ଲାଇଫ୍ ଷ୍ଟାଇଲ୍

ପ୍ରତ୍ୟେକ ଦିନ ସକାଳେ ଖାଆନ୍ତୁ ନିମ୍ବ ଚଟଣୀ, ଭାଇରସ ଏବଂ ସଂକ୍ରମଣ ହେବ ଦୂର

ନିମ୍ବ ପତ୍ର ଆମ ଶରୀର ପାଇଁ1ଲାଭକାରୀ ହୋଇଥାଏ। ଏହା ଶରୀରର ମୋଟାପଣ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଲିଭର ଏବଂ ହୃଦୟକୁ ସୁସ୍ଥ ରଖିବା ସହ ଇମ୍ୟୁନ ସିଷ୍ଟମକୁ ମଧ୍ୟ ମଜବୁତ କରିଥାଏ। ଅଧିକାଂଶ ଲୋକମାନେ ନିମ୍ବ ପତ୍ର ଅଧିକ ପିତା କାରଣରୁ ମଧ୍ୟ ଖାଇନଥାନ୍ତି।କିନ୍ତୁ ଆୟୁର୍ବେଦ ଅନୁଯାୟୀ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ନିମ୍ବ ସେବନ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା କରିବା ସହ ଶାରୀରିକ ବିକାର ଦୂର କରିବାରେ ସାହାଯ୍ୟ ମିଳିଥାଏ।

ପ୍ରାୟତଃ ଚୈତ୍ର ମାସରେ ସଂକ୍ରମଣ ରୋଗ ବେଶୀ ଦେଖାଯାଇଥାଏ। ଏହିକାରଣରୁ ଏହିସବୁ ରୋଗରୁ ଦୂରେଇ ରହିବା ପାଇଁ ଆଣ୍ଟିବ୍ୟାକ୍ଟେରିଆଲ ଗୁଣଥିବା ନିମ୍ବ ପତ୍ରର ବ୍ୟବହାର କରାଯାଇଥାଏ। ଯଦି ଆପଣ କୌଣସି କାରଣରୁ ନିମ୍ବ ପତ୍ର ସେବନ କରୁନାହାନ୍ତି ତେବେ ଆପଣ ଏହାର ପତ୍ରରେ ଚଟଣୀ ରୂପେ ମଧ୍ୟ ସେବନ କରିପାରିବେ। ଏହି ଚଟଣୀ ଖାଇବା ଦ୍ୱାରା ଆପଣ ବିଭିନ୍ନ ପ୍ରକାର ଭାଇରସ ଏବଂ ବ୍ୟାକ୍ଟେରିଆରୁ ରକ୍ଷା ପାଇପାରିବେ। ତେବେ ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ନିମ୍ବ ଚଟଣୀ।

 ଆବଶ୍ୟକୀୟ ସାମଗ୍ରୀ:

ନିମ୍ବପତ୍ର- ୧୦ଟି ପତ୍ର
ଗୁଡ- ୨ଚାମଚ
କୋକମ- ୩ ରୁ ୪ଟି
ଜିରା- ୨ଚାମଚ
ଲୁଣ- ସ୍ୱାଦନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ନିମ୍ବପତ୍ରକୁ ଭଲଭାବେ ଧୋଇ ସେଥିରେ ସମସ୍ତ ସାମଗ୍ରୀ ମିଶାଇ ଭଲଭାବେ ଗ୍ରାଇଡିଂ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ନିମ୍ବ ଚଟଣୀ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

4 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

12 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

28 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago