ଲାଇଫ୍ ଷ୍ଟାଇଲ୍

ଶାସ୍ତ୍ର ଅନୁସାରେ ବିଦ୍ୟାର୍ଥୀମାନେ ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାମ, ନଚେତ ଘଟିପାରେ ବିଘ୍ନ

ଦିନ ଆରମ୍ଭରୁ ରାତି ଶୋଇବା ପର୍ଯ୍ୟନ୍ତ ଏମିତି ବହୁତ କିଛି କାମ ରହିଛି, ଯାହାକୁ ସନ୍ଧ୍ୟା ସମୟ ବ୍ୟତୀତ ଅନ୍ୟ ଯେ କୌଣସି ସମୟରେ କରାଯାଇପାରିବ। ଶାସ୍ତ୍ର ଅନୁସାରେ, କିଛି କାମକୁ ସନ୍ଧ୍ୟା ସମୟରେ କରିବା ବାରଣ ରହିଛି। କାରଣ, ସନ୍ଧ୍ୟା ସମୟରେ ଯଦି କେହି ଏଭଳି କାମ କରନ୍ତି, ତେବେ ତାଙ୍କଠାରୁ ମା’ ଲକ୍ଷ୍ମୀଙ୍କ ସମେତ ଦେବୀ, ଦେବତାମାନେ ମୁଁହ ଫେରାଇ ନିଅନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ।

୧. ସନ୍ଧ୍ୟା ସମୟରେ ତୁଳସୀ ପତ୍ରକୁ ଛିଣ୍ଡାଇବା ଉଚିତ ନୁହେଁ କି ଗଛରେ ଜଳ ଲାଗି କରିବା ଉଚିତ ନୁହେଁ।

୨. ସନ୍ଧ୍ୟା ବେଳେ ଘର ଝାଡ଼ୁ କରିବା ଉଚିତ ନୁହେଁ। ଏହାଦ୍ୱାରା ଦାରିଦ୍ର୍ୟତା ବଢ଼ିଥାଏ।

୩. ଏମିତିରେ କେବେ କାହାର ନିନ୍ଦା କିମ୍ବା କାହାର ଖରାପ ବିଷୟରେ ଚିନ୍ତା କରିବା ଉଚିତ ନୁହେଁ। ବିଶେଷ କରି ସନ୍ଧ୍ୟା ସମୟରେ ଏଥିପ୍ରତି ଧ୍ୟାନ ଦେବା ଉଚିତ।

୪. ସନ୍ଧ୍ୟା ସମୟରେ ଘରର ବାତାବରଣକୁ ଧାର୍ମିକ ଏବଂ ପବିତ୍ର ରଖିବା ଉଚିତ। ଏହି ସମୟରେ କଦାପି ସ୍ୱାମୀ, ସ୍ତ୍ରୀ ସମ୍ବନ୍ଧ ରଖିବା ଉଚିତ ନୁହେଁ।

୫. କ୍ରୋଧ ମଣିଷର ସବୁଠୁ ବଡ଼ ଶତ୍ରୁ। କ୍ରୋଧ କରୁଥିବା ଲୋକ ନିଜେ ହିଁ ଦୁଃଖି ହୋଇଥାଏ। ଏହା ଆଖପାଖର ମାହୋଲକୁ ମଧ୍ୟ ବିଗାଡ଼ି ଦେଇଥାଏ। ସନ୍ଧ୍ୟା ସମୟରେ ମା’ ଲକ୍ଷ୍ମୀ ପୃଥିବୀପୃଷ୍ଠକୁ ଭ୍ରମଣ କରିବାକୁ ଆସିଥାନ୍ତି। ଏହି ସମୟରେ ଯଦି ଆପଣ ଅଶାନ୍ତ ରହିବେ, ତେବେ ଲକ୍ଷ୍ମୀ ଆପଣଙ୍କ ଉପରେ କୃପା କରିବେନି।

୬. ସନ୍ଧ୍ୟା ସମୟରେ ପାଠ ପଢ଼ନ୍ତୁ ନାହିଁ। ବେଳ ଗଡ଼ିଗଲେ ଆପଣ ପଢା ଆରମ୍ଭ କରିପାରିବେ। ସକାଳ ସମୟ ପାଠପଢ଼ା ପାଇଁ ବହୁତ ଉପଯୁକ୍ତ।

Roshni

Recent Posts

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

6 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

9 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

32 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

47 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

55 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

59 mins ago