜୀବନରେ ସୁଖ ଶାନ୍ତି ସବୁବେଳେ ରହିଥାଏ ଏବଂ ପାରିବାରିକ କଳହ ମଧ୍ୟ ହୋଇନଥାଏ।

Pritiparna

Recent Posts

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…

29 mins ago

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

40 mins ago

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…

45 mins ago

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

2 hours ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

2 hours ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

3 hours ago