ଏଥର କରଓ୍ଵା ଚୌଥରେ ନିଜ ରାଶି ଅନୁସାରେ ପିନ୍ଧନ୍ତୁ ଏହି ରଙ୍ଗର କପଡ଼ା

କରଓ୍ଵା ଚୌଥ ମହିଳାଙ୍କ ପାଇଁ ବହୁତ ଖାସ୍‌ ହୋଇଥାଏ। ଚଳିତବର୍ଷ ଏହା ୧୭ ଅକ୍ଟୋବରରେ ପାଳନ କରାଯିବ। ଏହି ବ୍ରତ କାର୍ତ୍ତିକ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଇଥାଏ। ବିବାହିତା ମହିଳାମାନେ ଏହି ଦିନ ନିର୍ଜଳା ଉପବାସ କରିଥାଆନ୍ତି। ସ୍ୱାମୀ ଏବଂ ଚନ୍ଦ୍ରଙ୍କୁ ସନ୍ଧ୍ୟାରେ ବିଧିବଦ୍ଧ ପୂଜା କରିବା ପରେ ଏହି ବ୍ରତ ଖୋଲାଯାଇଥାଏ। କୁହାଯାଏ କି, କରଓ୍ଵା ଚୌଥ ଦିନ ମହିଳାମାନେ ପୂରା ପ୍ରସ୍ତୁତି କରିଥାଆନ୍ତି। ଏମିତି ଯଦି ସେମାନେ ନିଜ ରାଶି ଅନୁସାରେ କପଡ଼ା ଚୟନ କରିବେ, ତା’ହେଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଜଭୁତ୍‌ ହେବ। ଏହା ବହୁତ ଶୁଭ ବୋଲି ବିଶ୍ୱାସ କରାଯାଏ। ଆସନ୍ତୁ ଜାଣିବା, ରାଶି ଅନୁସାରେ କ’ଣ ପିନ୍ଧିବା ଉଚିତ।

ମେଷ

ଏହି ରାଶିର ମହିଳାମାନେ ଲାଲ୍‌ ଏବଂ ସୁନେଲି ରଙ୍ଗର କପଡ଼ା ପିନ୍ଧିବା ଉଚିତ।

ବୃଷ

ଏହି ରାଶିର ମହିଳାମାନେ ସିଲ୍‌ଭର ଏବଂ ଲାଲ୍‌ ରଙ୍ଗର ଡ୍ରେସ୍‌ ପିନ୍ଧିଲେ, ଶୁଭ ହୋଇଥାଏ।

ମିଥୁନ

ମିଥୁନ ରାଶିର ମହିଳା କରଓ୍ଵା ଚୌଥରେ ସବୁଜ ରଙ୍ଗର କପଡ଼ା ଏବଂ ଚୁଡ଼ି ପିନ୍ଧିବା ଉଚିତ।

କର୍କଟ

ଲାଲ୍‌-ଧଳା ରଙ୍ଗର ଶାଢ଼ି ସହିତ ରଙ୍ଗିନ୍‌ ଚୁଡ଼ି କର୍କଟ ରାଶିର ମହିଳାଙ୍କ ପାଇଁ ଶୁଭଫଳ ଆଣିଥାଏ।

ସିଂହ

ଏମାନେ ଲାଲ୍‌, ନାରଙ୍ଗି, ଗୋଲାପି ଏବଂ ସୁନେଲି ରଙ୍ଗର ଶାଢ଼ି ପିନ୍ଧିବା ଉଚିତ।

କନ୍ୟା

ଏହି ରାଶିର ମହିଳା ଲାଲ୍‌, ସବୁଜ କିମ୍ବା ସୁନେଲି ରଙ୍ଗର କପଡ଼ା ପିନ୍ଧନ୍ତୁ।

ତୁଳା

ତୁଳା ରାଶି ପାଇଁ ଲାଲ, ଚାନ୍ଦି, ସୁନେଲି ରଙ୍ଗ ଶୁଭ ହେବ।

ବିଛା

ଏମାନଙ୍କ ପାଇଁ ଲାଲ୍‌, ମେରୁନ୍‌, ସୁନେଲି ରଙ୍ଗ ଶୁଭ ହୋଇଥାଏ।

ଧନୁ

ଏହି ରାଶିର ମହିଳାମାନେ ହଳଦୀ କିମ୍ବା ଆକାଶୀ ରଙ୍ଗ ପିନ୍ଧିବା ଉଚିତ।

ମକର

ମକର ରାଶିର ମହିଳାଙ୍କ ପାଇଁ ନୀଳ ରଙ୍ଗ ଶୁଭ।

କୁମ୍ଭ

ଏମାନଙ୍କ ଶୁଭ ରଙ୍ଗ ନୀଳ ଏବଂ ଚାନ୍ଦି।

ମୀନ

ଏହି ରାଶିର ମହିଳାମାନେ ଲାଲ୍‌, ସୁନେଲି ରଙ୍ଗର ଶାଢ଼ି ପିନ୍ଧିଲେ, ଶୁଭଫଳ ପାଇପାରିବେ।

Roshni

Recent Posts

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

2 mins ago

ପୃଥିବୀ କେତେ ବର୍ଷ ପୁରୁଣା, ଉତ୍ତର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ବୈଜ୍ଞାନିକମାନେ ପୃଥିବୀରେ ନୂତନ ଅନୁସନ୍ଧାନ ଜାରି ରଖିଛନ୍ତି, ଯାହା ମାଧ୍ୟମରେ ଆମେ ଏହାର ଅନନ୍ୟ ରହସ୍ୟ ବିଷୟରେ ନୂଆ…

7 mins ago

ଜାପାନରେ କାୟା ବିସ୍ତାର କରୁଛି ମାରାତ୍ମକ ରୋଗ, STSS ବ୍ୟାକ୍ଟେରିଆ ଯୋଗୁ ୪୮ ଘଣ୍ଟା ମଧ୍ୟରେ ହୁଏ ରୋଗୀର ମୃତ୍ୟୁ

ଜାପାନରେ ଏକ ମାରାତ୍ମକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ ।…

24 mins ago

ଇଣ୍ଡିଆନ୍‌ କୋର୍ଷ୍ଟ ଗାର୍ଡରେ ୩୨୦ ପଦବୀ ଖାଲି, ୧୨ଶ ପାସ୍‌ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ବମ୍ପର ପଦବୀରେ ଭର୍ତ୍ତି ହେଉଛି…

30 mins ago

କେଶ ଝଡିବା ଏବଂ ରୁପି ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଖରା ଓ ଗରମ ଯୋଗୁ ଘରୁ ବାହାରକୁ ଯିବା ବହୁତ କଷ୍ଟକର ହୋଇଯାଇଛି । ଏହା ସହ ଖରାରେ…

37 mins ago

ଅସ୍ତରଙ୍ଗ ଜାହାନିଆରେ ଜମିଥିଲା ହଜାର ହଜାର ପର୍ଯ୍ୟଟକଙ୍କ ଭିଡ, ଝାଉଁ ଜଙ୍ଗଲରେ ମଜା କହିଲେ ନସରେ

କାକଟପୁର(କେନ୍ୟୁଜ): ଓଡ଼ିଶାର ପାରମ୍ପରିକ ପର୍ବ ରଜ । ଏଥିପାଇଁ ଗାଁ ଠାରୁ ସହର ସବୁଠାରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା…

45 mins ago